ରାଜ୍ୟଗୋଷ୍ଠୀ ଟେବଲ୍‌ ଟେନିସ୍‌ ଚାମ୍ପିୟନସିପ୍‌, ମହିଳା ଡବଲ୍‌ସରେ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ଭାରତ

୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ମିକ୍ସଡ୍‌ ଡବଲସ୍‌ ଫାଇନାଲରେ ଭାରତୀୟ ମହିଳା ଓ ପୁରୁଷ ଦଳ । ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି ମହିଳା ଦଳ । ସେହିପୁରଷ ଦଳ ମଧ୍ୟ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପହଞ୍ଚିଛି । ଆଜି ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲ ମୁକାବିଲା ହେବ । ଗତକାଲି ମିକ୍ସଡ ଡବଲସ୍‌ରେ ଭାରତର ଜି.ସାଥିୟା ଓ ଅର୍ଚ୍ଚନା କାମଥ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଜି ପ୍ରତିଯୋଗୀତାର ଶେଷ ଦିନ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.