କନ୍ଧମାଳ : ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

କନ୍ଧମାଳ (କେନ୍ୟୁଜ୍) : ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ପ୍ରଥମେ କ.ନୂଆଗାଁରେ ପହଞ୍ଚିବା ପରେ ଦଳୀୟକର୍ମୀ ସମ୍ବର୍ଦ୍ଧିତ କରିଥିଲେ । ପରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥଇଥାନ କେନ୍ଦ୍ର, ମାଆ ଗୃହ, ଅଟୋ ଆମ୍ବୁଲାନ୍ସ, ଚିଲଡ୍ରେନ ପାର୍କର ଶୁଭ ଉଦଘାଟନ କରିଥିଲେ । ଏହାସହ ଜି. ଉଦୟଗିରି ବ୍ଲକର ଗ୍ରାସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବାକୁ ଥିବା ଭଣ୍ଡାର ଗୃହର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଫୁଲବାଣୀ ବିଧାୟକଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.