ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବାକି ଆଉ ୩ଦିନ

ଭୁବନେଶ୍ବର (କେନ୍ୟୁଜ୍) : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଝିରେ ଆଉ ୩ଦିନ ବାକି । ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ-କନ୍ଧମାଳ, ବରଗଡ଼, ଆସିକା, ବଲାଙ୍ଗୀର ଓ ସୁନ୍ଦରଗଡ଼ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି…

ଆସନ୍ତାକାଲି ରାଉରକେଲା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟ ନାଥ

ରାଉରକେଲା (କେନ୍ୟୁଜ୍) : ଆସନ୍ତାକାଲି ରାଉରକେଲା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟ ନାଥ । ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଏହି ଅବସରରେ…

ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଚତୁର୍ଥ ପର୍ଯ୍ୟାୟ ଲୋକସଭା…

ବଢ଼ୁଛି ତାତି : ସାରା ରାଜ୍ୟରେ ଖରାର ପ୍ରକୋପ

ଭୁବନେଶ୍ବର (କେନ୍ୟୁଜ୍) : ସାରା ରାଜ୍ୟରେ ଖରାର ପ୍ରକୋପ । ବଢ଼ୁଛି ତାତି । ଡେଉଁଛି ପାରଦ । ଅସ୍ତବ୍ୟସ୍ତ ଜନଜୀବନ । ଗତକାଲି ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ତାଳଚେର ଥିଲା ସବୁଠୁ ଉତ୍ତପ୍ତ ସହର । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସ…

ପୁରୀ : ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବବର୍ଷ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ (କେନ୍ୟୁଜ୍) : ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବବର୍ଷ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ନୂଆବର୍ଷ ସମସ୍ତଙ୍କ ପାଇଁ…

ଆପଣ ଜାଣିଛନ୍ତି କି, ସୀତାଙ୍କ ଦ୍ବାରା ମିଳିଥିବା ଅଭିଶାପର ଦଣ୍ଡ ଆଜି ମଧ୍ୟ ଭୋଗୁଛନ୍ତି ଏହି ମାନେ

ଭାରତୀୟ ପୁରାଣଶାସ୍ତ୍ର ମଧ୍ୟରେ ରାମାୟଣ ଅନ୍ୟତମ। ଏହା ବିଷୟରେ ଆପଣ ସମସ୍ତେ ଜାଣିଥିବେ। ଏହା ହିନ୍ଦୁ ଧର୍ମର ପ୍ରସିଦ୍ଧ ଗ୍ରନ୍ଥ, ଏଥିରେ ବର୍ଣ୍ଣିତ କଥା ସାଧାରଣ ମନୁଷ୍ୟର ଜୀବନ ସମ୍ବନ୍ଧୀୟ ସମସ୍ତ ଘଟଣା ସହ ଜଡିତ। ରାମାୟଣ ଗ୍ରନ୍ଥରେ ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଜୀବନ…

କେମିତି କଟିବ ଆଜିର ଦିନ

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣ ରଖିବା ସହ ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଦୂର ଯାତ୍ରା କରନ୍ତୁ ନାହିଁ । ବୃଷ : ପରିବାରର ସହଯୋଗ ମିଳିବ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟ ଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ଆର୍ଥିକ ସ୍ଥିତି…

ବାରାଣସୀରେ ମୋଦିଙ୍କୁ ଟକ୍କର ଦେବେ ପ୍ରିୟଙ୍କା !

ନୂଆଦିଲ୍ଲୀ : ଚଳିତ ନିର୍ବାଚନକୁ ନେଇ ସାରା ଦେଶ ଏବେ ବାତାବରଣ ଉଷ୍ମ ରହିଛି । ତା ସହିତ ଚର୍ଚ୍ଚା ଜୋର ଧରିଛି ଯେ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି । ଯଦିଓ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ତେବେ…

ଜାଲିୱାନାଓ୍ଵାଲାବାଗ ଗଣହତ୍ୟାକୁ ପୂରିଲା ଶହେ ବର୍ଷ , ବ୍ରିଟିସ ଗୁଳିରେ ଟଳିପଡିଥିଲେ ହଜାର ଲୋକ

ପଞ୍ଜାବ ଜାଲିୱାନାଓ୍ଵାଲାବାଗ ଗଣହତ୍ୟାକୁ ପୂରିଲା ଶହେ ବର୍ଷ । ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ବ୍ରିଟିସ ସେନାର ଗୁଳିମାଡରେ ଟଳିପଡିଥିଲେ ଏକ ହଜାର ଲୋକ । ୧୫ଶହରୁ ଅଧିକ ଗୁରୁତର ଆହାତ ହୋଇଥିଲେ । ଆଜି ୧୦୦ ବର୍ଷ ପୁର୍ତ୍ତି ଅବସରରେ ଗୁଳିମାଡ଼ ସ୍ଥଳରେ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଛି । ଏହି…

କେନ୍ଦ୍ରାପଡ଼ାରେ ହାଇଭୋଲଟେଜ କ୍ୟାମ୍ପେନ, ମଇଦାନକୁ ଓହ୍ଲାଇଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ଓ ବିଧାୟକ ପ୍ରାର୍ଥୀ…

କେନ୍ଦ୍ରାପଡ଼ାରେ ହାଇଭୋଲଟେଜ ପ୍ରଚାର । କର୍ମୀ ଓ ସମର୍ଥକଙ୍କ ଗହଣରେ ଜୋରଦାର କ୍ୟାମ୍ପେନ ଚଳାଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ବିଭିନ୍ନ ସ୍ଥାନରେ ରୋଡ ସୋ ଓ ଶୋଭାଯାତ୍ରା ଚଳାଇଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ଲୋକସଭା…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ହେଭିୱେଟଙ୍କ ଜୋରଦାର ପ୍ରଚାର ଲଢ଼େଇ

ଖରା ତାତିକୁ ଖାତିର ନାହିଁ। ରାତିରେ ବି ନେତାଙ୍କୁ ନାହିଁ ଫୁରସତ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଲଢ଼େଇ ଜୋରଦାର ହେଲାଣି। ଗାଁ ଗାଁ ଓ ସହରର ଗଳିକନ୍ଦିରେ ବୁଲୁଛି ପ୍ରଚାର ଗାଡ଼ି। ବାଇକ୍ ରାଲିରେ ପ୍ରାର୍ଥୀ ଚଳାଇଛନ୍ତି କ୍ୟାମ୍ପେନ୍। ପଶ୍ଚିମରୁ ଉପକୂଳ ଓଡ଼ିଶାରେ ନିର୍ବାଚନ ପାରା ବି…

ଆଇପିଏଲ୍‌ : ରାଜସ୍ଥାନ ଠାରୁ ହାରିଗଲା ମୁମ୍ବାଇ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ଆଜି ରାଜସ୍ଥାନ ରୟାଲ୍ସ ତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିଥିଲା । ଜବାବରେ ବଟଲରଙ୍କ ୮୯ ରନ୍‌…