Below header

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ,କହିଲେ ଉଭୟ ଦେଶ ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ। ହ୍ଵାଇଟ୍‌ ହାଉସ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଭେଟିବା ଅବସରରେ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଚାହିଁଲେ, ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି । ଏହି…

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ଆଠଟି ଶ୍ରେଣୀରେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ଫଳରେ…

ଯୌତୁକ ନେଲା ଜୀବନ, ନବ ବିବାହିତାଙ୍କୁ ତଣ୍ଟି ଚିପି ହତ୍ୟା

ନୂଆପଡ଼ା : ଖଡ଼ିଆଳ ଥାନା ଚିନ୍ଦାଗୁଡ଼ା ଗାଁରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ଚିନ୍ଦାଗୁଡ଼ା ଗାଁର ଆଶିଷ ରଣାଙ୍କ ପତ୍ନୀ ପୂର୍ଣ୍ଣମୀ ରଣା । ୨୦୧୮ରେ ଆଶିଷଙ୍କୁ ବିବାହ କରିଥିଲେ ପୂର୍ଣ୍ମମୀ । ଏହାପରେ ଶାଶୁଘର ଲୋକେ ଯୌତୁକ ବାବଦ ୩ ଲକ୍ଷ ଟଙ୍କା ସହ ୩ ଭରି ସୁନା ଦେବାକୁ…

ଏକାଠି ହେବେ ସାରାବିଶ୍ୱର ନୃତତ୍ତ୍ୱବିତ୍, କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ

ଭୁବନେଶ୍ବର : କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ । ଯାହା ଏକ ବଡ଼ ସଫଳତା । କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩ । ପ୍ରତି ୫ ବର୍ଷରେ ଥରେ ଏହି…

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

କଟକ : ଆଜି ଜେଲରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ବେଲ୍‌ ବଣ୍ଡ ଦାଖଲ ପରେ ସାରଥୀ ଚୌଦ୍ୱାର ଜେଲରୁ ମୁକୁଳିବେ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କ ସର୍ତ୍ତମୂଳକ ଜାମିନ ମଂଜୁର…

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଆଜି ଆପଣ ନିଜର ଇଛାଶକ୍ତି ଏବଂ କର୍ତ୍ତବ୍ୟକୁ ନେଇ ଦ୍ବନ୍ଦରେ ରହିପାରନ୍ତି। ସମୟ ଅନୁସାରେ କାମ ପୁରା କରିବା ପାଇଁ ଧ୍ୟାପ ରଖନ୍ତୁ। ବୃଷ : ଆଜି ଘରର ଅତ୍ୟଧିକ କାମ ପାଇଁ ଶରୀର ଅସୁସ୍ଥ ହୋଇପାରେ। ବାହାର କାମ କରିବାରେ ସାବଧାନ ରୁହନ୍ତୁ। ମିଥୁନ : ଆଜି ଆପଣଙ୍କ ଜୀବନରେ…

ବ୍ରହ୍ମପୁର:ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଆରମ୍ଭ କରିଛି ରିକଭରି ମେଳା, ବିଭିନ୍ନ ନେଣ ଦେଣ ଉପରେ ଲୋକଙ୍କୁ କଲା ଅବଗତ

ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ବ୍ୟାଙ୍କ ପକ୍ଷରୁ ରିକଭରି ମେଳା ଆରମ୍ଭ ହୋଇଛି। ଏଥିରେ ବ୍ୟାଙ୍କର ବିଭିନ୍ନ ନେଣ ଦେଣ ଉପରେ ଲୋକଙ୍କୁ ଅବଗତ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନ୍‌ କରାଯାଉଛି। ଏହି ଅବସରରେ ବ୍ୟାଙ୍କର ରିଜିଓନାଲ୍‌…

ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ମିଳିଲା ବେଲ୍, ହାଇକୋର୍ଟ ଦେଲେ ସର୍ତ୍ତମୂଳକ ଜାମିନ

୪ ବର୍ଷ ପରେ ଚୌଦ୍ୱାର ଜେଲରୁ ମୁକୁଳିବେ ସନ୍ତୋଷ ରାଉଳ ଓରଫ ସାରଥୀ। କେନ୍ଦ୍ରାପଡ଼ା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ପୂର୍ବରୁ ସାରଥୀଙ୍କୁ ଅନ୍ୟ ଦୁଇଟି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ…

ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ବିଏସଏଲସି, ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଆସନ୍ତା ସପ୍ତାହରେ ପୁଣି…

ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ବିଶ୍ରା ଷ୍ଟୋନ ଲାଇମ କମ୍ପାନୀ ଲିମିଟେଡ-ବିଏସଏଲସି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଆସନ୍ତା ସପ୍ତାହରେ କମ୍ପାନୀ ପୁଣି ଚାଲିବ । SAIL ଏବଂ ଆରଆଇଏନଏଲ ବିଏସଏଲସରୁ ଡୋଲମାଇଟ କିଣିବାକୁ ସହମତି ପ୍ରକାଶ କରିଛନ୍ତି । ଏ…

କିସ୍‌ ଏବଂ କିଟ୍‌ ଆୟୋଜନ କରିବାକୁ ଯାଉଛି ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩, ପ୍ରାୟ ୪୫ ବର୍ଷ ପରେ…

କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ । ଯାହା ଏକ ବଡ଼ ସଫଳତା । କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩ । ପ୍ରତି ୫ ବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ…

କିଟ୍‌ ପାଳିଲା ଜଳ ଦିବସ, ଜଳର ଅପବ୍ୟବହାର ଓ ଅଭାବକୁ ରୋକିବା ପାଇଁ ଦିଆଗଲା ସଚେତନତା ବାର୍ତ୍ତା

କିଟ୍‌ରେ ଜଳ ଦିବସ ପାଳିତ । ସାରା ପୃଥିବୀରେ ଜଳର ଅଭାବ ଓ ଅପବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ କିଟ୍‌ର ଛାତ୍ରଛାତ୍ରୀ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ । ଏହି ନାଟକ ମାଧ୍ୟମରେ ଜଳର ଅପବ୍ୟବହାର ଓ ଅଭାବକୁ ରୋକିବା ନେଇ ବାର୍ତ୍ତା…

ସରକାରଙ୍କୁ ଅଡୁଆ ଭିତରକୁ ଠେଲି ଦେଇଛି ମନ୍ତ୍ରୀଙ୍କ ଉତ୍ତର, ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି  ଏକାଠି ହେଲେ ବିରୋଧୀ

୨୦୧୯ ଜାନୁଆରୀରୁ ମାର୍ଚ୍ଚ ୩୧। ୩ ମାସରେ ରାଜ୍ୟରେ ୫୦୨ ଜଣ ବାଳିକା ନିଖୋଜ। ବିଡମ୍ବନା, ସେଥିରୁ ମାତ୍ର ୭୯ ଜଣଙ୍କ ସନ୍ଧାନ ମିଳିଛି। ବିଧାନସଭାରେ ଶନିବାର ଏହି ଲିଖିତ ଉତ୍ତର ରଖିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀଙ୍କ ଉତ୍ତର ଏବେ ସରକାରଙ୍କୁ ଅଡୁଆ ଭିତରକୁ ଠେଲି…