ଭୁବନେଶ୍ବର(କେନ୍ୟୁଜ୍): କମିଶନରେଟ ପୋଲିସର ମୋବାଇଲ ମେଳା । ୯୨ଟି ଚୋରା ମୋବାଇଲକୁ ଫେରାଇଲା ପୋଲିସ୍ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ମୋବାଇଲ ଫେରାଇଥିଲେ । ସେପଟେ ଦୀର୍ଘ ଦିନ ପରେ ମୋବାଇଲ ପାଇ ଖୁସି ହୋଇଛନ୍ତି ଲୋକେ ।