ଖୁବଶୀଘ୍ର ଗିରଫ ହେବେ ଡୋନାଲଡ ଟ୍ରମ୍ପ, ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ଦୋଷୀ ସାବ୍ୟସ୍ତ

ଟ୍ରମ୍ପଙ୍କ ପାଇଁ ଆସିଲା କଠିନ ସମୟ । ଖୁବଶୀଘ୍ର ଗିରଫ ହେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ। ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମଙ୍ଗଳବାର ସେ ଆତ୍ମସମର୍ପଣ କରିବେ । ଅନ୍ୟ ଅପରାଧୀଙ୍କ ଭଳି ତାଙ୍କ ଫଟୋ ଉଠାଯିବ । 

୨୦୧୬ରେ ଟ୍ରମ୍ପଙ୍କ ସହ ଆଫେୟାର୍ସ ନେଇ ପ୍ରଘଟ କରିଥିଲେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ। ତାଙ୍କୁ ମୁହଁ ଚୁପ୍‌ ରଖିବାରୁ ୧ଲକ୍ଷ ୩୦ହଜାର ଡଲାର ଦେଇଥିଲେ । ଏପଟେ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ଦଣ୍ଡିତ ପାଇଁ ନ୍ୟାୟିକ ବ୍ୟବସ୍ଥାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.