ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ DFO ଆଶିଷ କୁମାର ବେହେରା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର DFO ଆଶିଷ କୁମାର ବେହେରା ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଶିଷଙ୍କ ଘର ଓ ଅଫିସ ସମେତ ୯ଟି ସ୍ଥାନରେ ଚଢାଉ ବେଳେ ମୋଟ ୨ କୋଟି ୧୯ଲକ୍ଷ ୩୭ ହଜାର ୧୬୫ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି ।…

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା । ରାଉରକେଲା ଏସଡିଜେଏମଙ୍କ କୋର୍ଟ ଆଗରେ ଧାରଣା ଦେବା ସହ ଏସଡିଜେଏମଙ୍କ ବଦଳିି ଦାବି କରିଛି ସଂଘ। ନିକଟରେ ବିଶ୍ୱକପ୍‌ ବେଟିଂର ଅଭିଯୁକ୍ତ ନଗରମଲ ଅଗ୍ରୱାଲର ଜାମିନ ଶୁଣାଣି ହେବାର…

ସାରଥୀଙ୍କୁ ମିଳିଲା ଜାମିନ୍‌, ୩ଟି ମାମଲାରେ ଜେଲରେ ଥିଲେ ସନ୍ତୋଷ ରାଉଳ

କଟକ : ସାରଥୀଙ୍କୁ ମିଳିଲା ଜାମିନ୍‌। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ୨ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ସାରଥୀଙ୍କ ଓକିଲ ମାନସ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଗଜପତି: ବାପାକୁ ମୁଖାଗ୍ନି ଦେଲେ ଆଉଜଣେ ଝିଅ

ପାରଳାଖେମୁଣ୍ଡି(କେନ୍ଯୁଜ୍): ଗତ କିଛିଦିନ ତଳେ ମାଲକାନାଗିରିରେ ବାପାକୁ ଝିଅ ମୁଖାଗ୍ନି ଦେଉଥିବାର ଦୃଶ୍ୟ  ଦେଖିଥିଲା ସମଗ୍ର ରାଜ୍ୟ । ଏବେ ପୁଣି ଥରେ ସେହିଭଳି ଏକ ଘଟଣା ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ସିଧାମଢଙ୍ଗ ଗ୍ରାମରେ ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ସହି ପାରିଲାନି ପ୍ରତାରଣା, ଟ୍ରକ୍ ଚଢାଇ ପ୍ରେମିକାର ଦ୍ବିତୀୟ ପ୍ରେମିକକୁ ହତ୍ୟା କଲା ପ୍ରଥମ ପ୍ରେମିକ

ଯାଜପୁର ରୋଡ : ଧୋକା ସହିପାରିଲାନି ପ୍ରେମିକ । ଆଉ ପ୍ରେମିକାର ଦ୍ବିତୀୟ ପ୍ରେମିକକୁ କଲା ହତ୍ୟା । ହେଲେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ପୋଲସ୍ ହାତରେ ଧରାପଡିଲା ଅଭିଯୁକ୍ତ । ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦାରେ । ଅଭିଯୁକ୍ତ ଜଣକ ହେଉଛି ଦାମୋଦରପୁର…

ଧର୍ମଗଡ଼ : ବିଭିନ୍ନ ଦାବି ନେଇ ଗୋଲାମୁଣ୍ଡା କିଷାନ ସଂଘ ପକ୍ଷରୁ ଦିନିକିଆ ଚାଷୀ ସ୍ୱାଭିମାନ ପଦ ଯାତ୍ରା

ଧର୍ମଗଡ଼ : ବିଭିନ୍ନ ଦାବି ନେଇ ଧର୍ମଗଡ଼ ଜିଲ୍ଲା ଗୋଲାମୁଣ୍ଡା କିଷାନ ସଂଘ ପକ୍ଷରୁ ଦିନିକିଆ ଚାଷୀ ସ୍ୱାଭିମାନ ପଦ ଯାତ୍ରା । ଶହ ଶହ ଚାଷୀ ଗୋଲାମୁଣ୍ଡାଠାରୁ ବିଶାଳ ପଦଯାତ୍ରା ବାହାରି ଧର୍ମଗଡ଼ ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଗୋଲାମୁଣ୍ଡା ବ୍ଲକର ମାନଝରି, ବୃନ୍ଦାବାହାଲ,…

ଶୂନ୍ୟକାଳରେ ଉଠିଲା ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ, ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ବିରୋଧୀ

ଭୁବନେଶ୍ବର : ଶୂନ୍ୟକାଳରେ ଉଠିଲା ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ । ଉଭୟ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗ ଉଠାଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ଘଟଣାରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ଏହି ପ୍ରସଙ୍ଗରେ ରାଜ୍ୟ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଲାଞ୍ଚ ନେଇ ଧରା ପଡିଲେ ବିଭୁତି ଭୂଷଣ ପ୍ରଧାନ

ଘଟଗାଁ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ। କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ର ଜେଇ ବିଭୁତି ଭୂଷଣ ପ୍ରଧାନ ଜଣେ ଠିକାଦାରଙ୍କ ଠାରୁ ପିସି ବାବଦରେ ୭୫୦୦ ଲାଞ୍ଚ ନେଉଥିବା ବେଳେ ବ୍ଲକସ୍ଥିତ ବାସଭବନରେ କେନ୍ଦୁଝର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମଲ୍ହାରପଦା ଗ୍ରାମର…

ଗୃହରେ ଉଠିଲା ଡାକ୍ତର ଅଭାବ ପ୍ରସଙ୍ଗ, ସବୁ ବିଧାୟକଙ୍କୁ ଡାକି ସମସ୍ୟା ନେଇ ଆଲୋଚନା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ବର : ଆଜି ବିଧାନସଭା ପ୍ରଶ୍ନକାଳରେ ଅର୍ଥବିଭାଗ ଉପରେ ଆଲୋଚନା ହୋଇଛି । ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟରେ ବଢିବାରେ ଲାଗିଛି ପ୍ରଶାସନିକ ଖର୍ଚ୍ଚ । ଭତ୍ତା, ବେତନ, ପେନ୍‌ସନ୍‌ ଓ ଦପ୍ତର ପରିଚାଳନା ବାବଦରେ ୨୦୧୭-୧୮ରେ…

EPFO ରେ ଗ୍ରାଜୁଏଟଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବ୍ୟତୀତ ସୋସିଆଲ ସିକ୍ୟୋରିଟି ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ଜାରି କରାଯାଇଛି। ସମୁଦାୟ ୨୧୮୯ ଟି ପଦବୀରେ ନିଯୁକ୍ତି କରାଯିବ। ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ…

ହୀରାକୁଦ ଜଳଭଣ୍ଡାରରେ ଖସୁଛି ଜଳସ୍ତର, ଉପରମୁଣ୍ଡର ବର୍ଷା ନହେବାରୁ ସ୍ଥିତି ସଙ୍କଟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଖସୁଛି ଜଳସ୍ତର। ଉପରମୁଣ୍ଡର ବର୍ଷା ନହେବାରୁ ଜଳସ୍ତର କମିବାରେ ଲାଗୁଛି। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୫୯୯.୧୨ଫୁଟ ରହିଛି । ଗତ ବର୍ଷ ଏହି ସମୟରେ ଜଳସ୍ତର ୬୧୮.୧୮ଫୁଟ ଥିଲା । ଏଭଳି ସ୍ଥିତି ଲାଗିରରହିଲେ ଆଗକୁ ବିଭିନ୍ନ କେନାଲରେ ଜଳସେଚନ ପାଇଁ…

ରେଳ ଧାରଣା ଉପରେ ହାତୀପଲ, ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ…

ଆଠଗଡ଼ : ରେଳ ଧାରଣା ଉପରେ ହାତୀପଲ। ଦୁର୍ଘଟଣାରୁ ଅଳ୍କକେ ବର୍ତ୍ତିଲେ ୨୦ରୁ ଅଧିକ ହାତୀ । ଆଜି ସକାଳେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ରେଂଜ ମତ୍ସ୍ୟପୁର ଲେବଲ କ୍ରସିଂ ନିକଟରେ ଏକ ହାତୀ ପଲ ରେଳ ଧାରଣା ଉପରକୁ ଚାଲିଆସିଥିଲେ। ଏମାନେ ରେଳ ଧାରଣା ପାର ହୋଇ ଜଙ୍ଗଲ ଆଡକୁ ଯାଉଥିଲେ। ତେବେ…