Below header

ନେତାଙ୍କ ମୁହଁରେ ତୁଣ୍ଡି ଲଗାଇଲେ ନିର୍ବାଚନ କମିଶନ୍‌, ଅନ୍ୟମାନଙ୍କ ଲାଗି ଚେତାବନୀ

ଚଳିତ ସାଧାରଣ ନିର୍ବାଚନରେ ପରିବେଶ ଏଭଳି ହୋଇଛି ଯେ ନେତାଙ୍କ ମୁହଁରେ ଆଉ ବାଡ଼ବତା ରହୁ ନାହିଁ । ଯିଏ ଯାହା ପାରିଲା କହୁଛି । ତା ସହିତ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବାକୁ ବି ପଛାଉ ନାହାନ୍ତି । ଆଇନ୍‌ କାନୁନ କଥା ତ ଛାଡ଼ି ଦିଅନ୍ତୁ, ଏମିତିକି ନିର୍ବାଚନ…

ନିଆରା ମଣିଷ ଅଚ୍ୟୁତ ସାମନ୍ତ : ଗରିବ, ଅନାଥ, ନିଷ୍ପେସିତ ଓ ସର୍ବହରାଙ୍କ ପାଇଁ ପାଲଟିଛନ୍ତି ଦେବଦୂତ

କନ୍ଧମାଳରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖରେ ହେବ ମତଦାନ । କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମନୋଜ ଆଚାର୍ଯ୍ୟ ଓ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି । ସବୁ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଜନମତ…

ସାଉଦିରେ ପାଳନ ହେଲା ଉତ୍କଳ ଦିବସ, ଦେଖିବାକୁ ମିଳିଲା ଓଡିଶାର କଳା ଏବଂ ସଂସ୍କୃତି

ଓଡିଶା ଆସୋସିଏସନ୍ ଅଫ ସାଉଦି ଆରବିଆ କଳିଙ୍ଗାନ (କଝଇ) ଏପ୍ରିଲ ମାସ ୧୨ ତାରିଖ ଦିନ ପାଳନ କରିଥିଲେ ଉତ୍କଳ ଦିବସ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ର ଅଧ୍ୟକ୍ଷ ଡକ୍ତର ଦେବ ମହାନ୍ତି ଓ ସମ୍ମାନୀୟ ଅତିଥି ଭାବେ ଓଲିଉଡ଼ ତାରକା ଜ୍ୟୋତି ରଞ୍ଜନ…

ବାଲିଗୁଡ଼ାରେ ବଣ୍ଟା ଯାଉଛି ଟଙ୍କା, ଭୋଟରଙ୍କୁ ପ୍ରଲୋଭିତ କରାଯାଉଥିବା ଅଭିଯୋଗ

ବାଲିଗୁଡ଼ା (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବଣ୍ଟା ଯାଉଛି ଟଙ୍କା । ନିର୍ବାଚନ ବେଳେ ଭୋଟରଙ୍କୁ ଟଙ୍କା ଦ୍ୱାରା ପ୍ରଲୋଭିତ କରାଯାଉଥିବା ଅଭିଯୋଗ। ଏକ ନିର୍ଦ୍ଦିଷ୍ଟ ଦଳ ପ୍ରାର୍ଥୀଙ୍କ ପୁସିଂ କାର୍ଡରେ ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି । ଏଭଳି ଫଟୋ ଭାଇରାଲ୍‌ ହେବା ପରେ…

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ଧର୍ମଶାଳା ପୋଲିସ ଦ୍ବାରା ୬ ଡକାୟତ ଗିରଫ

ଯାଜପୁର (କେନ୍ୟୁଜ୍) : ଡକାୟତି ଯୋଜନା ଉଦ୍ୟମ ପଣ୍ଡ। ଧର୍ମଶାଳା ପୋଲିସ ଦ୍ବାରା ୬ ଜଣ ଡକାୟତ ଗିରଫ ହୋଇଛନ୍ତି। ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ବାଇକ, ମାରଣାସ୍ତ୍ର, ୭ଟି ମୋବାଇଲ, ୨ଟି କ୍ୟାମେରା, ଏଟିଏମ କାର୍ଡ ଓ ସିମ ଜବତ କରିଛି ପୋଲିସ। ଗତକାଲି…

ଭିଜିଲାନ୍ସ ଜାଲରେ ବାଲେଶ୍ୱର ASI, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ନରହରି ମହାଳିକ୍‌

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଏଏସଆଇ । ବାଲୁବଜାର ଅଞ୍ଚଳର ସକିଲ ଅହମଦଙ୍କଠାରୁ ଜମିଜମା ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଭିଯୁକ୍ତ ହେଲେ ବାଲେଶ୍ୱର ଟାଉନ ଥାନାର ଏଏସଆଇ ନରହରି ମହାଳିକ୍‌ । ନରହରି ପୂର୍ବରୁ ସକିଲଙ୍କ ଠାରୁ…

କେନ୍ଦ୍ରମନ୍ତ୍ରୀଙ୍କ ଦାଦାଗିରି, ମଝି ରାସ୍ତାରେ ପୋଲିସ ଅଧିକାରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଟିତୁଣ୍ଡ

ସମ୍ବଲପୁର : କେନ୍ଦ୍ରମନ୍ତ୍ରୀଙ୍କ ଦାଦାଗିରି। ବିଚ୍‌ ରାସ୍ତାରେ ପୋଲିସକୁ ନାଲିଆଖି। ହେଲିକପ୍ଟର ଯାଞ୍ଚ ପାଇଁ କହିବାରୁ ପୋଲିସ ସହ ଯୁକ୍ତିତର୍କ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

ଆଉ ଦେଖିବାକୁ ମିଳିବନି ରମଣ ଏବଂ ଇସିତାଙ୍କ ଯୋଡି, ୬ ବର୍ଷ ପରେ ବନ୍ଦ ହେବ ‘ୟେ ହୈ ମହୋବତେଁ’

ମୁମ୍ବାଇ : ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’ ଦର୍ଶକଙ୍କ ଘରେଘରେ ନିଜର ଏକ ଭିନ୍ନ ଛାପ ଛାଡିଛି। ଏଥିରେ ମୁଖ୍ୟ ଭୂମିକା ଭାବେ ନଜର ଆସିଥିବା ରମଣ ଏବଂ ଇସିତାଙ୍କ ଯୋଡିଙ୍କୁ ଲୋକ ବେଶ ଭଲ ପାଆନ୍ତି ।ଏବେ ମିଳିଥିବା ଖବର ମୁତାବକ, ୬ ବର୍ଷରୁ ପ୍ରସାରିତ ହେଉଥିବା ‘ୟେ ହୈ…

ଛାତ୍ରଙ୍କ କମାଲ୍ ! ରୋଗୀଙ୍କ ଜୀବନ ବଂଚାଇବା ପାଇଁ ତିଆରି କଲେ ବାଇକ୍ ଆମ୍ବୁଲାନ୍ସ , ଜାଣନ୍ତୁ କଣ ରହିଛି ବିଶେଷତ୍ବ

କମାଲ୍ କରିଦେଖାଇଛନ୍ତି ମଧ୍ୟପ୍ରଦେଶର ୪ ଜଣ ଛାତ୍ର । ଏହି ଛାତ୍ରମାନେ ଏମିତି ବାଇକ୍ ଆମ୍ବୁଲାନ୍ସ ବନାଇଛନ୍ତି, ଯାହା ଚାରିଟି ଆଟାଚମେଂଟରେ କୌଣସି ବି ବାଇକରେ ଫିଟ୍ ହୋଇପାରେ । ଏହାକୁ ପ୍ରସ୍ତୁତ କରିବା ପାଇଁ ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ନିଜ ଫାଇନାଲ୍ ଇୟର୍ ମେଜର ପ୍ରୋଜେକ୍ଟ…

ମୃତ୍ୟୁ ପରେ ମଧ୍ୟ ଧନୀ ଏହି ବ୍ୟକ୍ତି , ଆଜି ମଧ୍ୟ ଫୋବ୍ସ ତାଲିକାରେ ରହିଛି ସ୍ଥାନ

ମୃତ୍ୟୁ କେତେବେଳେ ଆସିବ ତାହା କାହାକୁ ମଧ୍ୟ ଜଣାନଥାଏ । ଦୁନିଆରେ ଏପରି ଅନେକ ଲୋକ ଯେଉଁମାନେ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ସ୍ମରଣୀୟ ରହିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି କିଛି ବିଶିଷ୍ଟ ବ୍ୟକ୍ତି ରହିଛନ୍ତି ଯେଉଁମାନେ ମୃତ୍ୟୁ ପରେ ମଧ୍ୟ ଦୁନିଆର ସବୁଠାରୁ ଧନୀ ମାନଙ୍କ…

ଆୟୁର୍ବେଦିକର ଏହି ୬ଟି ଜିନିଷ ଦୂର କରେ ଥାଇରଏଡ୍ ସମସ୍ୟା

ଅଧିକାଂଶ ମହିଳା ମାନଙ୍କ ନିକଟରେ ଥାଇରଏଡ ସମସ୍ୟା ଦେଖାଯାଇଥାଏ। ଥାଇରଏଡ ହେବା ଦ୍ବାରା ରକ୍ତରେ ଥାଇରକ୍ସିନ ହରମୋନର ପ୍ରଭାବ ପଡିଥାଏ । ଏହା ଦୁଇ ଶ୍ରେଣୀରେ ବିଭକ୍ତ ହୋଇଥାଏ । ଏଥିରେ ଓଜନ ବଢିବା ଏବଂ କମିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଅନେକ ଜଡିବୁଟିର ଉପଯୋଗରେ ଏହି ମହତ୍ୱପୂର୍ଣ୍ଣ…

ବୋରେଓ୍ଵଲ ଭିତରୁ ଉଦ୍ଧାର ହେଲା ବର୍ଷକର ନାବାଳିକା

ବାନ୍ଦା : ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ ଥିବା ଏକ ଗାଁରେ ଜଣେ ବର୍ଷକର ଝିଅକୁ ବୋରେଓ୍ଵଲ ଭିତରୁ ଉଦ୍ଧାର କରାଯାଇଛି । ଏଠାକାର ପାଚୋଖର ଗାଁରେ ପିଲାଟି ବୋରେଓ୍ଵଲ ଭିତରେ ପଡ଼ି ଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୨ ଘଣ୍ଟା ପରିଶ୍ରମ କରି ତାକୁ ବୋରେଓ୍ଵଲ ଭିତରୁ ବାହାର କରିଥିଲେ ।…