ନୋ ଏଣ୍ଟ୍ରିରେ ପଶିଲେ ବାପପୁଅ, ଅଟକାବାରୁ ଟ୍ରାଫିକ ପୋଲିସକୁ ନିର୍ଧୁମ୍‌ ମାଡ

ନୋ ଏଣ୍ଟ୍ରି ରେ ପସିଯିବାରୁ ଟ୍ରାଫିକ ପୋଲିସଙ୍କୁ ମାଡ ମାରିଛନ୍ତି ବାପାପୁଅ। ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ରାଗିଯାଇ ଗାଡ଼ିରୁ ବାହାରି ବାପା ପୁଅ ବିଚ ରାସ୍ତାରେ ଟ୍ରାଫିକ ପୋଲିସ କୁ ପିଟିଥିଲେ । ଏହି ଘଟଣାଟି ମୁମ୍ବାଇରେ ଘଟିଛି। ଖବର ଟି ସେତେବେଳେ ସାମ୍ନାକୁ ଆସିଲା ଯେବେ ଘଟଣା ସ୍ଥଳରେ ଉପସ୍ଥିତ ଲୋକ ଏହାର ଭିଡ଼ିଓ ବନେଇ ସିଧା ପୋଲିସ କୁ ପଠେଇ ଦେଇଥିଲେ । ପୋଲିସ ତୁରନ୍ତ ଘଟଣାର ଯାଞ୍ଚ କରିବା ସହ ବାପା ପୁଅଙ୍କୁ ଗିରଫ କରିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ମୁମ୍ବାଇ ରେ ଖୁବ ଚର୍ଚ୍ଚା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.