୩୫ବର୍ଷ ହେଲା ରୋଜଗାରର କିଛି ଅଂଶ ଗୁରୁ ଦକ୍ଷିଣା ଦେଉଛନ୍ତି ଅନୁପମ ଖେର, ଜାଣନ୍ତୁ କାହାକୁ

ମୁମ୍ବାଇ : ବଲିଉଡ଼ର ଜଣେ ଜଣାଶୁଣା ଅଭିନେତା ଅନୁପମ ଖେର ୬୫ ବର୍ଷ ର ହେବାକୁ ବସିଲେନି। ୭ମାର୍ଚ୍ଚ ୧୯୫୫ ମସିହାରେ ଶିମଲାରେ ଜନ୍ମ ନେଇଥିବା ଅନୁପମ ଜଣେ ଅଭିନେତା ହିସାବରେ ୧୯୮୪ ରେ ଦର୍ଶକଙ୍କ ସାମ୍ନାକୁ ଆସିଲେ। ମହେଶ ଭଟଙ୍କ ଫିଲ୍ମ ସାରାଂଶ ରୁ ତାଙ୍କର କ୍ୟାରିଅର ଆରମ୍ଭ ହୋଇଥିଲା। ଏହି…

ବିଜେଡି ନେତା ପ୍ରଫୁଲ୍ଲ ଘଡାଇଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ବର: ପ୍ରଫୁଲ୍ଲ ଘଡେଇଙ୍କୁ ନୂଆ ଦାୟିତ୍ୱ। ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡେଇଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଖୋର୍ଦ୍ଧା,ରଣପୁର ଚିଲିକା ଆସନର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ରବିନାରାୟଣ…

ନୋ ଏଣ୍ଟ୍ରିରେ ପଶିଲେ ବାପପୁଅ, ଅଟକାବାରୁ ଟ୍ରାଫିକ ପୋଲିସକୁ ନିର୍ଧୁମ୍‌ ମାଡ

ନୋ ଏଣ୍ଟ୍ରି ରେ ପସିଯିବାରୁ ଟ୍ରାଫିକ ପୋଲିସଙ୍କୁ ମାଡ ମାରିଛନ୍ତି ବାପାପୁଅ। ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ରାଗିଯାଇ ଗାଡ଼ିରୁ ବାହାରି ବାପା ପୁଅ ବିଚ ରାସ୍ତାରେ ଟ୍ରାଫିକ ପୋଲିସ କୁ ପିଟିଥିଲେ । ଏହି ଘଟଣାଟି ମୁମ୍ବାଇରେ ଘଟିଛି। ଖବର ଟି ସେତେବେଳେ ସାମ୍ନାକୁ ଆସିଲା ଯେବେ ଘଟଣା ସ୍ଥଳରେ…

ଆପଣ ଜାଣଛନ୍ତି କି କଣ ରହିଥାଏ ‘ବିପିଏଫ’, ୯ବର୍ଷରେ ହୋଇଯିବା ଟଙ୍କା ଡବଲ

ଅଧିକାଂଶ ଲୋକ ଏମ୍ପଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ଏବଂ ପବ୍ଳିକ୍ ପ୍ରୋଭିଡେଣ୍ଟ ଫଣ୍ଡ(PPF) ବିଷୟରେ ଜାଣିଥିବେ। ହେଲେ କେବେ ଭଲ୍ଯୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡ (VPF) ବିଷୟରେ ଶୁଣିଛନ୍ତି। ଆପଣ ଜାଣିଛନ୍ତି ଅନ୍ୟ କୌଣସି ଫଣ୍ଡ ଅପେକ୍ଷା ଭିପିଏଫରେ ଅଧିକ ଲାଭ ମିଳିଥାଏ। କାରଣ ଇପିଏଫରେ…

ଫିଲ୍ମ କାହାଣୀ ଭଳି ଲୁଟିଲେ ୪୮ଲକ୍ଷ, ସିସିଟିଭି ଜରିଆରେ ଘଟଣା ଉପରୁ ଉଠିଲା ପରଦା

ଆୟୁର୍ବେଦିକ ଔଷଧ ଦୋକାନ କରିଥିବା ଦୋକାନୀ ଇନକମ ଟ୍ୟାକ୍ସ ଅଧିକାରୀ ହୋଇ ୪୮ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଅଭିଯୁକ୍ତ ଜଣକ ଦୋକାନରେ କାମ କରୁଥିବା କିଛି ଲୋକ ଏବଂ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଏହି କାମ କରିଛନ୍ତି। ଏଥିରେ ଦୁଇ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ପୋଲିସ ଘଟଣାର ୨୪ ଘଣ୍ଟା…

ଆଜି ବରଗଡ଼ ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

ବରଗଡ଼(କେନ୍ୟୁଜ୍): ଆଜି ବରଗଡ଼ ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ସକାଳ ୧୧ଟା ୧୦ରେ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ୍‌ ବ୍ଲକ ବାଣିପାଲ୍ଲୀରେ ସାଧାରଣ ସଭାରେ ଯୋଗଦେବେ ନବୀନ । ପରେ ପଦ୍ମପୁର ଓ ପାଟଣାଗଡ଼ରେ ନିର୍ବାଚନ ସଭାରେ ଦଳୀୟ…

ପ୍ରଚାର ବେଳେ ଉଦାହରଣ ସୃଷ୍ଟି କଲେ ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ,କାନ୍ଧରେ ଶବ ବୋହି ଗଲେ ଶ୍ମଶାନ

ଜଗତସିଂହପୁର : ପାରାଦୀପ ନିର୍ବାଚନମଣ୍ତଳୀ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଦେଖାଇଲେ ମାନବିକତା । ସୃଷ୍ଟି କଲେ ଉଦାହରଣ । ଖବର ଅନୁୟାୟୀ ଆଜି ସେ ତିର୍ତ୍ତୋଲ ବ୍ଲକ୍ ରାଣୀତୁଳା ଗାଁରେ ଭୋଟ୍ ପ୍ରଚାର କରୁଥିବା ବେଳେ ସେହି ଗାଁର ମୋହନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ପରଲୋକ…

ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ବଳରେ ଏସୀୟ ଟିକେଟ

ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ସହଯୋଗରେ ଭାରତୀୟ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ‌କାତାରର ‌ଦୋହାରେ ଆୟୋଜିତ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିନେଇଛି। ରାଜସ୍ଥାନର ହୀନା‌, ତାମିଲନାଡୁର ଅର୍ଚନା ଶଶିନ୍ଦ୍ରନ୍, କେରଳର କେ ରଙ୍ଗା ଓ ଦୂତିଙ୍କୁ ନେଇ…

ମହିଳାଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ପ୍ରଶଂସା , ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଓଡିଆ…

ନୂଆଦିଲ୍ଲୀ(କେନ୍ୟୁଜ୍) : ସଂସଦୀୟ କ୍ଷେତ୍ରରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ପ୍ରଶଂସା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାରତ ଓଡିଆ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏହାସହ ଝିଅମାନଙ୍କୁ କେଜରୁ ପିଜି ଯାଏ ମାଗଣା ଶିକ୍ଷା,…

ସମ୍ବଲପୁର କତରବଗା ଥାନାରେ ଭଙ୍ଗାରୁଜା ଘଟଣା , ୯ ଜଣଙ୍କୁ ଗିରଫ କରିଛି ପୋଲିସ୍

ସମ୍ବଲପୁର(କେନ୍ୟୁଜ୍) : ସମ୍ବଲପୁର କତରବଗା ଥାନାରେ କିଛି ଯୁବକଙ୍କ ଭଙ୍ଗାରୁଜା ଘଟଣାରେ ୯ ଜଣ ଗିରଫ ହୋଇଛନ୍ତି । ଗତ ଶନିବାର ସଂଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଷତିପୂରଣ ଦାବି କରି ରାସ୍ତା ରୋକ କରିଥିଲେ ଗ୍ରାମବାସୀ । ପୋଲିସ ବୁଝାସୁଝା ପରେ…

କେନ୍ଦୁଝର ସାଂସଦ ପ୍ରାର୍ଥିନୀଙ୍କ ଫେକ୍‌ ଭିଡିଓ ମାମଲା , ପ୍ରଶାନ୍ତ ମିଶ୍ର ନାମକ ଆଉ ଜଣେ ଯୁବକ ଗିରଫ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀଙ୍କ ଫେକ୍‌ ଭିଡିଓ ମାମଲାରେ ଆଉ ଜଣେ ଯୁବକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ ପଠାଇ ଦିଆଯାଇଛି । ଆଇପିସି ଧାରା ୨୯୨-ଏ, ୩୫୪-ଏ, ୫୦୦, ୫୦୯, ୪୬୫, ୪୬୯, ୧୨୦-ବି ଓ…

ନୂଆପଡ଼ାରେ ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶକୁ ନେଇ ଗୋଷ୍ଠୀ ସଂଘର୍ଷ , ୧୧ ଗୁରୁତର

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ାରେ ଗୋଷ୍ଠୀ ସଂଘର୍ଷରେ ୧୧ ଗୁରୁତର ଆହତ। ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶରୁ ଖଡ଼ିଆଳ ଥାନା ଦୋହେଲପଡ଼ା ଗାଁ ଦାଣ୍ଡ ହୋଇଛି ରକ୍ତରଞ୍ଜିତ। ଗୁରୁତରଙ୍କ ମଧ୍ୟରୁ ୭ଜଣଙ୍କୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସଙ୍କଟାପନ୍ନ ଥିବା…