ଏବେ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ ଜମା କଲେ ମିଳିବ ୫ଟଙ୍କା ପୁରସ୍କାର, ଜାଣନ୍ତୁ କେମିତି

ବର୍ତ୍ତମାନ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ଅଳିଆକୁ କମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି। ରେଳ ଷ୍ଟେସନ ଓ ଟ୍ରେନର ବଗିରେ ପଡିଥିବା ଖାଲି ପାଣି ବୋତଲ ପିଛା ଏଣିକି ୫ ଟଙ୍କା ଲେଖାଏଁ ଦେବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ଥିର କରାଯାଇଛି। ଯେ କେହି ବି ଏହି…

ମୃତଦେହରୁ ଆଖି ତାଡିନେବା ଘଟଣା, ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ

ଅନୁଗୁଳ(କେନ୍ୟୁଜ୍): ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମୃତଦେହରୁ ଆଖି ତାଡିନେବା ଘଟଣାରେ ବିଜେପି ପକ୍ଷରୁ ଅହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସହରରେ ଦୋକନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। କର୍ମୀମାନେ ପିକେଟିଂ…

କଟକ ଖାନନଗର ଦୁର୍ଗାମଣ୍ଡପ ନିକଟରେ ବୋମାମାଡ଼

କଟକ(କେନ୍ୟୁଜ୍) : ଅଶାନ୍ତ କଟକ ସହର। ଦିନକୁ ଦିନ ବଢିଚାଲିଛି ଅପରାଧ। ଦୁଇ ଦିନରେ ଦୁଇ ଦୁଇଟି ହତ୍ୟା ଓ ବୋମାମାଡ। ଆଜି ସକାଳେ ଖାନନଗର ଦୁର୍ଗାମଣ୍ଡପ ନିକଟରେ ବୋମାମାଡ଼ ହୋଇଛି। ଆଜି ସକାଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଏକ ଦୋକାନ ଉପରେ ବୋମାମାଡ କରି ଫେରାର ହୋଇଯାଇଥିଲେ। ତେବେ…

ଲୋକମାନେ ଦେଲେ ଅପମାନ ଆଉ ପୋଲିସ୍ ମାରିଲା ଲାଠି . . . ଭାରତ କୁମାର ସେ କାହାଣୀ ଯାହାକୁ ଜାଣନ୍ତି ନାହିଁ ସମସ୍ତେ

‘ହୈ ପ୍ରୀତ୍ ଯାହାଁ କି ରୀତ୍ ସଦା . . . ମେଁ ଗୀତ ୱାହାଁ କା ଗାତା ହୁଁ , ଭାରତ କା ରହେନା ୱାଲା ହୁଁ . . ଭାରତ କି ବାତ୍ ଶୁନାତା ହୁଁ ’. .ଏମିତି କେହି ବ୍ୟକ୍ତି ନଥିବେ ଯିଏ ଏହି ଗୀତକୁ ଶୁଣି ନଥିବେ । ଦେଶଭକ୍ତି ଫିଲ୍ମରେ ଅଭିନୟ କରୁଥିବା ବଲିଉଡର ଭାରତ କୁମାର ଅର୍ଥାତ୍ ମନୋଜ୍…

ନର୍କ ର ଦ୍ବାର ହେଉଛି ଏହି ରହସ୍ୟମୟୀ ଗାତ, ଆଜି ପର୍ଯ୍ୟନ୍ତ କେହି ମାପି ପାରି ନାହାନ୍ତି ଏହାର ଗଭୀରତା

ବିଶ୍ବରେ ଅନେକ ଅଦ୍ଭୁତମୟ ଘଟଣା ଘଟିଥାଏ, ଯାହା ଲୋକମାନଙ୍କୁ ଖୁବ୍ ଚିନ୍ତାରେ ପକାଇଥାଏ। ଏଭଳି କିଛି ରହସ୍ୟମୟ ଘଟଣା ରିପବ୍ଲିକ ହଉସକା କାଷ୍ଟଲରେ ମଧ୍ୟ ଘଟିଥାଏ। କୁହାଯାଇଥାଏ ଏଠାରେ ଏକ ରହସ୍ୟମୟ ଗାତ ରହିଛି, ଯାହାର ଗଭୀରତା ଆଜି ମଧ୍ୟ ସମସ୍ତଙ୍କୁ ଅଜଣା। ଏହି ଖାଲର ଗଭୀରତା ସିଧା ନର୍କ…

ଘଡିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନ୍ୟ ବିଭାଗ ପକ୍ଷରୁ ନୂତନ ପଦକ୍ଷେପ, ଟିକରପଡାର ସୁନାଖଣିଠାରେ ଛଡାଗଲା ୫ଟି…

ଟିକରପଡା(କେନ୍ୟୁଜ୍): ବିଶ୍ୱର ସର୍ବପୁରାତନ ପ୍ରଜାତିର ଘଡିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନ୍ୟ ବିଭାଗ ପକ୍ଷରୁ ନୂତନ ପଦକ୍ଷେପ। ୫ଟି ଘଡିଆଳ କୁମ୍ଭୀରଙ୍କୁ ମହାନଦୀର ଟିକରପଡାରେ ସୁନାଖଣିଠାରେ ପିସିସିଏଫ ବନ୍ୟପ୍ରାଣୀ ପକ୍ଷରୁ ଛଡାଯାଇଛି । ବିଶେଷକରି ବହୁ ଦିନରେ ଏଭଳି ଏକ ପଦକ୍ଷେପ ଗ୍ରହଣ…

ବର୍ଷା ଅଭାବରୁ ଗଜପତି ଜିଲ୍ଲାରେ ମରୁଡ଼ି ପରିସ୍ଥିତି

ଗଜପତି(କେନ୍ୟୁଜ୍):ବର୍ଷା ଅଭାବରୁ ଗଜପତି ଜିଲ୍ଲାରେ ମରୁଡ଼ି ପରିସ୍ଥିତି। ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ଗଜା ମରୁଡ଼ି ଦେଖାଦେଲାଣି। ତେଣୁ ଗଜପତିକୁ ତୁରନ୍ତ ମରୁଡ଼ି ଜିଲ୍ଲା ଭାବେ ଘୋଷଣା କରିବାକୁ ଜିଲ୍ଲା ବିଜେପି ଦାବି କରିଛି। ଏହାସହ ଚାଷୀଙ୍କୁ କ୍ଷତିପୂରଣ ଓ ଜିଲ୍ଲା ପାଇଁ ସ୍ୱତନ୍ତ୍ର…

କନ୍ଧମାଳ: କ୍ଷତାକ୍ତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

କନ୍ଧମାଳ(କେନ୍ୟୁଜ୍): କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କଲେଜ ଘାଟି ନିକଟ ଜାତୀୟ ରାଜପଥ କଡ଼ରୁ ଜଣେ ଯୁବକଙ୍କ କ୍ଷତାକ୍ତ ଅବସ୍ଥାରେ ଦେଖି ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ। ତାଙ୍କୁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ନାବାଳିକାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତର ନାଁ ଶିବୁ ପଟ୍ଟନାୟକ । ଘର ଅମଲାପଡ଼ାରେ । ଘଟଣାଦିନ ରାତିରେ ଉତ୍କଳିକା ବାରଣ୍ଡାରେ ଏକ ଯାଯାବର ପରିବାର ନାବାଳିକା ନିଜ ସଂପର୍କୀୟଙ୍କ ସହ ଶୋଇଥିବା ବେଳେ ଅଭିଯୁକ୍ତ…

କିନ୍ନରଙ୍କ ଦ୍ୱାରା ଅଭିନବ ପ୍ରୟାସ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ନେଇ ସୃଷ୍ଟି…

ରାୟଗଡା(କେନ୍ୟୁଜ୍): କିନ୍ନରଙ୍କ ଦ୍ୱାରା ଅଭିନବ ସ୍ୱାସ୍ଥ୍ୟ ସଚେତନତା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁ କିଭଳି ସୁସ୍ଥ ରହିବେ ସେ ନେଇ ସଚେତନତା ସୃଷ୍ଟି କରାଯାଉଛି। ରାୟଗଡାର ଆଦିବାସୀ ଅଞ୍ଚଳରୁ ଏହାକୁ ଆରମ୍ଭ କରାଯାଇଛି। ୬୦ ଜଣ କିନ୍ନରଙ୍କ ଦ୍ୱାରା ପ୍ରଥମ ଥର ପାଇଁ…

ଆଜି ପାଟକୁରା ରେଜଲ୍ଟ, ଆରମ୍ଭ ହୋଇଛି ଭୋଟ ଗଣତି

ପାଟକୁରା (କେନ୍ୟୁଜ୍): ଆଜି ପାଟକୁରା ରେଜଲ୍ଟ । କିଏ ହାତେଇବା ଆସନ। ସ୍ପଷ୍ଟ ହେବ ଚିତ୍ର। ଆରମ୍ଭ ହୋଇଛି ଭୋଟ ଗଣତି । ଷ୍ଟ୍ରଙ୍ଗ୍‌ ରୁମରେ ସିଲ୍‌ ହୋଇ ରହିଥିବା ଇଭିଏମ ଖୋଲାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୧୮ଟି ଟେବୁଲ୍‌ରେ ହେଉଛି ଭୋଟ୍‌ ଗଣତି ।…

ପୁରୀ: ରଥଯାତ୍ରା ପରେ ଆଜି ମହାପ୍ରଭୁଙ୍କ ପ୍ରଥମ ବନକଲାଗି ନୀତି

ପୁରୀ(କେନ୍ୟୁଜ୍): ପୁରୀରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ରଥଯାତ୍ରା ପରେ ମହାପ୍ରଭୁଙ୍କ ପ୍ରଥମ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ଏହା ସମ୍ପାଦନ ହେବ। ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ କରିବେ ଦତ୍ତମହାପାତ୍ର ସେବାୟତ । ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାୟ…