Below header

RBL ବ୍ୟାଙ୍କ ପକ୍ଷରୁ ଉମିଦ ୧୦୦୦ ସାଇକ୍ଲୋଥନ୍‌ ୨୦୨୧ ଉଦ୍‌ଘାଟିତ

ଭୁବନେଶ୍ୱର (କେନ୍ୟୁଜ): ଉଦ୍‌ଘାଟିତ ହୋଇଛି ଉମିଦ ୧୦୦୦ ସାଇକ୍ଲୋଥନ୍‌ ୨୦୨୧। RBL ବ୍ୟାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସାଇକେଲ ଚଳାଇବା ଦ୍ୱାରା ଆମେ ସୁସ୍ଥ ରହିବା ସହ ନିରୋଗ ରହିବା ବୋଲି କହିଛନ୍ତି କିଟ୍‌ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଏହି ଅବସରରେ ଭାରତ ପାକିସ୍ତାନ ଯୁଦ୍ଧର ସ୍ୱର୍ଣ୍ଣିମ ବିଜୟ ବର୍ଷର ମସାଲକୁ ମଧ୍ୟ ଏହି ଅବସରରେ ସ୍ୱାଗତ କରାଯାଇଛି। ବୀରଯବାନ ମାନଙ୍କର ବିଜୟ ଓ ସାହାସିକତାର ପ୍ରତିଛବି ହେଉଛି ଏହି ମସାଲ। କାର୍ଯ୍ୟକ୍ରମରେ ଫାଇନାନ୍‌ସ ବିଭାଗର ସଚିବ ବିଶାଲ ଦେବ, ଲେଫ୍ଟନାଣ୍ଟ ଜେନେରାଲ ଏସ୍‌ ମୋହନ ଓ RBL ବ୍ୟାଙ୍କ HR ବିଭାଗ ଅଧ୍ୟକ୍ଷ ଶାନ୍ତା ଭାଲୁରି ଗାନ୍ଧୀ ପ୍ରମୁଖ ଯୋଗ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.