ଷ୍ଟ୍ରିଟ୍‌ ଲାଇଟ୍‌ ତଳେ ହୋମ୍‌ଓ୍ଵାର୍କ କରୁଥିଲା ପିଲାଟି, ଭିଡିଓ ଭାଇରାଲ ହୋଇଗଲା ଆଉ ତା ପରେ…..

ଷ୍ଟ୍ରିଟ ଲାଇଟ ତଳେ ପାଠ ପଢ଼ୁଥିବା ୧୨ ବର୍ଷ ପିଲାର ଭିଡିଓ ଯେବେ ଫେସ୍‌ବୁକରେ ଭାଇରଲ ହେଲା ପରଦିନ ତା ଘରେ ପହଁଚି ଗଲେ ମେୟର। ଭିଡିଓଟି ଥିଲା ପେରୁ ମୋଚେ ଅଞ୍ଚଳର । ପୋଲିସ ବିଭିନ୍ନ ଜାଗାରେ ଲାଗିଥିବା ସିସିଟିଭି ଫୁଟେଜକୁ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରୁଥିଲା ବେଳେ ପ୍ରଥମେ କିଛି ଅପରାଧିକ…

ଏହି ସିଟରୁ ଯେବେ ବି ପ୍ରଧାନମନ୍ତ୍ରୀ କରିଛନ୍ତି ପ୍ରଚାର, ହାରିଯାଇଛି ତାଙ୍କ ପ୍ରାର୍ଥୀ ! କଣ ଏଥର ଭାଙ୍ଗିବ ପରମ୍ପରା ?

ଗ୍ରୀଷ୍ମ ତାତିଠୁ ବଳିଯାଇଛି ରାଜନୈତିକ ତାତି । ଏପ୍ରିଲ ୧୧ ରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବା ମତଗଣନା । ସାତଟି ପର୍ଯ୍ୟାୟରେ ଶେଷ ହେଉଥିବା ଏହି ନିର୍ବାଚନ ପାଇଁ ୧୦ ଲକ୍ଷ ପୋଲିଂ…

ତିନି ମାସର କ୍ୟାରିୟର, ୯ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ଏଇ ଖେଳାଳି ଏବେ ବିଶ୍ୱ କପ୍‌ ଦଳରେ, ଜାଣନ୍ତୁ…

ମାତ୍ର ତିନି ମାସର ଦିନିକିଆ ଆନ୍ତର୍ଜାତିକ କ୍ୟାରିୟରରେ ୯ଟି ମ୍ୟାଚ୍‌ ଖେଳିଛନ୍ତି । ସେଥିରୁ ୪ଟିରେ ବ୍ୟାଟିଂ କରିବାର ସୁଯୋଗ ପାଇ ନାହାନ୍ତି । ଏହାସତ୍ତ୍ୱେ ଅନ୍ୟ ଅଭିଜ୍ଞ ଖେଳାଳିମାନଙ୍କୁ ପଛରେ ପକାଇ ବିଶ୍ୱ କପ୍‌ ଦଳରେ ସ୍ଥାନ ପାଇଛନ୍ତି ବିଜୟ ଶଙ୍କର । ତାଙ୍କର ଆଭିମୁଖ୍ୟ ଏବଂ…

ବାରବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ଏହି ମହିଳା, ଏବେ ଦେବାକୁ ପଡିବ ୩.୫ଲକ୍ଷ ଜରିମାନା

କଥାରେ ରହିଛି ଭୋକିଲା ପଶୁଙ୍କୁ ଖାଇବା ଦେବା ପୂଣ୍ୟର କାମ। ଅନେକ ବ୍ୟକ୍ତିଙ୍କର ଏହି କାମ କରିବାର ସଉକ ମଧ୍ୟ ରହିଥାଏ। କିନ୍ତୁ ଏପରି ଏକ ଅଭ୍ୟାସ ମୁମ୍ବାଇରେ ଜଣେ ମହିଳାଙ୍କୁ ଭାରି ପଡିଛି। ବାରବୁଲା କୁକୁରଙ୍କୁ ଖାଦ୍ୟ ଖୁଆଇବାକୁ ନେଇ ଜଣେ ମହିଳାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ…

ବିଶ୍ବକପର ସେହି ମୁକାବିଲା, ଯାହା ଭାରତ ପାଇଁ ବନିଗଲା ରାଷ୍ଟ୍ରୀୟ ଲଜ୍ଜାର ମ୍ୟାଚ୍

ଘୋଷଣା ହେଲା ବିରାଟ ବାହିନୀ ।  ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ତେବେ ଦୁଇ ଥର ବିଶ୍ବକପ୍ ବିଜେତା ହୋଇସାରିଛି ଭାରତୀୟ ଟିମ୍ ।…

କଂଗ୍ରେସରେ ସାମିଲ ହେଲେ ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ, ପୂର୍ବରୁ ସ୍ତ୍ରୀ ହୋଇଥିଲେ ବିଜେପିରେ ସାମିଲ

ଏବେ ନିକଟରେ ଭାରତୀୟ କ୍ରିକେଟ ବିଶ୍ବକପ୍ ଦଳର ଘୋଷଣା କରାଯାଇଥିବା ବେଳେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଖେଳାଳି ତଥା ରବିନ୍ଦ୍ର ଜାଡେଜାଙ୍କ ପିତା ଏବଂ ଭଉଣୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ଜାଡେଜାଙ୍କ ସ୍ତ୍ରୀ ମାସେ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ।…

ଚାଷୀଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପ୍ରାୟ ସ୍ୱାଭାବିକ ରହିବ। ଫଳରେ ଖରିଫ ଋତୁରେ ଚାଷ ବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୌସୁମୀ ବର୍ଷା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ…

କ୍ୟାରି ବ୍ୟାଗ୍ ପାଇଁ ଗ୍ରାହକଙ୍କଠୁ ୩ ଟଙ୍କା ନେଇଥିଲା ବାଟା , ଏବେ ୯୦୦୦ ଟଙ୍କା ଦେବ ଜରିମାନା

ବାଟାର ବାଜିଲା ବ୍ୟାଣ୍ଡ । ଗ୍ରାହକଙ୍କଠୁ କ୍ୟାରିବ୍ୟାଗ୍ ପାଇଁ ୩ ଟଙ୍କା ନେଇ ୯୦୦୦ ଟଙ୍କା ତଣ୍ଡ ଗଣିଲା ବାଟା । ଘଟଣାଟି ହୋଇଛି ଚଣ୍ଡିଗଡରେ । ଦିନେଶ ପ୍ରସାଦ ରାତୁରି ନାମକ ଜଣେ ଗ୍ରାହକଙ୍କୁ ବାଟା ଏକ ପେପର୍ କ୍ୟାରି ବ୍ୟାଗ୍ ବାବଦରେ ୩ ଟଙ୍କା ମାଗିଥିଲା । ପେପର୍ କ୍ୟାରି ବ୍ୟାଗ୍ ସମେତ…

ଏହି ଘରୋଇ ଉପାୟ ଦ୍ବାରା କେବେ ହେବ ନାହିଁ ଅଂଶୁଘାତ

ଖରା ଦିନ ଆସିବା ମାତ୍ରେ ଲୋକଙ୍କର ଚିନ୍ତା ବଢ଼ିଯାଇଥାଏ। ଘର ମାନଙ୍କରେ ଫ୍ୟାନ, କୁଲର ଏସିର ବ୍ୟବହାର ବଢ଼ିଯିବା ବେଳେ ବାହାରେ ଏଥିରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ। କିନ୍ତୁ ଖରାର ପ୍ରଭାବରେ ଲୁ ଅର୍ଥାତ୍‌ ଅଂଶୁଘାତ ହେବାର ଅଧିକ ସମ୍ଭାବନା ରହିଥାଏ। କାରଣ ଖରାରେ ଟିକେ…

ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା, ଜାଣନ୍ତୁ କିଏ ପାଇଲେ ସୁଯୋଗ

ମୁମ୍ବାଇ : ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ଦ୍ୱିତୀୟ ଓ୍ଵିକେଟ୍‌ କିପର ଭାବେ କିଏ ଦଳରେ ସ୍ଥାନ ପାଇବ ସେହି କଳ୍ପନା ଜଳ୍ନାର ମଧ୍ୟ…

ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ, ଯୋଗୀ ୭୨ ଘଣ୍ଟା ଓ ମାୟାବତୀ ୪୮ ଘଣ୍ଟା ପର୍ଯ୍ୟନ୍ତ କରି ପାରିବେନି ନିର୍ବାଚନ…

ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିସନ। ଆଦିତ୍ୟନାଥ ୭୨ ଘଣ୍ଟା ବା ୩ଦିନ ଓ ମାୟାବତୀ ୪୮ଘଣ୍ଟା କୌଣସି ପ୍ରକାର ନିର୍ବାଚନ…

ଗରମ ଦିନେ ଘିମିରି ସମସ୍ୟାରୁ ମୁକ୍ତି ଦେବ ଆଳୁ, ଜାଣନ୍ତୁ କରିବେ କିପରି ବ୍ୟବହାର

ଗରମ ଦିନେ ଅଧିକ ଝାଳ ବୋହିଥାଏ। ଏହି କାରଣରୁ ତ୍ବଚାରେ ଘିମିରି ସମସ୍ୟା ଦେଖାଯାଇଥାଏ। ଘିମିରି ହେବା କାରଣରୁ ତ୍ବଚାରେ ନାଲି ଦାଗ ହେବା, ତ୍ବଚା କୁଣ୍ଡେଇ ହେବା ଭଳି ଯନ୍ତ୍ରଣା ଦେଖାଯାଇଥାଏ। ପ୍ରାୟତଃ ଘିମିରି ପିଠି, ପେଟ ଏବଂ ପାଦରେ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇା ପାଇଁ ଲୋକମାନେ…