ଦୁର୍ଘଟଣା କମ କରିବ Bajaj Discover 110 ରେ ସାମିଲ ହୋଇଥିବା ଏହି ଖାସ ଫିଚର

ନୂଆଦିଲ୍ଲୀ : Bajaj Discover 110 ଭାରତୀୟ ବଜାରରେ କମ୍ବାଇଣ୍ଡ ବ୍ରେକିଂ ସିଷ୍ଟମ (CBS) ଫିଚର ସହ ଲଞ୍ଚ କରିଛିା ବଜାଜ୍ ଅଟୋ ତରଫରୁ Bajaj Discover 110 ରେ ନୂଆ ଫିଚର ଲଞ୍ଚ କରାଯାଇଛିା ଏହାର ଏକ୍ସସୋ ରୁମ ମୂଲ୍ୟ ୫୩,୨୭୩ ଟଙ୍କା ରହିଛିା Bajaj Discover 110 ଉଈଝ, ନନ୍ ସିବିଏସ (CBS) ମଡେଲ ତୁଳନାରେ ୫୬୩ ଟଙ୍କା ଅଧିକ ରହିଛିା

bajaj-discover-110-

ଭାରତ ସରକାର ଏପ୍ରିଲ ୧ ତାରିଖକୁ ୧୨୫ ସିସିରୁ ଅଧିକ କ୍ଷମତା ଥିବା ବାହାନ ଗୁଡିକରେ ଏବିଏସ ସିଷ୍ଟମ ଅନିବାର‌୍ୟ୍ୟ କରିଛନ୍ତିା ସେହିପରି ୧୨୫ସିସିରୁ କମ କ୍ଷମତା ବିଶିଷ୍ଟ ବାଇକ ଗୁଡିକରେ ସିବିସି ସିଷ୍ଟମକୁ ଅନିବାର‌୍ୟ୍ୟ କରାଯାଇଛିା ଏହାକୁ ନେଇ ବଜାଜ୍ ଅଟୋ ଏହାର ସମସ୍ତ ମଡେଲରେ ଏବିଏସ୍ ଫିଚରକୁ ସାମିଲ କରିଛିା

ଏବିଏସ ସିଷ୍ଟମ କଣ ଜାଣିବା ପାଇଁ ପଢ଼ନ୍ତୁ ଆମର ଏହି ରିପୋର୍ଟ :  ସଡକ ସୁରକ୍ଷା : ଖୁବ ଶୀଘ୍ର ବିଶ୍ବରେ ଆରମ୍ଭ ହେବାକୁ ଯାଉଛି ଆଟୋମେଟିକ ବ୍ରେକିଂ ସିଷ୍ଟମ୍

ସିବିଏସ ଛଡ଼ା Bajaj Discover 110 ରେ ଅନେକ ମେକାନିକ୍ ପରିବର୍ତ୍ତନ କରାଯାଇଛିା ଏହାର ପଫର୍ମମାନ୍ସକୁ ଦମଦାର କରିବା ପାଇଁ ଏଥିରେ ୪ଟି ଷ୍ଟ୍ରୋକ୍ , ଏୟାର କୁଲ୍ଡ ସିଙ୍ଗଲ ସିଲିଣ୍ଡର, DTS-I, SOHCକୁ ସାମିଲ କରାଯାଇଛିା ଏହାର ଇଞ୍ଜିନ ୭୦୦୦ଆରପିଏମରେ ୮.୮ ପିଏସର ମେକ୍ସିମମ୍ ପାୱାର ଏବଂ ୫୦୦୦ ଆରପିଏମରେ ୯.୮୧ ଏନଏମ୍ ପିକ ଟ୍ରାକ୍ ଜେନେରେଟ କରିଥାଏା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.