ବଜେଟ୍ ବଢାଇଲା ମୂଲ୍ୟ, ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଛି । ସେହିପରି ଦିଲ୍ଲୀରେ ସୁନା ଦର ପାଖାପାଖି ୩୬ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି…

କର୍ଣ୍ଣାଟକ ନାଟକର ଆଜି ପଡ଼ିବ କି ଯବନିକା ? ସଂଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ସାରିବାକୁ ବାଚସ୍ପତିଙ୍କ ଡେଡ୍‌ଲାଇନ୍‌

ଆଜି ପଡ଼ିବ କି କର୍ଣ୍ଣାଟକ ନାଟକରେ ଯବନିକା? ସଂଧ୍ୟା ୬ଟା ସୁଦ୍ଧା ଯେକୌଣସି ମତେ ଆସ୍ଥା ଭୋଟ କରାଯିବ ବୋଲି ବାଚସ୍ପତି ଡେଡଲାଇନ ଦେଇଛନ୍ତି । ଅପରାହ୍ନ ୪ଟାରୁ ଆସ୍ଥା ଭୋଟ ନେଇ ଆଲୋଚନା ହେବ । ସେପଟେ ତୁରନ୍ତ ଆସ୍ଥା ଭୋଟ କରାଇବା ନେଇ ଦୁଇ ଜଣ ସ୍ୱାଧୀନ ବିଧାୟକ ସୁପ୍ରିମକୋର୍ଟରେ କରିଥିବା…

ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣା, ୨ ଗିରଫ

ଗଞ୍ଜାମ : ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣାରେ ୨ ଗିରଫ। ଗିରଫମାନେ ହେଲେ ମାଗୁରା ଗାଁର ଟୁଟୁ ପଣ୍ଡା,ଏସ୍‌.ପ୍ରକାଶ ରେଡ୍ଡୀ। ଏହା ସହ ବିସ୍ଫୋରକ ସାମଗ୍ରୀଟି ଡିଟୋନେଟର ବୋଲି ଜଣା ପଡିଛି। ଯାହାକି ପାହଡ଼ରେ ବିସ୍ଫୋରଣରେ ବ୍ୟବହାର କରାଯାଏ। ସ୍କୁଲ ନିକଟରେ ଥିବା ପାହଡ଼ ନିକଟରୁ ଦୁଇ ସ୍କୁଲ…

ସୁନ୍ଦରଗଡ : ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ବିଶ୍ରା ଷ୍ଟୋନ ଲାଇମ କମ୍ପାନୀ ଲିମିଟେଡ

ସୁନ୍ଦରଗଡ : ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ବିଶ୍ରା ଷ୍ଟୋନ ଲାଇମ କମ୍ପାନୀ ଲିମିଟେଡ-ବିଏସଏଲସି । ଆସନ୍ତା ସପ୍ତାହରେ କମ୍ପାନୀ ପୁଣି ଉତ୍ପାଦନ ଆରମ୍ଭ କରିବ । କାମଧନ୍ଦା ଫେରିପାଇବେ ହଜାର ହଜାର ଶ୍ରମିକ ଓ କର୍ମଚାରୀ । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ…

‘ବିଗ ବସ୍ ୧୩’ କୁ ନେଇ ବଡ଼ ଖୁଲାସା, ଏହି ସବୁ କଳାକାର ଆସିପାରନ୍ତି ନଜର

ପୁଣି ଥରେ ଧମାଲ ମଚାଇବ ‘ବିଗ ବସ୍’। ଆଉ କିଛି ଦିନ ପରେ ଫ୍ଲୋରକୁ ଆସିବ ଛୋଟ ପରଦାର ବଡ ରିୟଲିଟି ସୋ’। ବର୍ତ୍ତମାନ ‘ବିଗ ବସ୍ ୧୩’ କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। କିଛିଦିନ ତଳେ ଏହି ସୋ’ ଭାଗ ନେଇଥିବା ସେଲିବ୍ରିଟିମାନଙ୍କ ନା ର ଖୁଲାସା ହୋଇଥିବା ବେଳେ ଫିଲ୍ମ ଅଭିନେତା ଚକି…

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ,କହିଲେ ଉଭୟ ଦେଶ ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ। ହ୍ଵାଇଟ୍‌ ହାଉସ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଭେଟିବା ଅବସରରେ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଚାହିଁଲେ, ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି । ଏହି…

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ଆଠଟି ଶ୍ରେଣୀରେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ଫଳରେ…

ଯୌତୁକ ନେଲା ଜୀବନ, ନବ ବିବାହିତାଙ୍କୁ ତଣ୍ଟି ଚିପି ହତ୍ୟା

ନୂଆପଡ଼ା : ଖଡ଼ିଆଳ ଥାନା ଚିନ୍ଦାଗୁଡ଼ା ଗାଁରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ଚିନ୍ଦାଗୁଡ଼ା ଗାଁର ଆଶିଷ ରଣାଙ୍କ ପତ୍ନୀ ପୂର୍ଣ୍ଣମୀ ରଣା । ୨୦୧୮ରେ ଆଶିଷଙ୍କୁ ବିବାହ କରିଥିଲେ ପୂର୍ଣ୍ମମୀ । ଏହାପରେ ଶାଶୁଘର ଲୋକେ ଯୌତୁକ ବାବଦ ୩ ଲକ୍ଷ ଟଙ୍କା ସହ ୩ ଭରି ସୁନା ଦେବାକୁ…

ଏକାଠି ହେବେ ସାରାବିଶ୍ୱର ନୃତତ୍ତ୍ୱବିତ୍, କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ

ଭୁବନେଶ୍ବର : କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ । ଯାହା ଏକ ବଡ଼ ସଫଳତା । କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩ । ପ୍ରତି ୫ ବର୍ଷରେ ଥରେ ଏହି…

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

କଟକ : ଆଜି ଜେଲରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ବେଲ୍‌ ବଣ୍ଡ ଦାଖଲ ପରେ ସାରଥୀ ଚୌଦ୍ୱାର ଜେଲରୁ ମୁକୁଳିବେ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କ ସର୍ତ୍ତମୂଳକ ଜାମିନ ମଂଜୁର…

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଆଜି ଆପଣ ନିଜର ଇଛାଶକ୍ତି ଏବଂ କର୍ତ୍ତବ୍ୟକୁ ନେଇ ଦ୍ବନ୍ଦରେ ରହିପାରନ୍ତି। ସମୟ ଅନୁସାରେ କାମ ପୁରା କରିବା ପାଇଁ ଧ୍ୟାପ ରଖନ୍ତୁ। ବୃଷ : ଆଜି ଘରର ଅତ୍ୟଧିକ କାମ ପାଇଁ ଶରୀର ଅସୁସ୍ଥ ହୋଇପାରେ। ବାହାର କାମ କରିବାରେ ସାବଧାନ ରୁହନ୍ତୁ। ମିଥୁନ : ଆଜି ଆପଣଙ୍କ ଜୀବନରେ…

ବ୍ରହ୍ମପୁର:ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଆରମ୍ଭ କରିଛି ରିକଭରି ମେଳା, ବିଭିନ୍ନ ନେଣ ଦେଣ ଉପରେ ଲୋକଙ୍କୁ କଲା ଅବଗତ

ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ବ୍ୟାଙ୍କ ପକ୍ଷରୁ ରିକଭରି ମେଳା ଆରମ୍ଭ ହୋଇଛି। ଏଥିରେ ବ୍ୟାଙ୍କର ବିଭିନ୍ନ ନେଣ ଦେଣ ଉପରେ ଲୋକଙ୍କୁ ଅବଗତ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନ୍‌ କରାଯାଉଛି। ଏହି ଅବସରରେ ବ୍ୟାଙ୍କର ରିଜିଓନାଲ୍‌…