କର୍ଣ୍ଣାଟକ ଡ୍ରାମାରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ, ସରକାର ବଞ୍ଚାଇବା ପାଇଁ ପଦ ଛାଡ଼ିପାରନ୍ତି କୁମାରସ୍ୱାମୀ

କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୈତିକ ଅସ୍ଥିରତାରେ ପଡ଼ିପାରେ ଯବନିକା। ମେଣ୍ଟ ସରକାର ବଞ୍ଚାଇବା ଜେଡିଏସ କୌଣସି ପ୍ରକାର ତ୍ୟାଗ କରିପାରେ ବୋଲି କହିଛନ୍ତି ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର। କଂଗ୍ରେସ ତରଫରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ସେ…

ରୁଟିର ଦାମ୍ ୩୦ ଟଙ୍କା, ପାକିସ୍ତାନରେ ଜନତାଙ୍କୁ ମହଙ୍ଗାମାଡ

ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ମହଙ୍ଗାମାଡରେ ଭାଙ୍ଗିଗଲାଣି ଲୋକଙ୍କ ମେରୁଦଣ୍ଡ । ଧୀରେ ଧୀରେ ବଢୁଛି ସବୁ ଜିନିଷର ଦାମ । ଗହମ ଏବଂ ଅଟାର ମୂଲ୍ୟ ଏବେ ଆକାଶ ଛୁଆଁ । ପରିସ୍ଥିତି ଏମିତି ଗୋଟିଏ ରୁଟିର ଦାମ୍ ଏବେ ୨୦ ରୁ ୩୦ ମଧ୍ୟରେ ପହଂଚିଲାଣି । ଆର୍ଥିକ ସଙ୍କଟରୁ…

ମାଲକାନଗିରି : ଜୟପୁରିଆଗୁଡ଼ାଠାରେ ଏକ ବିରାଟ ଅଜଗର ଉଦ୍ଧାର

ମାଲକାନଗିରି : ଜୟପୁରିଆଗୁଡ଼ାଠାରେ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ବଷେଣରେ ସାପଟି ଜନ ବସତି ଅଂଚଳକୁ ଆସିଥିବା ଜଣା ପଡିଛି। ସାପକୁ ଦେଖିବା ହେବା ପରେ ସ୍ଥାନୀୟ ଲୋକେ ସ୍ନେକ ହେଲ୍‌ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର…

ଭୁବନେଶ୍ୱରରେ ସୁପର–30 ରିୟଲ ହିରୋ ଆନନ୍ଦ କୁମାର

ଭୁବନେଶ୍ୱର : ଭୁବନେଶ୍ୱରରେ ସୁପର–୩୦ ରିୟଲ ହିରୋ ଆନନ୍ଦ କୁମାର । ଆନନ୍ଦ କୁମାରଙ୍କ ଜୀବନୀ କାହାଣୀ ଉପରେ ଆଧାରିତ ଫିଲ୍ମ ସୁପର–୩୦ । ଆନନ୍ଦ କୁମାର ହେଉଛନ୍ତି ଭାରତୀୟ ଶିକ୍ଷାବିତ୍‌ ଓ ଗଣିତଜ୍ଞ । ୨୦୦୨ ମସିହାରୁ ସେ ଗରିବ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହିତ ଆଇଆଇଟି ଓ ଜେଇଇ ପାଇଁ…

ବିରଳ ଧଳା କୁମ୍ଭୀର ବଂଶ ବୃଦ୍ଧି ନେଇ ଆଶଙ୍କା, ଗୌରୀ ପରେ ମଲ୍ଲୀର ମାତୃତ୍ୱକୁ ନେଇ ଅନିଶ୍ଚିତତା

ଭିତରକନିକା ଜାତୀୟ ଉଦ୍ୟାନ । ଏଠିକା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଯେତିକି ମୁଗ୍ଧ କରେ ଧଳା କୁମ୍ଭୀର ସେତିକି ଆକର୍ଷିତ କରିଥାଏ । ଧଳା କୁମ୍ଭୀର ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ହେଲେ ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଧଳା କୁମ୍ଭୀର ଗୋରୀ ଦୀର୍ଘ ୪୪…

ଭବାନୀପାଟଣା ପ୍ରୟାସରେ HIV ସଂକ୍ରମିତ ନାବାଳିକାଙ୍କୁ ନିର୍ଯାତନା ଘଟଣା : ତଦନ୍ତ କରୁଛି ପୋଲିସ

ଭବାନୀପାଟଣା : ଭବାନୀପାଟଣା ପ୍ରୟାସ ସଂସ୍ଥାରେ ଜଣେ ଏଚଆଇଭି ସଂକ୍ରମିତ ନାବାଳିକାଙ୍କୁ ନିର୍ଯାତନା ଘଟଣାରେ ତଦନ୍ତ କରୁଛି ପୋଲିସ । ଭବାନୀପାଟଣା ଥାନା ପୋଲିସର ୪ ଜଣିଆ ଟିମ୍‌ ବଲାଙ୍ଗୀର ଆସି ପୀଡ଼ିତା ଓ ତାର ମାଆକୁ ଭବାନୀପାଟଣା ନେଇ ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ବଲାଙ୍ଗୀର…

ସମ୍ବଲପୁର: ଚିପିଲିମା ଓୟୁଏଟି ହର୍ଟିକଲଚର କଲେଜରେ ଛାତ୍ର ଅସନ୍ତୋଷ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଚିପିଲିମାଠାରେ ଥିବା ଓୟୁଏଟି ହର୍ଟିକଲଚର କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଠାରେ ପଢୁଥିବା ପ୍ରାୟ ୩ଶହ ଛାତ୍ରଛାତ୍ରୀ କଲେଜ ଆଗରେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀଙ୍କ ଦାବି, ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ପଦବୀର ଶତପ୍ରତିଶତ…

ଜୁନରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୨୯ % କମ ବର୍ଷା, ଶୀଘ୍ର ବର୍ଷା ନ ହେଲେ ପରିସ୍ଥିତି ସଂଗୀନ ହେବା ଆଶଙ୍କା

ଭୁବନେଶ୍ବର : ଜୁଲାଇ ମାସର ଦିନ ଗଡ଼ିବା ସହ ନିଅଣ୍ଟିଆ ବର୍ଷା ପରିମାଣ ବଢି ଚାଲିଛି। ଜୁନ ମାସରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୪୪୫ ମିଲିମିଟର ବର୍ଷା ହେବା କଥା। ହୋଇଛି ୩୧୬.୭ ମିଲିମିଟର ବର୍ଷା । ଅର୍ଥାତ ରାଜ୍ୟରେ ୨୯ ପ୍ରତିଶତ କମ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ଗଜପତି…

କର୍ଣ୍ଣାଟକରେ ଆଜି ପୁଣି ହେବ ଆସ୍ଥା ଭୋଟ ଆଲୋଚନା, ରାଜ୍ୟରେ ରାଜନୈତିକ ସହ ଦେଖା ଦେଇଛି ସାମ୍ବିଧାନିକ ସଂକଟ

କର୍ଣ୍ଣାଟକ ନାଟକରେ କଣ ହେବ। ଆସ୍ଥା ଭୋଟିଂ ହେବ ନା ପୁଣି ଟଳିବ। ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ କଣ କରିବେ। ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲେ ବି ଦଳ ବିଦ୍ରୋହୀଙ୍କ ସଂକଟରୁ ମୁକୁଳି ପାରିନି। ଚର୍ଚ୍ଚା ହେଉଛି, ଏଚ୍‌ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ଛାଡି…

ଆଜି ଶ୍ରାବଣର ପ୍ରଥମ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ

ଭୁବନେଶ୍ୱର : ଆଜି ଶ୍ରାବଣର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବାଳୟରେ କାଉଡ଼ିଆଙ୍କ ଭିଡ଼ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ବାବା ଲୋକନାଥ, ଭଦ୍ରକର ଆରଡି, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଢେଙ୍କାନାଳର କପିଳାସ ଓ ନୟାଗଡ଼ର…

ଚନ୍ଦ୍ରାୟନ-୨ ପାଇଁ ଚାଲିଛି କାଉଣ୍ଟ ଡାଉନ, ଆଜି ଅପରାହ୍ନ ୨ଟା ୪୩ ମିନିଟ୍‌ରେ ବାହୁବଳୀ ରକେଟର ହେବ ଉତ୍‌କ୍ଷେପଣ

ଚନ୍ଦ୍ରାୟନ-୨ ପାଇଁ ଚାଲିଛି କାଉଣ୍ଟ ଡାଉନ । ଆଜି ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଜିଏସ୍‌ଏଲ୍‌ଭି ଏମ୍‌କେ ଥ୍ରୀର ଉତ୍‌କ୍ଷେପଣ ହେବ। ଜୁଲାଇ ୧୫ରେ ହେବାକୁ ଥିବା ଉତ୍‌କ୍ଷେପଣ ଶେଷ ମୂହୁର୍ତ୍ତରେ ବାତିଲ ହୋଇଥିଲା। ଏଥର ତ୍ରୁଟି ସୁଧାରି ପୁଣି ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇଛି ଇସ୍ରୋ। ଏହି…

ଝାରପଡା ଜେଲ ଭିତରେ ମୋବାଇଲ ଫୋନ୍‌!, କଥା ହେଉଛନ୍ତି ପୂର୍ବତନ ମନ୍ତ୍ରୀଙ୍କ ପୁଅ ବେଣୁ ମାଧବ ପଣ୍ଡା

ଜେଲ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଭିତରେ ବୁଲୁଛି ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ । ମୋବାଇଲରେ ସୁଟିଂ ହୋଇଛି ପୁଳା ପୁଳା ଟଙ୍କା, ଗଞ୍ଜେଇ ଓ ସିଗାରେଟ୍‌ । ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାର ଭିତରୁ ଏ ଚିତ୍ର ଭାଇରାଲ ହୋଇଛି । ଯାହାକୁ ନେଇ ଝାରପଡା ଜେଲକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।…