Browsing Tag

Commissionerate of Police

୨୦୨୪ ପାଇଁ କମିଶନରେଟ୍ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ

୨୦୨୪ ପାଇଁ କମିଶନରେଟ୍ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ । ଫୋକସରେ ନିର୍ବାଚନ ପରିଚାଳନା । ବିଧାନସଭା ଓ ସାଧାରଣ ନିର୍ବାଚନକୁ କିପରି ସୁରୁଖୁରରେ କରିହେବ ସେ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ନିର୍ବାଚନରେ ସାଇବର ଭଲେଣ୍ଟିୟରଙ୍କୁ ନିୟୋଜିତ…

କମିଶନରେଟ୍‌ ପୋଲିସରେ ବଡ଼ ଧରଣର ଅଦଳ ବଦଳ: ବଦଳିଲେ ୨୦ ଆଇଆଇସି

ଭୁବନେଶ୍ବର(କେନ୍ୟୁଜ୍):ବଦଳିଲେ ୨୦ ଅଫିସର। କମିଶନରେଟ୍‌ ପୋଲିସରେ ବଡ଼ ଧରଣର ଅଦଳ ବଦଳ । ସହିଦ ନଗର, ଲକ୍ଷ୍ମୀସାଗର, ବାଲିପାଟଣା, ମହିଳା ଓ ଚନ୍ଦକା ଆଇଆଇସିଙ୍କୁ ବଦଳି କରାଯାଇଛି । ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ଵାର୍ଡ ଭାବେ ଦାୟିତ୍ୱ ଦିଆଯାଇଛି । ମନେକାଜ କୁମାର ହେଲେ ସହିଦ ନଗର…

୯୨ଟି ଚୋରା ମୋବାଇଲକୁ ଫେରାଇଲା କମିଶନରେଟ ପୋଲିସ୍

ଭୁବନେଶ୍ବର(କେନ୍ୟୁଜ୍‌): କମିଶନରେଟ ପୋଲିସର ମୋବାଇଲ ମେଳା । ୯୨ଟି ଚୋରା ମୋବାଇଲକୁ ଫେରାଇଲା ପୋଲିସ୍‌ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ମୋବାଇଲ ଫେରାଇଥିଲେ । ସେପଟେ ଦୀର୍ଘ ଦିନ ପରେ ମୋବାଇଲ ପାଇ ଖୁସି ହୋଇଛନ୍ତି ଲୋକେ ।

ସାବଧାନ ! ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ । ଜବତ ହେବ ଗାଡ଼ି । ଏନେଇ ଭୁବନେଶ୍ୱରରେ ୧୧ରୁ ଅଧିକ ଗାଡ଼ିକୁ ଜବତ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଏବେ ଚକ୍କର କାଟୁଛି ଟ୍ରାଫିକ ପୋଲିସ । ପୋଲିସ ନଜରରେ…