ମନ୍ତ୍ରିମଣ୍ଡଳରେ ସାମିଲ ହେବେନି ଜେଟଲୀ

ନୂଆଦିଲ୍ଲୀ(କେନ୍ୟୁଜ୍) : ମନ୍ତ୍ରିମଣ୍ଡଳରେ ସାମିଲ ହେବେନି ଜେଟଲୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଅରୁଣ ଜେଟଲୀ। ଗତ୧୮ ମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିବା ଜେଟଲୀ କହିଛନ୍ତି। କେଦାରନାଥ ଯିବା ଆଗରୁ ମୁଁ ଆପଣଙ୍କ ସହ କଥା ହୋଇଛି। ମୁଁ ଏବେ ଆଉ କୌଣସି ଦାୟିତ୍ୱ ନେବାକୁ ଚାହୁଁନି ବୋଲି ଜେଟଲୀ କହିଛନ୍ତି। ଆସନ୍ତାକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ହେବ।

Leave A Reply

Your email address will not be published.