ଚଳିତ ବର୍ଷ ମାନୁଆଲି ଦେଖାଯିବ ମାଟ୍ରିକ ପରୀକ୍ଷା ଖାତା : ବଦ୍ରିନାରାୟଣ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍) : ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ କମ୍ପ୍ୟୁଟରରେ ହୋଇପାରିବନାହିଁ। ଏଥର ମାନୁଆଲି ଦେଖାହେବ ପରୀକ୍ଷା ଖାତା। ମାଟ୍ରିକ ପରୀକ୍ଷାରେ ତ୍ରୁଟି ଥିବା ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସ୍ୱୀକାର କରିଛନ୍ତି। OMR ସିଟ୍‌ରେ D ନଥିବା ମଧ୍ୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଆସନ୍ତାବର୍ଷରୁ ସବୁ ପରୀକ୍ଷା କେନ୍ଦ୍ରରେ CCTV ଲଗାଯିବ। ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଉଛନ୍ତି ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.