Below header

ସରକାରଙ୍କୁ ଅଡୁଆ ଭିତରକୁ ଠେଲି ଦେଇଛି ମନ୍ତ୍ରୀଙ୍କ ଉତ୍ତର, ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି  ଏକାଠି ହେଲେ ବିରୋଧୀ

୨୦୧୯ ଜାନୁଆରୀରୁ ମାର୍ଚ୍ଚ ୩୧। ୩ ମାସରେ ରାଜ୍ୟରେ ୫୦୨ ଜଣ ବାଳିକା ନିଖୋଜ। ବିଡମ୍ବନା, ସେଥିରୁ ମାତ୍ର ୭୯ ଜଣଙ୍କ ସନ୍ଧାନ ମିଳିଛି। ବିଧାନସଭାରେ ଶନିବାର ଏହି ଲିଖିତ ଉତ୍ତର ରଖିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀଙ୍କ ଉତ୍ତର ଏବେ ସରକାରଙ୍କୁ ଅଡୁଆ ଭିତରକୁ ଠେଲି…

ନନ୍ଦନକାନନକୁ ଆସିବେ ୨ଟା ଚିତା ଓ ୩ଟି ଜେବ୍ରା, ସୂଚନା ଦେଲେ ଓ୍ଵାଇଲଡ ଲାଇଫ ପିସିସିଏଫ

ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନେଦରଲାଣ୍ଡରୁ ଦୁଇଟି ଆଫ୍ରିକାନ ଚିତା ଓ ୩ଟି ଜେବ୍ରା ଅଣାଯିବ । ଏହି ଜୀବଜନ୍ତୁଙ୍କୁ ଆଣିବା ପାଇଁ ଅନୁମତି ମିଳିଛି । ଏହି ୩ଟି ଜେବ୍ରା ଆସିଲେ ନନ୍ଦନକାନନରେ ଜେବ୍ରା ସଂଖ୍ୟା ୬ରେ ପହଞ୍ଚିବ । ଏହାଦ୍ୱାରା ନନ୍ଦନକାନନର ଆକର୍ଷଣ ମଧ୍ୟ ବଢିବ । ଏହାସହ…

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଉଦଯାପନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ,କୃତି ପ୍ରତିଯୋଗୀଙ୍କୁ କଲେ ପୁରସ୍କୃତ

କଟକ ଇଣ୍ଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଉଦ୍‌ଯାପିତ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି । ବାତ୍ୟା ଫନି ପରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ସଫଳ…

ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ପ୍ରଜ୍ଞା ସିଂ ଠାକୁର କିନ୍ତୁ ବିଜେପି କହିଲା କାର୍ଯ୍ୟାନୁଷ୍ଠାନ ନେବୁନାହିଁ

ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ନେଇ ପୁଣି ବିବାଦ। ଡ୍ରେନ ବା ନାଳ ନର୍ଦ୍ଦମା ସଫା କରିବା ପାଇଁ ସେ ସାଂସଦ ହୋଇ ନାହାନ୍ତି। ବିଧାୟକ, କର୍ପୋରେଟର ଓ ଲୋକ ପ୍ରତିନିଧିଙ୍କ ସହ ମିଶି ବିକାଶମୂଳକ କାମ କିପରି ହେବ, ତାହା ହେଉଛି ତାଙ୍କର କାମ। ରବିବାର ଭୋପାଳରେ ଏକ ସଭାରେ ଯୋଗଦେଇ…

ସୋନଭଦ୍ରା ପୀଡିତଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ ,ଯେଉଁଠି ୩୬ଏକର ଜମିପାଇଁ ହୋଇଥିଲା ନରସଂହାର

ଗଣହତ୍ୟାର ଲୋମ ଟାଙ୍କୁରା ଦୃଶ୍ୟ। ୧୦ ଜଣ ନିରିହ ଚାଷୀଙ୍କୁ କିଭଳି ବର୍ବର ହତ୍ୟା କରାଯାଇଥିଲା ତାର ଭିଡିଓ ସାମ୍ନାକୁ ଆସିଛି। ଗତ ୧୭ ତାରିଖରେ ଘଟିଥିଲା ଏହି ବର୍ବର ହତ୍ୟାକାଣ୍ଡ। ୩୬ ଏକର ଜମି ପାଇଁ ନିରିହ ଗାଁ ଲୋକଙ୍କ ରକ୍ତରେ ଭିଜିିଥିଲା ଚାଷ ଜମି । ୩୨ଟି ଟ୍ରାକ୍ଟରରେ ବୋଝେଇ ହୋଇ…

ଯଦି ଖେଳୁଛନ୍ତି PUBG ତାହେଲେ ହୋଇଯାଆନ୍ତୁ ସାବଧାନ ,ଆପଣ ବି ହୋଇପାରନ୍ତି ଏହି ସବୁ ରୋଗର ଶିକାର

'ଯେତେବେଳେ ମୁଁ ଫ୍ରି ହୁଏ ସେତେବେଳେ PUBG ଖେଳେ ,ଯେତେବେଳେ ମୁଁ ବ୍ୟସ୍ତ ରୁହେ ସେତେବେଳେ ମଧ୍ୟ PUBG ଖେଳେ,'ଏହା କହିଛନ୍ତି ଜଣେ PUBG ଖେଳାଳି । ଆପଣ ଟ୍ରେନ କିମ୍ବା ବସରେ ଯାତ୍ରା କରିବା ସମୟରେ ନିଶ୍ଚୟ କୌଣସି ନା କୌଣସି ସ୍ଥାନରେ ମୋବାଇଲରେ PUBG ଖେଳୁଥିବା ଲୋକ ଆପଣଙ୍କୁ ମିଳିଯିବେ।…

୧୫୬ କିଲୋମଟର ମାଇଲେଜ ଦେଉଥିବା ବାଇକ ଅଗଷ୍ଟ ୭ରେ ହେବାକୁ ଯାଉଛି ଲଞ୍ଚ

ଭାରତରେ ୭ ଅଗଷ୍ଟରେ ଲଞ୍ଚ ହେବାକୁ ଯାଉଛି Revolt RV400 । ଏହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ (AI)ଦ୍ୱାରା ବନାଯାଇଥିବା ଦେଶର ପ୍ରଥମ ଇଲେକ୍ଟ୍ରିକ ମୋଟର ସାଇକଲ। ଏହି ବାଇକର ଲୁକ ଏବଂ ଫିଚର୍ସକୁ ଏହାର ବିଶେଷତ୍ୱ ବୋଲି କୁହାଯାଉଛି। ଭାରତରେ Revolt RV400ର ଦର ଏକ ଲକ୍ଷ ଟଙ୍କା…

ଭାରତର ଏହି ସ୍ଥାନରେ ଆଜିବି ଚାଲୁଛି ବ୍ରିଟିଶ ସରକାରଙ୍କ ରାଜ, ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ନେବାକୁ…

୧୫ ଅଗଷ୍ଟ ୧୯୪୭ମସିହାରେ ଦେଶ ସ୍ୱାଧୀନ ହୋଇଥିଲା ଏବଂ ଭାରତକୁ ଇଂରେଜ କବଳରୁ ମୁକ୍ତି ମିଳିଥିଲା । ସେବେଠୁ ଆଜି ଯାଏଁ ଦେଶର ପ୍ରତି କୋଣ ଅନୁକୋଣରେ ଭାରତ ସରକାରଙ୍କ ରାଜ ଚାଲୁଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତରେ ଆଜି ବି ଏପରି ଏକ ସ୍ଥାନ ଅଛି ଯେଉଁଠି ବ୍ରିଟିଶ ସରକାରଙ୍କ ରାଜ ଚାଲେ…

ରାଜ୍ୟରେ ପ୍ରଥମ କରି ଏହି ମହିଳା SHG ଗ୍ରୁପ ଆରମ୍ଭ କଲେ ଗୋଲାପ ଚାଷ, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହାରଣ

ଗଞ୍ଜାମ: ଛତ୍ରପୁର ବ୍ଳକ ନୂଆପଲ୍ଲୀ ଗାଁରେ ରହିଥିବା ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟର ପ୍ରଥମ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ କରୁଛନ୍ତି ଫୁଲ ଚାଷ । ପ୍ରଥମ ପର୍ଯ୍ୟାୟ ୧୨ ଶହ ବର୍ଗ ମିଟର ଜମିରେ କରିଛନ୍ତି ଗୋଲାପ ଫୁଲ ଚାଷ । ପୂର୍ବ ଅପେକ୍ଷା ସେମାନଙ୍କର ଆର୍ଥିକ, ସାମାଜିକ…

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଚକା ତଳେ ଆସି ଚାଲିଗଲା ଛାତ୍ରୀଙ୍କ ଜୀବନ

ଯାଜପୁର ରୋଡ : ସ୍କୁଲରୁ ଫେରୁଥିବା ସମୟରେ ଟ୍ରକ ତଳେ ଆସି ଗଲା ନିରୀହ ଛାତ୍ରୀଙ୍କ ଜୀବନ।ଯାଜପୁର ଜିଲା ସୁକିନ୍ଦା ଥାନା ୫୩ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଛକରେ ଘଟିଛି ଏହି ଅଘଟଣ । ମଙ୍ଗଳପୁର ସ୍କୁଲର  ତୃତୀୟ ଶ୍ରେଣୀ ଛାତ୍ରୀ ଦେବଯାନୀ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ…

ମୁନ ମିଶନରେ ଭାରତ ହେବ ଚତୁର୍ଥ ଦେଶ: ଏନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର…

ନୂଆଦିଲ୍ଲୀ(କେନ୍ୟୁଜ୍) : ଚନ୍ଦ୍ରାୟଣ-୨ ଉତ୍‌କ୍ଷେପଣ ପରେ ଟ୍ଵିଟ୍‌ କରି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚନ୍ଦ୍ରାୟଣ-୨ର ସଫଳତା କାମନା କରିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାର୍ଯ୍ୟାଳୟରେ ଚନ୍ଦ୍ରାୟନ-୨ର…

ଜହ୍ନକୁ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରାୟନ-୨

ଶ୍ରୀହରିକୋଟା(କେନ୍ୟୁଜ୍) : ଜହ୍ନକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରାୟନ-୨ । ଶ୍ରୀହରିକୋଟାରୁ ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଜିଏସ୍‌ଏଲ୍‌ଭି ଏମ୍‌କେ ଥ୍ରୀର ଉତ୍‌କ୍ଷେପଣ ହୋଇଛି । ଚନ୍ଦ୍ରାୟନ-୨କୁ ସାଥୀରେ ନେଇ ଯାଇଛି GSLV MK-୩ । ଚନ୍ଦ୍ରରେ ପହଞ୍ଚିବାକୁ ଦୁଇ ମାସ ଲାଗିବ । ସେପ୍ଟେମ୍ବର ୭ରେ…