ଖୁବ୍ ଶୀଘ୍ର ମାର୍କେଟ କୁ ଆସୁଛି Hyundai Verna 2023, ଗ୍ରାହକଙ୍କୁ ମିଳିବ ସେଗମେଣ୍ଟ ଫାଷ୍ଟ ଫିଚର୍ସ

ଖୁବ୍ ଶୀଘ୍ର ଲଞ୍ଚ ହେବ hyundai verna 2023 ମଡେଲ। Verna ର exterior କୁ ନେଇ ତଥ୍ୟ ଆଗୁଆ ଲିକ ହୋଇସାରିଛି। ଏବେ କିନ୍ତୁ  verna ର interior ବା ଭିତର ଫିଚର ସମ୍ପର୍କରେ ସୂଚନା ସାମ୍ନା କୁ ଆସିଛି। ଯାହା କି sedan ର ନୂଆ ଭର୍ସନ ରେ ଆଡ କରାଯାଇଛି। ଆସନ୍ତୁ ଜାଣିବା ଏଥିରେ ଥିବା ସମସ୍ତ ଦମଦାର ଫିଚର୍ସ ସମ୍ପର୍କ ରେ....

ଖୁବ୍ ଶୀଘ୍ର ଲଞ୍ଚ ହେବ hyundai verna ର ନୂଆ ମଡେଲ। ତାରିଖ ଯେତେ ପାଖକୁ ଆସୁଛି ଏହାକୁ ନେଇ ଥିବା ସବୁ ତଥ୍ୟ ବାହାରକୁ ଆସୁଛି। ଏବେ ଏହି ସେଡାନ କୁ ନେଇ ଅଧିକ ସୂଚନା ସାମ୍ନା କୁ ଆସି ସାରିଛି। ପୂର୍ବ ରୁ ଏହାର ବାହାର ବା exterior ରେ କଣ ସବୁ ସୁବିଧା ରହିଛି ତାହା ସମ୍ପର୍କରେ କୁହା ହେଇଛି। Verna ର exterior କୁ ନେଇ ତଥ୍ୟ ଆଗୁଆ ଲିକ ହୋଇସାରିଛି। ଏବେ କିନ୍ତୁ ଏହାର ନୂଆ verna ର interior ବା ଭିତର ଫିଚର ସମ୍ପର୍କରେ ସୂଚନା ସାମ୍ନା କୁ ଆସିଛି। ଯାହା କି sedan ର ନୂଆ ଭର୍ସନ ରେ ଆଡ କରାଯାଇଛି। ଆସନ୍ତୁ ଜାଣିବା ଏଥିରେ ଥିବା ସମସ୍ତ ଦମଦାର ଫିଚର୍ସ ସମ୍ପର୍କ ରେ….

Exterior ଭଳି hyundai ନିଜ ନୂଆ verna ର interior ରେ କେବିନ୍ କୁ ଏକ ନୂଆ ରୂପ ଦେଇଛି। Interior ରେ ଏବେ ଡ୍ରାଇଭର କୁ କକ୍ ପିଟ ପାଇଁ ଦୁଆଲ ସ୍କ୍ରିନ ରେ ସୁବିଧା ମିଳିବ। ଯେମିତି କି mahindra XUV 700 ରେ ରହିଛି। ଚଉଡ଼ା କକ୍ ପିଟ୍ ରେ ଦୁଇଟି 10.25ଇଞ୍ଚ ର ଫୁଲ ଏଚଡ଼ି ସ୍କ୍ରିନ ରହିଛି ।

ଷ୍ଟିୟରିଂ ହ୍ୱିଲ ର ପଛ ସ୍କ୍ରିନ ରେ ଡିଜିଟାଲ ଇନଷ୍ଟ୍ରୁ ମେଣ୍ଟ କନସୋଲ ସୋ କରାଯାଇଛି। ଯାହାର ଫଣ୍ଟ ଓ ଲେଆଉଟ kia carens ଭଳି ରହିଛି। ଏହାର ବାମ ପାଖରେ ଥିବା ସ୍କ୍ରିନ ରେ 10.25ଇଞ୍ଚ ର ଟଚ୍ ସ୍କ୍ରିନ୍ ଇନ୍ଫୋଟେନ୍ମେଣ୍ଟ ସିଷ୍ଟମ୍ ରହିଛି। ଯାହା ୱୟରଲେସ ଆପଲ କାର ପ୍ଲେ ଓ ଆଣ୍ଡ୍ରଏଡ ଅଟୋ କୁ ସପୋର୍ଟ କରୁଛି।

ନୂଆ hyundai verna ରେ ସେଗମେଣ୍ଟ ଫାଷ୍ଟ ସ୍ୱିଚେବଲ୍ ଟାଇପ ଇନ୍ଫୋ ଟେନ୍ମେଣ୍ଟ ଓ କ୍ଲାଇମେଟ କଣ୍ଟ୍ରୋଲ ଇଣ୍ଟରଫେସ୍ କୁ ଲୋୟର ସେଣ୍ଟର କନ୍ସୋଲ ରେ ରଖାଯାଇଛି। ଆବଶ୍ୟକ ଅନୁସାରେ ପ୍ୟାନେଲ କୁ ଅଡିଓ ସିଷ୍ଟମ୍ ଓ ତାପମାତ୍ରା ନିୟନ୍ତ୍ରଣ ଉଭୟ ପାଇଁ ଉପଯୋଗ କରାଯାଇପାରିବ।

Hyundai verna ଦ୍ୱାରା ଦିଆଯାଇଥିବା ଆଉହୁରି ଏକ ସେଗ୍ମେଣ୍ଟ ଫର୍ଷ୍ଟ୍ ଫିଚର ରହିଛି। ଯାହା ଆଉଟ୍ ଗୋଇଙ୍ଗ ମଡେଲ ରେ ପ୍ରଥମରୁ ରହିଛି। ଯାହା ଭେଣ୍ଟି ଲେସନ୍ ଫଙ୍କସନ୍ ବ୍ୟତୀତ ଫ୍ରଣ୍ଟ ସିଟସ୍ ପାଇଁ ହିଟିଂ ଫଙ୍କସନ୍ ଅଛି।

ଏହାର କାବିନ ରେ ସିଙ୍ଗିଲ ଜୋନ ଅଟୋ ମେଟିକ କ୍ଲାଇମେଟ୍ କଣ୍ଟ୍ରୋଲ, ସିଙ୍ଗଲ ପେନ୍ ସନ୍ରୁଫ, ରୀୟର ଏସି ବେଣ୍ଟ, 8 ସ୍ପିକର BOSE ଅଡିଓ ସିଷ୍ଟମ୍, କ୍ରୁଜ କଣ୍ଟ୍ରୋଲ ଓ ୱାୟର ଲେସ ଚାର୍ଜର ରହିଛି। New verna ର ଫଟୋ ମଧ୍ୟ କିଛି ଦିନ ଆଗରୁ ଲିକ୍ ହୋଇସାରିଛି। ଏହାର ବୋନଟ ମଧ୍ୟ ଚଉଡ଼ା ରହିଛି। ଏଥିରେ ଫୁଲ ଏଲ୍ ଇଡି ହାଣ୍ଡଲମ୍ପ ଓ ପ୍ରୋଜେକ୍ଟର ଫଙ୍ଗ ଲାମ୍ପ ସହିତ ପେରା ମେଟ୍ରିକ୍ କନେକ୍ଟଡ୍ ଏଲ ଇଡି ଟେଲ ଲମ୍ପ୍ ଅଛି।

ଏହା ପେଟ୍ରୋଲ ଚଳିତ କାର ରୂପେ ମାର୍କେଟ କୁ ଏଣ୍ଟ୍ରି କରିବ। ଏଥିରେ ଥିବା ଇଞ୍ଜିନ ଅପସନ୍ ଭିତରୁ ଆଉଟ୍ ଗୋଇଂ ମଡେଲ 1.5 ଲିଟର 115 ପିଏସ ଚାରୋଟି ସିଲିଣ୍ଡର ସ୍ଵାଭାବିକ ରୂପ ରେ ଏସ୍ପିରେଟଡ ପେଟ୍ରୋଲ ଇଞ୍ଜିନ ସାମିଲ ରହିଛି। ଏହି ଇଞ୍ଜିନ କୁ 6ସ୍ପିଡ୍ ମାନୁଆଲ ଓ CVT ଗିୟର ବକ୍ସ୍ ଦୁଇଟି ଅପ୍ସନ୍ ସହିତ ଆସିବ। Alcazar ସହିତ ମିଶି ଏକ ନୂଆ 1.5 ଲିଟର 160PS ଚାରୋଟି ସିଲିଣ୍ଡର ଟର୍ବୋ ଚାର୍ଜଡ ପେଟ୍ରୋଲ ଇଞ୍ଜିନ ରହିବ। ଯାହା 7ସ୍ପିଡ୍ ଦୂଆଲ କ୍ଳଚ ଅଟୋମେଟକ ଗୀୟର୍ବକ୍ସ୍ ସହିତ ମାର୍କେଟ କୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.