EPFO ରେ ଗ୍ରାଜୁଏଟଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବ୍ୟତୀତ ସୋସିଆଲ ସିକ୍ୟୋରିଟି ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ଜାରି କରାଯାଇଛି। ସମୁଦାୟ ୨୧୮୯ ଟି ପଦବୀରେ ନିଯୁକ୍ତି କରାଯିବ। ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ…

ହୀରାକୁଦ ଜଳଭଣ୍ଡାରରେ ଖସୁଛି ଜଳସ୍ତର, ଉପରମୁଣ୍ଡର ବର୍ଷା ନହେବାରୁ ସ୍ଥିତି ସଙ୍କଟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଖସୁଛି ଜଳସ୍ତର। ଉପରମୁଣ୍ଡର ବର୍ଷା ନହେବାରୁ ଜଳସ୍ତର କମିବାରେ ଲାଗୁଛି। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୫୯୯.୧୨ଫୁଟ ରହିଛି । ଗତ ବର୍ଷ ଏହି ସମୟରେ ଜଳସ୍ତର ୬୧୮.୧୮ଫୁଟ ଥିଲା । ଏଭଳି ସ୍ଥିତି ଲାଗିରରହିଲେ ଆଗକୁ ବିଭିନ୍ନ କେନାଲରେ ଜଳସେଚନ ପାଇଁ…

ରେଳ ଧାରଣା ଉପରେ ହାତୀପଲ, ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ…

ଆଠଗଡ଼ : ରେଳ ଧାରଣା ଉପରେ ହାତୀପଲ। ଦୁର୍ଘଟଣାରୁ ଅଳ୍କକେ ବର୍ତ୍ତିଲେ ୨୦ରୁ ଅଧିକ ହାତୀ । ଆଜି ସକାଳେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ରେଂଜ ମତ୍ସ୍ୟପୁର ଲେବଲ କ୍ରସିଂ ନିକଟରେ ଏକ ହାତୀ ପଲ ରେଳ ଧାରଣା ଉପରକୁ ଚାଲିଆସିଥିଲେ। ଏମାନେ ରେଳ ଧାରଣା ପାର ହୋଇ ଜଙ୍ଗଲ ଆଡକୁ ଯାଉଥିଲେ। ତେବେ…

ରାଜ୍ୟଗୋଷ୍ଠୀ ଟେବଲ୍‌ ଟେନିସ୍‌ ଚାମ୍ପିୟନସିପ୍‌, ମହିଳା ଡବଲ୍‌ସରେ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ଭାରତ

୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ମିକ୍ସଡ୍‌ ଡବଲସ୍‌ ଫାଇନାଲରେ ଭାରତୀୟ ମହିଳା ଓ ପୁରୁଷ ଦଳ । ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି ମହିଳା ଦଳ । ସେହିପୁରଷ ଦଳ ମଧ୍ୟ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପହଞ୍ଚିଛି । ଆଜି ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲ…

ଢେଙ୍କାନାଳ : ମେଡିକାଲରେ ମଦ

ଢେଙ୍କାନାଳ : ମେଡିକାଲରେ ପରିସରରେ ମଦ କାରବାର। ଅବାଧରେ ମଦ କାରବାର ଚାଲିଥିଲେ ବି କାହାର ନିଘା ନାହିଁ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଭୁବନ ବ୍ଲକ ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଦା ହୋଇଛି ମଦ ଜାରକିନ। ମେଡିକାଲ ୱାର୍ଡର ପଛପାଖେ ବିପୁଳ…

ଗଞ୍ଜାମ : କେନାଲରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁ ନିକଟ ଏକ କେନାଲରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖଲ୍ଲିକୋଟ- କୋଦଳା ରାସ୍ତାର ମଥୁରା ଭରଷା ଗାଁ ମଝିରେ ଥିବା ବଡ଼ ଶଙ୍ଖ ନିକଟରେ ଶିଶୁ କନ୍ୟାର ମୃତ ଦେହ…

ଟ୍ରକକୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର

ବଡଚଣା : ଟ୍ରକକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଅଛି । ମୃତ ଡ୍ରାଇଭର୍ ଜଣକ ହେଉଛନ୍ତି ବ୍ରହ୍ମପୁରର କୃଷ୍ଣ ଚନ୍ଦ୍ର ମଲିକ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଟାରେ ଚଣ୍ଡିଖୋଲ ପଟୁ ଆସୁଥିବା ଏକ ଆଇରନ୍ ବୋଝେଇ ଟ୍ରକ୍ ଅନ୍ୟଏକ…

ଏଣିକି ଛୋଟ ସହରରେ ଚାଲିବ ଟ୍ରେନ, କେନ୍ଦ୍ର ଦେଲା Metrolite ର ପ୍ରସ୍ତାବ

ଏବେ ଗମନା ଗମନରେ ହେବ ସୁବିଧା କାରଣ କେନ୍ଦ୍ର ଆଣିବ ନୂଆ ମେଟ୍ରୋ ଲାଇଟ ପ୍ରେଜେକ୍ଟ। ଯେଉଁଥିରେ ଆପଣମାନେ ଏକ ଛୋଟ ସହରରୁ ଅନ୍ୟ ଏକ ସହରକୁ ସହଜରେ ଯିବା ଆସିବା କରିପାରିବେ। ଏହି ଟ୍ରେନରେ ତିନୋଟି କୋଚ ରହିବ ଏବଂ ଘଣ୍ଟା ପ୍ରତି ବେଗ ୨୫ କି.ମି ରହିବ। ମନ୍ତ୍ରାଳୟ କହିବା ଅନୁଯାୟୀ…

IMF ର ମୁଖ୍ୟ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ !

ଆଇଏମଏଫର ମୁଖ୍ୟ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଏନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ରଘୁରାମ ରାଜନ ଅନ୍ତର୍ଜାତୀୟ ଅର୍ଥ ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ଦୌଡ଼ରେ ଆଗରେ ରହିଛନ୍ତି। ବ୍ରିଟେନର ବୈଦେଶିକ ମନ୍ତ୍ରାଳୟରେ ଏହି ପଦ…

ବିଶ୍ବସନୀୟତାର ବଡ଼ ଉଦାହରଣ, ୨୦୦ କିଲୋମଟିର ଚାଲି ମାଲିକ ପାଖରେ ପହଂଚିଲା କୁକୁର

କୁହାଯାଏ ସବୁଠାରୁ ବିଶ୍ବସ୍ତ ହେଉଛି କୁକୁର । ଆଉ କୁକୁରଙ୍କର ବିଶ୍ବସନୀୟତାର ଅନେକ କାହାଣୀ ଆପଣ ଶୁଣିଥିବେ । କିନ୍ତୁ ଏବେ ଋଷର ଯେଉଁ କାହାଣୀ ଆମେ କହିବୁ ତାହା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ୨୦୦ କିମି ଚାଲି ଚାଲି ନିଜ ମାଲିକ ପାଖରେ ପହଂଚିଛି ଗୋଟିଏ କୁକୁର । ଏହା ମଧ୍ୟରେ ସେ…

ପୁଣି ଏକ ମୁଣ୍ଡ ନେଲେ ଲାଲ୍‌ବାହିନୀ, କଳାହାଣ୍ଡି ଡୁଗୁରିଗୁଡ଼ାରେ ଘରୁ ଡାକି ନେଇ ଯୁବକଙ୍କୁ ଗୁଳି କରି ହତ୍ୟା

କଳାହାଣ୍ଡି : ପୁଣି ଏକ ମୁଣ୍ଡ ନେଲେ ଲାଲ୍‌ବାହିନୀ। କଳାହାଣ୍ଡି ବିଶ୍ୱନାଥପୁର ଥାନା ଡୁଗୁରିଗୁଡ଼ାରେ ଜଣଙ୍କୁ ଗୁଳି କରି ହତ୍ୟା। ମୃତକ ବାଗୁପଦର ଗାଁର ଭୀମ ଦୋରା । ମାଓବାଦୀଙ୍କ ହାତ ଅଛି କି ନାହିଁ ତଦନ୍ତ ଚାଲିଛି। ପୋଲିସ ଇନର୍ଫମର ସନ୍ଦେହରେ ହତ୍ୟା ହୋଇଥାଇପାରେ ବୋଲି କଳାହାଣ୍ଡି ଏସ୍‌ପି…

ଏବେ ସହଜରେ ଲୁଚାଇ ପାରିବେ WhatsApp ର ପ୍ରାଇଭେଟ ଚାଟ୍, ଜାଣନ୍ତୁ କିପରି

ଚଳିତ ବର୍ଷ ହ୍ବାଟ୍ସଆପ୍ କମ୍ପାନୀ ହ୍ବାଟ୍ସଆପ୍ ବ୍ୟବହାର କରୁଥିବା ଲୋକମାନଙ୍କ ଚାଟକୁ ସୁରକ୍ଷିତ ରଖିବା ପାଇଁ ନୂଆ ଫିଚର ଫେଶ ଆଇଡି ଏବଂ ପାସକୋଡ୍ ଉପସ୍ଥାପନ କରିଥିଲା। ଏହି ଫିଚର ଦ୍ବାରା ହ୍ବାଟ୍ସଆପ୍ ବ୍ୟବହାର କରୁଥିବା ଲୋକମାନେ ନିଜର ମେସେଜକୁ ସୁରକ୍ଷିତ ରଖିପାରିବେ। କିନ୍ତୁ ଏହି ଫିଚର…