ଏଡିଆର ସର୍ଭେ ରିପୋର୍ଟ , ଜାଣନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ‌ ଲଢୁଥିବା ଟପ୍ ୧୦ ଧନୀ ପ୍ରାର୍ଥୀଙ୍କ ତାଲିକା

ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ‌ ପାଇଁ ଆସନ୍ତା ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ହେବ। ଏସବୁ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ ୨୪୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୧ଜଣଙ୍କର ବିଭିନ୍ନ ତଥ୍ୟକୁ ନେଇ ବିଶ୍ଳେଷଣ ହୋଇଛି। ସେହି ତଥ୍ୟରୁ…

ବିଜେଡିି ସୁପ୍ରିମୋଙ୍କ ମିଶନ ପଶ୍ଚିମ ଓଡ଼ିଶା , ଆଜି ବିଜେପୁର ଓ ଗାଇସିଲଟରେ ମାରାଥନ ପ୍ରଚାର କରିବେ ନବୀନ

କେନ୍ୟୁଜ୍ : ବିଜେଡି ସୁପ୍ରିମୋଙ୍କ ମିଶନ ପଶ୍ଚିମ ଓଡ଼ିଶା। ଆଜି ବିଜେପୁର, ଗାଇସିଲଟରେ ନିର୍ବାଚନ ସଭାରେ ଉଦବୋଧନ ଦେଇ ଭୋଟ ମାଗିବେ ନବୀନ । ଏଥର ନବୀନ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ଲଢୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ଯାକ ଆସନରେ ନିର୍ବାଚନ ହେଉଥିବା ବେଳେ ଆଜି ବିଜେପୁର…

ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ , ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟିଂ

କେନ୍ୟୁଜ୍ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଝିରେ ଆଉ ଗୋଟିଏ ଦିନ । ଆଜି ସଂଧ୍ୟାରେ ଥମିବ ପ୍ରଚାର ଅଭିଯାନ । ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ-କନ୍ଧମାଳ, ବରଗଡ଼, ଆସିକା, ବଲାଙ୍ଗୀର ଓ ସୁନ୍ଦରଗଡ଼ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ଜୋରଦାର ପ୍ରଚାର…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ , ରାଜଧାନୀରେ କରିବେ ହାଇଭୋଲଟେଜ୍‌ ପ୍ରଚାର

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜଧାନୀରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ପ୍ରଚାର । ମୋଦି ପ୍ରଥମ ଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଓଡ଼ିଶାରେ ରୋଡ୍‌ ସୋ କରିବେ । ପ୍ରଥମେ ସମ୍ବଲପୁରରେ ନିର୍ବାଚନୀ ସଭାରେ ଯୋଗଦେବେ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ମନମିଳାଇ ଚଳନ୍ତୁ । ବୃଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।…

ଭେଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ

ତାମିଲନାଡୁର ଭେଲୋର ଲୋକସଭା ଆସନରେ ନିର୍ବାଚନକୁ ବାତିଲ କରି ଦେଇଛନ୍ତି ନିର୍ବାଚନ କମିଶନ୍‌ । ଜଣେ ଡିଏମ୍‌କେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ ବିପୁଳ ପରିମାଣରେ ନଗଦ ଟଙ୍କା ମିଳିବା ପରେ ନିର୍ବାଚନ କମିଶନ୍‌ ଏଭଳି ପଦକ୍ଷେପ ନେଇଛନ୍ତି । ଆୟକର ବିଭାଗ ଗତ ମାର୍ଚ୍ଚ ୩୦ ତାରିଖରେ ଚଢ଼ାଉ କରି…

ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ, ଆଜମ୍ ଖାନ୍ ୩ ଦିନ ଏବଂ ମେନକା ଗାନ୍ଧୀ ୨ ଦିନ ଯାଏଁ କରି ପାରିବେନି ନିର୍ବାଚନ…

ଆଜମ୍ ଖାନ୍ ଏବଂ ମେନକା ଗାନ୍ଧୀଙ୍କୁ ଝଟକା । ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ । ଆଜମ୍ ଖାନ୍ ୩ ଦିନ ଏବଂ ମେନକା ଗାନ୍ଧୀ ୨ ଦିନ ଯାଏଁ କରିପାରିବେନି କୌଣସି ପ୍ରକାର ନିର୍ବାଚନ ରାଲି, ଶୋଭାଯାତ୍ରା । ଏହି ନିର୍ଦ୍ଦେଶ ୧୬ ତାରିଖ ସକାଳ ୬ଟାରୁ ଲାଗୁ ହେବ।…

ଲଂଚ୍ ହେଲା ବିଶ୍ବର ସବୁଠାରୁ ଦାମୀ ଚାବି, ମୂଲ୍ୟ ଏତେ ଯେ ସେତିକି ଟଙ୍କାରେ କିଣି ପାରିବେ ୩୯ ଟି ମାରୂତି କାର୍

ଦାମୀ ଦାମୀ କାର୍ ବିଷୟରେ ଆପଣ ଶୁଣିଥିଲେ । କିନ୍ତୁ କଣ କେବେ ଦାମୀ ଚାବି ବିଷୟରେ ଶୁଣିଛନ୍ତି ? Awain ltd ନାମକ ଏକ କମ୍ପାନୀ ବିଶ୍ବର ସବୁଠାରୁ ଲଗଜୁରୀ ଚାବି ଲଂଚ୍ କରିଛନ୍ତି । କମ୍ପାନୀ ଏହି ଚାବି ସବୁଠାରୁ ବିଳାସମୟ କାର୍ ରୋଲ୍ସ ରୟାଲ୍ସ ପାଇଁ ତିଆରି କରିଛି । ଜାଣନ୍ତି କି ଏହି ଚାବିର…

ମୋଦିଙ୍କୁ ଚୋର କହି ଅଡୁଆରେ ରାହୁଲ ଗାନ୍ଧୀ, ସୁପ୍ରିମକୋର୍ଟଙ୍କ ନୋଟିସ

ମୋଦିଙ୍କୁ ଚୋର କହି ଅଡ଼ୁଆରେ ରାହୁଲ ଗାନ୍ଧୀ । ରାଫେଲ ଡିଲ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ଆବେଦନର ଶୁଣାଣି କରି ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ୨୩…

କନ୍ଧମାଳରେ ବିଜେଡି ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର, ବିରାଟ ରୋଡ ଶୋ

କନ୍ଧମାଳ : କମ୍ପୁଛି କନ୍ଧମାଳ । ଜୋରଦାର ପ୍ରଚାର କରିଛନ୍ତି କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଭା, ଶୋଭାଯାତ୍ରା ସାଙ୍ଗକୁ ବୁଲି ବୁଲି ଚଳାଇଛନ୍ତି ପ୍ରଚାର । ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଗଞ୍ଜୁଗୁ଼ଡା ପଞ୍ଚାୟତରେ…

ନବୀନଙ୍କ ଜୋରଦାର କ୍ୟାମ୍ପେନ, ବରଗଡ଼ରେ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ କଲେ ଟାର୍ଗେଟ

ଭୁବନେଶ୍ବର : ବରଗଡ଼ ଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ମାରାଥନ କ୍ୟାମ୍ପେନ । ଅତାବିରା ଓ ପଦ୍ମପୁରରେ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ସୁପ୍ରିମୋ । ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ବାନିପାଲିରେ ଜନସଭାକୁ ସମ୍ବୋଧନ କରିଥିଲେ ।…

ରାଜଧାନୀ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରକାରୀ ବାସଭବନରେ ବନ୍ଧୁକ କାରଖାନା। ତାହା ପୁଣି ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ । ଗତକାଲି ରାତିରେ ପୋଲିସର ଚଢ଼ାଉ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଓୟୁଏଟି ମେଣ୍ଟେନାନ୍ସ ବିଭାଗର ସୁପରଭାଇଜର ନୃସିଂହ ନାୟକ । ଦୀର୍ଘ ଦିନ ହେବ ସେ ଏଠାରେ…