ଝାରସୁଗୁଡ଼ା ଏୟାରପୋର୍ଟରେ ଲାଗିବ ଇଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ, ଖର୍ଚ୍ଚ ହେବ ୫.୫୦ କୋଟି ଟଙ୍କା

ଝାରସୁଗୁଡ଼ା(କେନ୍ୟୁଜ୍): ଖୁବ୍‌ ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଅତ୍ୟାଧୁନିକ ଇଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଖର୍ଚ୍ଚ ହେବ ୫ କୋଟି ୫୦ ଲକ୍ଷ ଟଙ୍କା । ଏନେଇ ସୂଚନା ଦେଇଛନ୍ତି, ବେସାମରିକ ବିମାନ ଚଳାଚଳ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ସଚିବ ବିନୟ କୁମାର

କେନ୍ୟୁଜ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ସଚିବ ବିନୟ କୁମାର। ଓଡ଼ିଶାକୁ ଷ୍ଟିଲ ହବ୍‌ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଆଲୋଚନା କରିଛନ୍ତି। ଭିତ୍ତିଭୂମି ଓ ଷ୍ଟିଲ କ୍ଲଷ୍ଟର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା ହୋଇଛି। ଫୋକସରେ…

ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି, ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ(କେନ୍ୟୁଜ୍): ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି । ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ରିଟର୍ଣ୍ଣ ଦାଖଲ ପାଇଁ ଶେଷ ତାରିଖ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । ଏହାକୁ ଆଉ ଏକ ମାସ ବୃଦ୍ଧି କରିଛି ଅର୍ଥମନ୍ତ୍ରାଳୟ । ଆୟକର ରିଟର୍ଣ୍ଣ ଦାଖଲ…

ତାଳଚେର MCL ଭରତପୁର କୋଇଲା ଖଣିରେ ଦୁର୍ଘଟଣା, ମାଟି ଅତଡା ଖସି ୫ ମୃତ

ତାଳଚେର(କେନ୍ୟୁଜ୍): କୋଇଲା ଖଣିରେ ଦୁର୍ଘଟଣା। ମାଟି ଅତଡା ଖସି ୫ ମୃତ। ତାଳଚେର MCL ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ୧୦ରୁ ଅଧିକ ଲୋକ ମାଟି ତଳେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି। ଖଣି କର୍ତ୍ତୁପକ୍ଷ ଓ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ : ଆଜି କୌଣସି ଆଇନଗତ ନିଷ୍ପତି ଆପଣଙ୍କ ପକ୍ଷ ହୋଇପାରେ। ବର୍ତ୍ତମାନ ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ। ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ। ବୃଷ : ଝଗଡ଼ାରୁ ଦୂରରେ ରୁହନ୍ତୁ। କାରଣ ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ପାଇଁ କଷ୍ଟକର ହୋଇଥାଏ। ଏହି ସମୟରେ ଆପଣ ସାବଧାନ…

ବିଭିନ୍ନ ଦାବି ନେଇ ଓୟୁଏଟି ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର (କେନ୍ୟୁଜ୍) : ଓୟୁଏଟି ବିଶ୍ୱବିଦ୍ୟାଳୟର ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ଧାରଣା । ବିଭିନ୍ନ ଦାବି ନେଇ ଓୟୁଏଟି ଅଫିସ ଆଗରେ ଧାରଣାରେ ବସିଛନ୍ତି ଉଦ୍ୟାନ କୃଷି ସ୍ନାତକ ବିଭାଗର ଛାତ୍ରଛାତ୍ରୀ । ୨୦୦୮ ମହିହାରେ ଉଦ୍ୟାନ କୃଷି ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା ।…

ଲୋକସଭାରେ ଗୃହୀତ ହେଲା ସଂଶୋଧିତ ମୋଟର ଯାନ ଆଇନ୍‌-୨୦୧୯

ଲୋକସଭାରେ ଗୃହୀତ ହେଲା ସଂଶୋଧିତ ମୋଟର ଯାନ ଆଇନ୍‌-୨୦୧୯ । ମୋଟର ଯାନ ଆଇନ-୧୯୮୮ରେ କ୍ଷତିପୂରଣ ଓ ବୀମା ବ୍ୟବସ୍ଥାରେ ସଂଶୋଧନ ହୋଇଛି । ଦୁର୍ଘଟଣାରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ଦେବ ବୀମା କମ୍ପାନୀ । ସେହିଭଳି ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ।…

ଭାଙ୍ଗିଲା କୁମାରସ୍ବାମୀଙ୍କ ସରକାର, ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକରେ ମାସେ ହେଲା ଚାଲିଥିବା ନାଟକର ଯବନିକା ପଡ଼ିଛି । ଭାଙ୍ଗିଯାଇଛି କୁମାରସ୍ୱାମୀଙ୍କ ୧୪ ମାସର ମେଣ୍ଟ ସରକାର। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିଶ୍ୱାସ ମତ ହାସଲ କରି ପାରିଲା ନାହିଁ । ଆସ୍ଥା ଭୋଟ ସପକ୍ଷରେ ୯୯ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ୍‌ ପଡିଛି । ଆସ୍ଥା ଭୋଟ…

ଭାରତରେ Xiaomiର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ମାତ୍ର ୫ ଟଙ୍କାରେ କିଣନ୍ତୁ ଏହି ସବୁ ପ୍ରଡକ୍ଟ

ଚୀନର ସ୍ମାର୍ଟଫୋନ ନିର୍ମାତା Xiaomiର ଭାରତରେ ପାଞ୍ଚ ବର୍ଷ ପୁରଣ ହୋଇଛି। ଏବଂ ଏହି ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଆନିଭର୍ସାରି ସେଲର ଆୟୋଜନ କରିଛି। ଏହି ସେଲରେ Xiaomi ବହୁତ ଗୁଡ଼ାଏ ନୂଆ ଅଫର ଦେଇଛି କିନ୍ତୁ ଏଥିରେ ମୁଖ୍ୟକଥା ଏହା ଯେ କମ୍ପାନୀର ପଞ୍ଚବାର୍ଷିକୀ…

ଭିଡିଓ ଭାଇରାଲ ହେବା ପରେ ଏହି ପୋଲିସଙ୍କୁ ମିଳିଲା ତାରିଫ ଜାଣନ୍ତୁ ପୁରା ଘଟଣା..

ଉତ୍ତରପ୍ରଦେଶର ଶାହାଜାହାନପୁରରେ ପୋଲିସର ଏକ ଦୟାଳୁ ଚେହେରା ସାମ୍ନାକୁ ଆସିଛି। ଏଠାରେ କାଉଡି ନେଇ ଯାଉଥିବା ଜଣେ ଶ୍ରଦ୍ଧାଳୁ ହଠାତ ରାସ୍ତାରେ ଅସୁସ୍ଥ ହୋଇପଡିଥିଲେ ଯାହାଦ୍ୱାରା ସେ ମଝି ରାସ୍ତାରେ ହିଁ ପଡିଯାଇଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଥିବା ଟ୍ରାଫିକ ପୋଲିସ ଜଣକ ଅସୁସ୍ଥ ଭକ୍ତଙ୍କୁ…

ସଫଳ ପୋଲିସ୍‌ କର୍ମଚାରୀଙ୍କୁ ପ୍ରୋତ୍ସାହନ, କୋରାପୁଟ ପୋଲିସ୍‌ ପକ୍ଷରୁ ପୁରସ୍କାର ଓ ସମ୍ବର୍ଦ୍ଧନା

ଜୟପୁର (କେ ନ୍ୟୁଜ୍‌) : ବଦଳୁଛି ଜୟପୁର ଉପଖଣ୍ଡର ଚିତ୍ର । ସହର ଶାନ୍ତି ଶୃଙ୍ଖଳା ଆଉ ଅପରାଧିକ କାର୍ଯ୍ୟ କଳାପରେ ରୋକ ଲଗାଇଛି ପୋଲିସ । ଉପଖଣ୍ଡ ସ୍ତରରେ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ନିୟୋଜିତ ହୋଇଛି କିଛି ସ୍ପେଶାଲ ଟିମ ଆଉ ସେଥିରେ ଅଛନ୍ତି କିଛି ନିର୍ଦ୍ଧିଷ୍ଠ କର୍ମଚାରୀ । ଜୟପୁର…

ନରସିଂହପୁର : ଘାଇ ହଣାକୁ ନେଇ ଶତାଧିକ ଲୋକଙ୍କ ଧାରଣା

କଟକ (କେନ୍ୟୁଜ୍) : ଘାଇ ହଣାକୁ ନେଇ ଶତାଧିକ ଲୋକଙ୍କ ଧାରଣା । ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଳକ ସାଗର ପଞ୍ଚାୟତରେ ଏହା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କେନାଲକୁ ନେଇ ଦୀର୍ଘଦିନ ଧରି ସାଗର, ଚାମୁଣ୍ଡାପଲ୍ଲୀ ଓ ପାଞ୍ଚଗୋଛିଆ ପଞ୍ଚାୟତ ମଧ୍ୟରେ ସଂଘର୍ଷ ଲାଗି ରହିଥିଲା । ସ୍ଥାନୀୟ…