ଦେଶରେ ଜନସଂଖ୍ୟା ବୃଦ୍ଧିହାରକୁ ପଛରେ ପକାଇ ଦେଇଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁସଂଖ୍ୟା
ଦିନକୁ ଦିନ ଦେଶରେ ଜୀବନ ହାରିବା ଭଳି ଖବର ଥମିବାର ନା ଧରୁନାହିଁ । ଏହା ଦୃତ ଗତିରେ ବଢିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧିର ହାର ଅପେକ୍ଷା ଏବେ ଛାତ୍ର ମାନଙ୍କ ଜୀବନ ହାରିବାର ଖବର ବଢୁଛି । ଏବେ ଏହି ମୃତ୍ୟୁ ସଂଖ୍ୟା ଏକ ଟ୍ରେଣ୍ଡରେ ପହଞ୍ଚିଲାଣୀ । ଏନସିଆରବି (ନ୍ୟାସନାଲ କ୍ରାଇମ ବ୍ୟୁରୋ…