ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ନାବାଳିକା ଅସଦାଚରଣ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିରୋଧୀ ବିଧାୟକଙ୍କ…

ଭୁବନେଶ୍ବର : ବିଧାନସବା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ତାତି। ଶିଶୁ ନିଖୋଜ ଓ ନାବାଳିକା ଅସଦାଚରଣ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା । ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ । ସେହିପରି…

ନିରୀହ ଚନ୍ଦ୍ରଶେଖର କେମିତି ହେଲେ ଆଜାଦ ? ପଢନ୍ତୁ ବିପ୍ଲବୀଙ୍କ ଲୋମଟାଙ୍କୁରା କାହାଣୀ

ବ୍ରିଟିସ୍ ସରକାରଙ୍କ କବଳରୁ ଦେଶକୁ ମୁକ୍ତି ପାଇଁ ଅନେକ ବୀର ସଂଗ୍ରାମୀ ନିଜ ଜୀବନକୁ ବଳିଦେଇଥିଲେ । ଆଉ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଚନ୍ଦ୍ରଶେଖର ଆଜାଦ । ଅହିଁସା ଉପାୟରେ ଯେ, ଦେଶକୁ ସ୍ୱାଧୀନ କରିହେବ ତାହା ତାଙ୍କର ବିଶ୍ୱାସ ନ ଥିଲା । ଜଣେ ବିପ୍ଲବୀ ସଂଗ୍ରାମୀ ଭାବେ ଦେଶର ସ୍ବାଧୀନତା…

ଗଞ୍ଜାମ: ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କୋଚିଂ ସେଣ୍ଟର ଉପରେ ରେଡ କରିଛନ୍ତି । ଅଭିଯୋଗ ମୁତାବକ ସ୍ଥାନୀୟ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁଧୀର କୁମାର ପଣ୍ଡା କୋଚିଂ ସେଣ୍ଟର…

ବ୍ରହ୍ମପୁର: ପିଇବା ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବ୍ରହ୍ମପୁର(କେନ୍ୟୁଜ୍): ବର୍ଷା ଦିନେ ବି ପାନୀୟ ଜଳ ଅଭାବ। ପିଇବା ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ। ବ୍ରହ୍ମପୁର ମହାନଗର ନିଗମ ୩୩ ନମ୍ବର ୱାର୍ଡ ଗଜପତି ନଗରରେ ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରୋକ। ପାଣିଟାଙ୍କି ନିର୍ମାଣ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଜଳ…

କିଏ ମାରିବ ପାଟକୁରା ବାଜି, ଇଭିଏମ୍‌ରେ ସିଲ୍‌ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ପାଟକୁରା(କେନ୍ୟୁଜ୍): ଆସନ୍ତାକାଲି ଖୋଲିବ ପାଟକୁରା ପେଡି । ପାଟକୁରା ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟ୍‌ ଗଣତି । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ । ୧୮ଟି ଟେବୁଲ୍‌ରେ ହେବ ଭୋଟ୍‌ ଗଣତି । ଏବେ କେନ୍ଦ୍ରାପଡ଼ା କଲେଜ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଇଭିଏମ୍‌ ରଖାଯାଇଛି ।…

ଅନୁଗୁଳ: ପୁଣି ମୃତଦେହରୁ ତାଡି ନେଲେ ଆଖି

ଅନୁଗୁଳ(କେନ୍ୟୁଜ୍): ମୃତଦେହରୁ କିଏ ତାଡି ନେଉଛି ଆଖି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରୁ ପୁଣି ଆସିଲା ଅଭିଯୋଗ । ହସ୍ପିଟାଲ ଶବାଗାରରୁ ମୃତ ଯୁବକଙ୍କ ଆଖି ଗାଏବ ହୋଇଯାଇଛି । ମୃତକଙ୍କ ବାମପଟ ଆଖି କେହି ତାଡି ନେଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ। ମୃତକ ଜଣକ ହେଲେ କୁଶକିଳା ଗାଁର…

ଫନି ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଛି : ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ମରାମତି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନ. କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଫନି ବାତ୍ୟା ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଏନ. କେ ମହାନ୍ତି। ନାଟ୍ୟ ମଣ୍ଡପର…

SBI ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ଅଧିକାଂଶ ଯୁବପିଢିମାନେ ଏସବିଆଇ ବ୍ୟାଙ୍କରେ ନିଯୁକ୍ତି ପାଇଁ ଅଧିକ ସ୍ବପ୍ନ ଦେଖିଥାନ୍ତି। ବର୍ତ୍ତମାନ ଆପଣଙ୍କର ଏହି ସ୍ବପ୍ନ ସାକାର ହେବା ପାଇଁ ଏସବିଆଇ ପୁଣି ଏକ ସୁଯୋଗ ଦେଇଛି। ଭାରତୀୟ ଷ୍ଟେଯ ବ୍ୟାଙ୍କ ପକ୍ଷରୁ ସ୍ପେଶଲିଷ୍ଟ କ୍ୟାଡର ଅଫିସର (SCO) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି…

କୁଆଡେ ଉଭାନ୍‌ ହୋଇଗଲା ବର୍ଷା ? ଶ୍ରାବଣ ମାସରେ ବି ଟାଣ ଖରା, ହୀରାକୁଦ ଜଳଭଣ୍ଡାରରେ ପାଣିର ଅଭାବ

ଭୁବନେଶ୍ବର : ଆଷାଢ ଯାଇ ଶ୍ରାବଣ ହେଲା। ହେଲେ ଶୁଖିଲା ପଡିଛି ଧରା। ଉଭାନ୍‌ ହୋଇଯାଇଛି ମୌସୁମୀ। ଜୁନରୁ ଏଯାଏ ରାଜ୍ୟର ୧୩ଟି ଜିଲ୍ଲାର ସ୍ୱାଭାବିକ ଠାରୁ ପ୍ରାୟ ୧୯ ପ୍ରତିଶତ କମ ବର୍ଷା ହୋଇଛି। ହେଲେ ୨୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୫ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ…

କୋଣାର୍କ ମନ୍ଦିର ପାଇଁ ଏନ. କେ ମହାନ୍ତି ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ

ଭୁବନେଶ୍ବର : କୋଣାର୍କ ମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାସନ ଓ ସୂର୍ଯ୍ୟମନ୍ଦିର ମରାମତି ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ଏନ. କେ ମହାନ୍ତିଙ୍କୁ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ସୂର୍ଯ୍ୟ ମନ୍ଦିରରେ କୌଣସି ମରାମତିର ଆବଶ୍ୟକତା ନଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୂର୍ବରୁ…

ଜାଣନ୍ତୁ ଶରୀରରୁ କିପରି ଦୂର କରିବେ ଷ୍ଟ୍ରେଚମାର୍କ୍ସ

ଗର୍ଭବତି ପରେ ମହିଳାମାନଙ୍କ ଶରୀରରେ ପରିବର୍ତ୍ତନ ଦେଖାଯାଇଥାଏ। ଏଭଳି ମଧ୍ୟ କିଛି ପରିବର୍ତ୍ତନ ହୋଇଥାଏ, ଯାହାର ଚିହ୍ନ ବର୍ଷ ବର୍ଷ ଧରି ଶରୀରରେ ରହିଥାଏ। ଏହା ମଧ୍ୟରୁ ଗୋଟିଏ ହେଉଛି ଷ୍ଟେଚମାର୍କ୍ସ। ଗର୍ଭବତି ଥିବା ସମୟରେ ୧୩ ସପ୍ତାହ ରୁ ୨୧ ସପ୍ତାହ ମଧ୍ୟରେ ଷ୍ଟେଚ ମାର୍କ୍ସର ଆଭରଣ ଆରମ୍ଭ…

ବାଲେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ

ବାଲେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଅଷ୍ଟମ ଶ୍ରେଣୀ ଛାତ୍ର ଗୋବିନ୍ଦ ଦାସ ନିଖୋଜ ଘଟଣା ଅଭିଭାବକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଖୋଜ ଛାତ୍ରର ଘର ହାଣ୍ଡିପଡ଼ା ଗାଁରେ । ଗତକାଲି ସକାଳୁ ଗୋବିନ୍ଦ ସ୍କୁଲ ପରିସରରୁ କେଉଁଆଡେ ନିଖୋଜ ହୋଇଯାଇଥିବା ସ୍କୁଲ କର୍ତ୍ତୃପକ୍ଷ…