ଇରାକ ରାଜଧାନୀ ବାଗଦାଦରେ ଭୟଙ୍କର ବିସ୍ଫୋରଣ, ୩୫ମୃତ

ବାଗଦାଦ: ଇରାକ ରାଜଧାନୀ ବାଗଦାଦରେ ଭୟଙ୍କର ବିସ୍ଫୋରଣ । ଗତକାଲି ଘଟିଥିବା ଏହି ଭୟଙ୍କର ବିସ୍ଫୋରଣରେ ପାଖାପାଖି ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ଇରାକର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ବିସ୍ଫୋରଣ ସଦର ସହରର ଏକ ଜନଗହଳିପୂର୍ଣ୍ଣ ବଜାରରେ ଘଟିଥିବା କୁହାଯାଉଛି। ଇଦ୍-ଉଲ୍-ଅଦାର ପାଇଁ ଲୋକେ ସପିଂ କରିବାରେ ବ୍ୟସ୍ତ ଥିବା ବେଳେ, ସେହି ସମୟରେ ଏହି ବିସ୍ଫୋରଣ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.