ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ଭିଡିଓ ଭାଇରାଲ ଘଟଣା: ଘାଟିକିଆ ଅଞ୍ଚଳରୁ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ଭିଡିଓ ଭାଇରାଲ ଘଟଣା। ଗ୍ୟାଙ୍ଗ୍‌ରେ ସଂପୃକ୍ତି ସନ୍ଦେହ ନେଇ ଘାଟିକିଆ ଅଞ୍ଚଳରୁ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ। ୪ଜଣ ଯୁବକଙ୍କୁ ପଚରାଉଚରା ବେଳେ ବୁବୁ ଜେନା ବିଷୟରେ ପୋଲିସକୁ ମିଳିଛି ବଡ ସୁରାକ୍‌।

କିଛି ଦିନ ପୂର୍ବରୁ ଘାଟିକିଆ ଅଞ୍ଚଳରୁ ବୁବୁ ଜେନାର ଖୋଲା ଜିପ୍‌ ଜବତ କରିଥିଲା ନୟାପଲ୍ଲୀ ପୋଲିସ। ବୁବୁ ଜେନାକୁ ଧରିବା ପାଇଁ ୪ ଯୁବକଙ୍କୁ ତଥ୍ୟ ଆଧାରରେ ବିଭିନ୍ନ ଜାଗାରେ ଚଢାଉ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.