ପାଟଣାଗଡ଼ ଖୁଣ୍ଟସମଲେଇ ଗାଁରେ ଅଭାବନୀୟ ଘଟଣା: ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼(କେନ୍ୟୁଜ୍‌): ପାଟଣାଗଡ଼ ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା। ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ତ୍ରୀର ମୃତଦେହ ଘର ଭିତରେ ଥିବାବେଳେ, ସ୍ୱାମୀର ମୃତଦେହ ବାଡ଼ିରେ ପଡ଼ିଛି।

ତେବେ ପାରିବାରିକ କଳହକୁ ନେଇ ଏଭଳି ହତ୍ୟା ପରେ ଆତ୍ମହତ୍ୟା କରାଯାଇଥିବା ପୋଲିସ୍ ଅନୁମାନ କରୁଛି। ତେବେ ସତ କଣ ତାହା ତଦନ୍ତ ପରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.