Below header

ନୂଆପଡା : ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୂଆପଡା ଜିଲ୍ଲା ଲଖନା ଥାନା ପୁଟକେଲପହା ଗାଁରୁ ନିଖୋଜ ଥିବା ଦୁଇ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ନାଁ ପଦ୍ମିନୀ ମାଝୀ ଓ ମୌନାବତୀ ମାଝୀ। ଗତ ଗୁରୁବାର ଦିନ ଦୁଇଜଣ ସାପ୍ତାହିକ ବଜାର ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ…

ପୁରା ବିଶ୍ବରେ କାମ କରୁନି ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ ! ଜାଣନ୍ତୁ କେତେବେଳେ ହେବ ଠିକ୍

ଠପ୍ ହୋଇଯାଇଛି ଫେସବୁକ୍ । ପୁରା ବିଶ୍ବରେ ଚାଲୁନି ଫେସବୁକ୍,ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ । ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ୟୁଜର ବିଲକୁଲ ବି ଖୋଲି ପାରୁନାହାଁନ୍ତି ଏହି ସାଇଟ୍ । ସେହପରି ହ୍ବାଟ୍ସଆପରେ ମେସେଜ୍ ପଠାଇଲେ ଯାଉନାହିଁ । ସବୁ ୟୁଜର ଏନେଇ ଟୁଇଟରରେ ଅଭିଯୋଗ କରୁଛନ୍ତି । ତେବେ…

ପଣା ସଂକ୍ରାନ୍ତିରେ ପରଲୋକ ଗଲେ ସଂଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତି

କଟକ (କେ ନ୍ୟୁଜ୍‌) : ସଂଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କ ପରଲୋକ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅମର ପ୍ରେମ, ଅକ୍ଷି ତୃତୀୟା, ଶ୍ରୀକୃଷ୍ଣ ରାସଲୀଳା, ତ୍ରିନାଥ ମେଳା, ଘର ସଂସାର ଭଳି ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ…

ତାତିରେ ସାରା ରାଜ୍ୟ ଅସ୍ତବ୍ୟସ୍ତ, ୧୬ରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା

ପଶ୍ଚିମରୁ ଦକ୍ଷିଣ । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ତାତି । ତାପମାତ୍ରା ବଢୁଥିବାରୁ ଅସ୍ତବ୍ୟସ୍ତ ଜନଜୀବନ । ଆଉ ୨ ଦିନ ଖରା ପ୍ରକୋପ ଲାଗି ରହିବ । ୧୬ ତାରିଖରୁ ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି । ମୁଖ୍ୟତଃ ବରଗଡ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼,…

ଯାଜପୁର ଖବର : ୧୫ ଲକ୍ଷ ଜବତ କଲା ଫ୍ଲାଇଂ ସ୍କ୍ଵାର୍ଡ

ଯାଜପୁର (କେ ନ୍ୟୁଜ୍‌) : ଫ୍ଲାଇଂ ସ୍କ୍ଵାର୍ଡ ଏବଂ ସୁକିନ୍ଦା ପୋଲିସ୍‌ ଜବତ କଲା ୧୫ ଲକ୍ଷ ୩୧ ହଜାର ଟଙ୍କା । ଗରାମିଆ ରୋଙ୍ଗାଲି ବନ୍ଧ ଉପରେ ଏନ୍‌ଇସିସି ନାମକ ଏକ କମ୍ପାନୀ ଗାଡ଼ିରୁ ଏହି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସୁଥିଲା ଏବଂ କୁଆଡ଼େ ଯାଉଥିଲା ସେ ସମ୍ପର୍କରେ…

ଏହି ୫ ମହିଳା ଉପସ୍ଥାପିକାଙ୍କ ବିନା ଅଧୁରା ଆଇପିଏଲ୍

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କ୍ରିକେଟ ଏବଂ ମନୋରଞ୍ଜର ମିଳିତ ସମାରୋହ। ଗୋଟିଏ ପଟେ ପୁରୁଷ କ୍ରିକେଟ ଖେଳାଳି ମାନେ ଖେଳପଡିଆର ଶୋଭା ବଢ଼ାଇଥିବା ବେଳେ ତାହାକୁ ବର୍ଣ୍ଣନା କରି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି ମହିଳା ଉପସ୍ଥାପିକା। ଆଇପିଏଲକୁ ଖୁବ ମନୋରଞ୍ଜକ ଭାବେ ଦର୍ଶନଙ୍କ ନିକଟରେ…

ପୁଣି ଉଠିଲା ଇଭିଏମ ବିବାଦ, ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ। ଟାର୍ଗେଟରେ ନିର୍ବାଚନ କମିଶନ ଓ ଇଭିଏମ୍‌। ବାଲଟ ବ୍ୟବସ୍ଥାକୁ ଫେରିବା ସହ ବର୍ତ୍ତମାନ ୫୦ ପ୍ରତିଶତ ଇଭିଏମ୍‌ ସହ ଭିଭିପାଟ ଟାଲି ପାଇଁ ଦାବି କରିଛନ୍ତି । ବିରୋଧୀ ଦଳଙ୍କ ନେତୃତ୍ୱ ନେଉଛନ୍ତି ଚନ୍ଦ୍ରବାବୁ ନାଇଡୁ।…

ବିଶ୍ୱର ସବୁଠାରୁ ବଡ ବିମାନର ପରୀକ୍ଷଣ : ଫୁଟବଲ ପଡିଆଠୁ ବଡ ଯାହାର ଡେଣା, ଲାଗିଛି ୬ଟି ଇଞ୍ଜିନ୍

ପରୀକ୍ଷାମୂଳକ ଭାବେ ଉଡାଣ ଭରିଛି ବିଶ୍ବର ସର୍ବବୃହତ ବିମାନ । ଆମେରିକାର କାଲିଫର୍ଣ୍ଣିଆରୁ ଏହି ବିମାନ ଯାତ୍ରା ଆରମ୍ଭ କରି ମୋଜାବେ ମରୁଭୂମି ଉପରେ ଉଡ଼ିଥିଲା। ଉଡ଼ାଣ ବେଳେ ଏହାର ଘଣ୍ଟାପ୍ରତି ବେଗ ଥିଲା ୧୮୯ କିଲୋମିଟର । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଏହା ଉଡ଼ାଣ କରିଥିଲା।କିନ୍ତୁ କଣ…

ଷ୍ଟେଜ ଉପରେ ଚାଲିଗଲା ଷ୍ଟାଣ୍ଡଅପ୍ କମେଡିର ପିତାମହଙ୍କ ଜୀବନ

ଲଣ୍ଡନ : ୧୯୮୫ ମସିହାରେ ଷ୍ଟାଣ୍ଡଅପ କମେଡିର ଆରମ୍ଭ କରିଥିବା ବ୍ରିଟିଶ କମେଡିଆନ ଇୟାନ କଗ୍ନିଟୋଙ୍କର ୬୦ ବର୍ଷ ବୟସରେ ଷ୍ଟେଜ୍ ଉପରେ ପରଫର୍ମ କରୁଥିବା ସମୟରେ ଦେହାନ୍ତ ହୋଇଛି। ଷ୍ଟେଜରେ ରୋଗଗସ୍ତ ହେବା ପରେ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଅନେକ…

ଦ୍ବିତୀୟ ପର୍ଯ୍ୟାୟର ୨୫୧ ପ୍ରାର୍ଥୀଙ୍କ ବିରୋଧରେ ରୁଜୁ ରହିଛି ଅପରାଧିକ ମାମଲା, ପ୍ରଥମରେ କଂଗ୍ରେସ ଏବଂ ଦ୍ବିତୀୟରେ…

ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ସାମିଲ ରହିଥିବା ୧୫୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୧ ଜଣଙ୍କ ଉପରେ ଅପରାଧିକ ମାମଲା ରୁଜୁ ରହିଛି। ଏଥିମଧ୍ୟରୁ ୧୬୭ ପ୍ରାର୍ଥୀଙ୍କ ବିରୋଧରେ କିଛି ଗମ୍ଭୀର ମାମଲା ମଧ୍ୟ ରହିଛି। ଏହି ସୂଚନା ଇଲେକସନ୍ ବେଞ୍ଚ ଏବଂ ଆସୋସିଏସନ୍ ଫର ଡେମୋକ୍ରେଟିକ୍…

ପିଇ କି ଟଲି ହେଲେ ନେହା କକ୍କର, ଏମିତି ପଡିଲେ ତଳେ ଯେ ଭିଡିଓ ହୋଇଗଲା ଭାଇରାଲ୍‌

କୌଣସି ଷ୍ଟାରଠୁ କମ୍‌ ନୁହଁନ୍ତି ନେହା କକ୍କର । ସେ ବୋଲିଥିବା ପ୍ରତ୍ୟେକଟି ଗୀତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି । ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି ନେହା । ତେବେ କିଛି ଦିନ ନେହାଙ୍କ ଜୀବନରେ ଆସିଥିଲା ଝଡ । ହିମାଂଶ କୋହଲୀଙ୍କ ସହ ବ୍ରେକ୍‌ ଅପ୍‌ ପରେ…

ଗାଧୋଇବା ହେଲା କାଳ, ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ

ରାଉରକେଲା (କେନ୍ୟୁଜ୍) : ନଦୀରେ ବୁଡି ଯୁବକ ମ୍ରୁତ। ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଉଛି ଚନ୍ଦନ ଦାସ। ତରକେରା ପମ୍ପ ହାଉସରେ ବୁଡି ଯାଇଥିବା ସୂଚନା।