Below header

ଗାଧୋଇବା ହେଲା କାଳ, ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ

ରାଉରକେଲା (କେନ୍ୟୁଜ୍) : ନଦୀରେ ବୁଡି ଯୁବକ ମ୍ରୁତ। ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଉଛି ଚନ୍ଦନ ଦାସ। ତରକେରା ପମ୍ପ ହାଉସରେ ବୁଡି ଯାଇଥିବା ସୂଚନା।

ପରକୀୟା ପ୍ରୀତିର ଶାସ୍ତି ଏମିତି, ସ୍ୱାମୀକୁ କାନ୍ଧରେ ବସାଇ ବୁଲାଇଲା ସ୍ତ୍ରୀ

କୋର୍ଟ କହିଛନ୍ତି ବିବାହିତା ମହିଳା ଅନ୍ୟ କାହା ସହ ସମ୍ପର୍କ ରଖିଲେ ଅପରାଧ ନୁହେଁ । ହେଲେ ଏମିତି ଏକ ଘଟଣାରେ ପଞ୍ଚାୟତ ଦେଇଛି ବଡ଼ ଶାସ୍ତି । ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ଏକ ଗାଁ ଦେବୀଗଡ଼ । ଏଇଠି ଘଟିଛି ଏଭଳି ଘଟଣା । ଅନ୍ୟ ଜଣକୁ ପ୍ରେମ କରୁଥିଲେ ଜଣେ ବିବାହିତା । ଏକଥା ଜଣା ପଡ଼ିବା ପରେ…

ଭୁବନେଶ୍ୱର ୧୦୮ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ

ଭୁବନେଶ୍ୱର (କେନ୍ୟୁଜ୍) : ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଭୁବନେଶ୍ୱର ୧୦୮ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ବହୁ ଭକ୍ତ ଏକାଠି ହୋଇ ୧୦୮ ହନୁମାନ ଚାଳିଶା ପାଠ କରିବା ସହ ଫୁଲ-ଫଳ ଅର୍ପଣ କରି ମହାବୀରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ।…

ଏହି ୩ ପ୍ରର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ବର (କେନ୍ୟୁଜ୍) : ଟିଟିଲାଗଡ଼ର ଭାରତୀୟ ଜନତାପାର୍ଟିର ପାର୍ଥୀ ଅଶୋକ ଦୋରା। ତାଙ୍କ ନାଁରେ ୨ଟି ଅପରାଧିକ ମାମଲା ରହିଛି। ବଲାଙ୍ଗିର ଏସ୍ଡିଜେମ୍ କୋର୍ଟରେ କେସ ନମ୍ବର ୨୭/୨୦୧୧ ଓ କେସ ନମ୍ବର ୬୭/୨୦୦୮ ଆଦି ମାମଲା ରହିଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ…

ଏପରି ସ୍ବଭାବର ହୋଇଥାନ୍ତି କନ୍ୟା ରାଶିର ବ୍ୟକ୍ତି, ସୁନ୍ଦର ସହ ଚିନ୍ତାଧାର ରହିଥାଏ ପାରମ୍ପରିକ

ରାଶିଚକ୍ର ଦ୍ବାରା ବ୍ୟକ୍ତିଙ୍କ ଅଜଣା ସ୍ବଭାବ ତଥା ଚରିତ୍ର ବିଷୟରେ ଜଣାପଡିଥାଏ। ଏହା ଦ୍ବାରା ଆପଣ ସେହି ରାଶି ବ୍ୟକ୍ତିଙ୍କ ସହ ମିଶିବା ପୂର୍ବରୁ ତାଙ୍କ ବିଷୟରେ ଜାଣି ପାରିବେ। ଏନେଇ ଆଜି ଆମେ ଆପଣଙ୍କୁ କନ୍ୟା ରାଶିର ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ କହିବାକୁ ଯାଉଛୁ। -କନ୍ୟା ରାଶିର…

ଆଇପିଏଲ୍‌ ଅଧିନାୟକଙ୍କ ବେଳା ଭଲ ନାହିଁ, ଏବେ କୋହଲି ଗଣିବେ ୧୨ ଲକ୍ଷ ଟଙ୍କା ଜରିମାନା

ମୋହାଲି : ଚଡ଼କ ପଡ଼ିଛି ଆଇପିଏଲ୍‌ ଅଧିନାୟକମାନଙ୍କ ଉପରେ । ଏପର୍ଯ୍ୟନ୍ତ ପ୍ରାୟ ୪ଟି ଦଳର ମୁଖିଆଙ୍କୁ ମିଳି ସାରିଲାଣି ବଡ଼ ଧରଣର ଅର୍ଥଦଣ୍ଡ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଏବେ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି…

ଜିଓ ଲଞ୍ଚ କଲା ନ୍ୟୁଜ୍ ଆପ୍, ୧୨ଟି ଭାଷାରେ ସବୁ ଚ୍ୟାନେଲରୁ ପାଇ ପାରିବେ ଖବର

ନୂଆଦିଲ୍ଲୀ : ଟେଲିକମ ଦୁନିଆରେ ବିରାଟକାୟ ପରିବର୍ତ୍ତନ ଆଣିଛି ଜିଓ। ଏନେଇ ଗ୍ରାହକଙ୍କୁ ବିଭିନ୍ନ ସୁବିଧା ଯୋଗାଇଥିବା ବେଳେ ଅନେକ ଆର୍କଷଣୀୟ ଅଫର ମଧ୍ୟ ଯୋଗାଉଛି। ଏବେ ଜିଓ ନିଜ ଗ୍ରାହକଙ୍କ ପାଇଁ ଲଞ୍ଚ କରିଛି ଜିଓ ନ୍ୟୁଜ୍ ଆପ। ଏହା ଗ୍ରାହକଙ୍କୁ ସମୟନୁଯାୟୀ ଅପଡେଟେଡ୍ ନ୍ୟୁଜ୍ ଯୋଗାଇବା…

ନିର୍ବାଚନ ପାଇଁ ହିରୋର ଖାସ ଅଫର, ଭୋଟ କାଳି ଲାଗିଥିବା ଆଙ୍ଗୁଠି ଦେଖାଇଲେ ମିଳିବ ଗାଡି ସର୍ଭିସିଂ

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ପାଇଁ ସଂପୂର୍ଣ୍ଣ ମାହୋଲ ଗରମ ରହିଛି। ଏହି ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେବା ପାଇଁ ପ୍ରତି ନାଗରିକରଙ୍କୁ ପ୍ରେତ୍ସାହିତ କରିବା ପାଇଁ ମଟୋରସାଇକେଲ କମ୍ପାନୀ ହିରୋ ଏକ ନୂଆ ଅଫର ଆରମ୍ଭ କରିଛି। ଏହାର ନାମ ଭେହିକ୍ଲ ମେଣ୍ଟେନାନ୍ସ ସ୍କିମ ରଖାଯାଇଛି।…

ପଣା ସଙ୍କ୍ରାନ୍ତିରେ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ

ଘଟଗାଁ (କେନ୍ୟୁଜ୍) : ଆଜି ମହାବିଷୁବ ସଙ୍କ୍ରାନ୍ତି ବା ପଣା ସଙ୍କ୍ରାନ୍ତି । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଛି। ଆଜି ସକାଳ ୫ଟାରୁ ଦେହୁରୀମାନେ ମାଜଣା କରିବା ପରେ ମାଆଙ୍କ ସ୍ନାନ କାର‌୍ୟ୍ୟ ସମାପନ କରିଥିଲେ । ପରେ ମାଆଙ୍କ…

ମହାବିଷୁବ ସଂକ୍ରାନ୍ତି ଅବସରରେ ମୋଦି ଏବଂ ନବୀନଙ୍କ ଶୁଭେଚ୍ଛା

ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରସିଦ୍ଧ ସିଂହାପୁର ଯାତ୍ରା ଆରମ୍ଭ, ବର୍ଷକରେ ମାତ୍ର ୩ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ନାରାୟଣ ଗୋସାଇଁ

ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା । ପରମ୍ପରା ଅନୁଯାୟୀ ପୁଷ୍କରିଣୀରେ ଜଳାଶାୟୀ ନାରାୟଣ ଗୋସାଇଁ ଆଜି ଠାରୁ କେବଳ ୩ ଦିନ ପାଇଁ ପାଣିରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ନାରାୟଣ ଗୋସାଇଁଙ୍କ ଦର୍ଶନ ତଥା…

ଆଜି ବିଷୁବ ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପଣା

ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ହନୁମାନ ଜୟନ୍ତୀ । ଘରେ ଘରେ ପଣାର ଆସର । ଠାକୁରଙ୍କୁ ଲାଗି ହୋଇଛି ପଣା । ଚାରିଆଡେ ଆଧ୍ୟାତ୍ମିକ ପରିବେଶ । କେବଳ ଘରେ ନୁହଁ ବିଭିନ୍ନ ମନ୍ଦିରରେ ମଧ୍ୟ ପଣାଛତ୍ର ଖୋଲାଯାଇଛି । କାରଣ ଓଡିଶା ପରମ୍ପରାରେ ପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।…