ଖୋର୍ଦ୍ଧାରେ ରାଜନୈତିକ ହିଂସା , ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା

ଖୋର୍ଦ୍ଧା(କେନ୍ୟୁଜ୍) : ଖୋର୍ଦ୍ଧାରେ ରାଜନୈତିକ ହିଂସା । ବିଜେପି ମଣ୍ଡଳ ସଭାପତି ତଥା ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ଖୋର୍ଦ୍ଧା ଟାଉନ୍‌ ଥାନା ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି ।…

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ । ସ୍ଥିରମନରେ କାର‌୍ୟ୍ୟ କରନ୍ତୁ । ଭ୍ରମଣ ଯୋଗ ରହିଛି। ବୃଷ : ସୁସ୍ୱାଦୁ ଭୋଜନ କରିବେ । ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । ମିଥୁନ : କର୍ମକ୍ଷେତ୍ରରେ ସଫଳତା ମିଳିବ ।…

ପୁରୀ : ଟ୍ରକ ଭର୍ତ୍ତି ଗ୍ରାଇଣ୍ଡର ଓ ରେଫ୍ରିଜରେଟର ଜବତ କଲା ଫ୍ଲାଇଂ ସ୍କ୍ଵାଡ

ପୁରୀ : ଟ୍ରକ ଭର୍ତ୍ତି ଗ୍ରାଇଣ୍ଡର ଓ ରେଫ୍ରିଜରେଟର ଜବତ। ଜିଲ୍ଲା ଫ୍ଲାଇଂ ସ୍କ୍ଵାଡ ପକ୍ଷରୁ ଚଢଉ କରାଯାଇ ଏହାକୁ ଜବତ କରାଯାଇଛି। କଣାସ ବ୍ଲକ ନୁପୁରିଙ୍ଗା ଠାରେ ଚଢଉ ବେଳେ ଏହାକୁ ଜବତ କରାଯାଇଛି। ନିର୍ବାଚନ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ କିମ୍ବା ଭୋଟରଙ୍କୁ ପ୍ରଲୋଭିତ…

ଚନ୍ଦ୍ରାଣୀ ମୁର୍ମୁ : ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ରାଜନୀତି ମୈଦାନରେ ଜାରି ରଖିଛନ୍ତି ଲଢେଇ

ରାଜ୍ୟରେ ଲୋକସଭା ଆସନ କ୍ଷେତ୍ରରେ ଅନ୍ୟତମ ଚର୍ଚ୍ଚିତ ଆସନ କେନ୍ଦୁଝର। କାରଣ ଏହି ଆସନରୁ ଲଢୁଛନ୍ତି ଜଣେ ସର୍ବ କନିଷ୍ଠ ପ୍ରାର୍ଥୀ। ସେ ବି ଜଣେ ମହିଳା। ମାତ୍ର ୨୬ ବର୍ଷ ବୟସରେ ବିଜେଡି ତାଙ୍କୁ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। କିନ୍ତୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବା…

ଆଇପିଏଲ୍‌ : ପୁଣି ଚେନ୍ନାଇର ସୁପର ପର୍ଫମାନ୍ସ, ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ମାତ୍‌ ଦେଲା

କୋଲକାତା : କୋଲକାତା ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ହରାଇ ଚଳିତ ଆଇପିଏଲ୍‌ରେ ସପ୍ତମ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଆଜି ଏଠାରେ ଖେଳା ଯାଇଥିବା ୨୯ତମ ମ୍ୟାଚ୍‌ରେ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ବିଜୟୀ ହୋଇଛି । ଏହା ସହିତ ମୋଟ୍‌ ୧୪ ପଏଣ୍ଟ ହାସଲ କରି…

ସତ୍ୟବାଦୀ ମା’ ଗଡଚଣ୍ଡୀଙ୍କ ପୀଠରେ ଖାଇଫୋଡ ଯାତ୍ରା, ଏକାଠି ହୋଇଛନ୍ତି ଶହ ଶହ ମାନସିକଧାରୀ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ଭୀମପୁର ଗାଁରେ ମା’ ଗଡଚଣ୍ଡୀଙ୍କ ପୀଠରେ ଖାଇଫୋଡ ଯାତ୍ରା ଅନୁଷ୍ଠିତ ହୋଇଛି । ମାନସିକଧାରୀମାନେ ମାସାଧିକ କାଳ ବ୍ରତ ପାଳନ କରି ଆଜିର ଦିନରେ ମା’ଙ୍କ ପାଖକୁ ଆସିଥାନ୍ତି । ଦେହରେ ନୂତନ ବସ୍ତ୍ର, ମଥାରେ ମା’ଙ୍କ ସିନ୍ଦୁର, ହାତରେ କତା ରଶି ଓ ଲୁହା କଣ୍ଟା…

ଆସିକାରେ ନାରୀଶକ୍ତି, ଲୋକସଭାରେ ପ୍ରମିଳା ବିଷୋୟୀଙ୍କ ସହ ୪ ବିଧାନସଭାରେ ଲଢୁଛନ୍ତି ମହିଳା

ଦ୍ୱିତୀୟ ପର୍ଯ୍ୟାୟ ମତଦାନକୁ ଆଉ ୪ ଦିନ ସମୟ ବାକି। ଏହି ପର୍ଯ୍ୟାୟରେ ରହିଛି ଆସିକା ଲୋକସଭା କ୍ଷେତ୍ର। ଏହି କ୍ଷେତ୍ରରେ ବିଜେଡି ୫ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଲୋକସଭା ଆସନ ସହ ବିଧାନସଭାରେ ଆସିକା, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ ସାନଖେମୁଣ୍ଡି ପାଇଁ ବିଜେଡି ମହିଳାଙ୍କୁ ପ୍ରାର୍ଥୀ…

ଦିନକ ପରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର : କନ୍ଧମାଳ, ସୁନ୍ଦରଗଡ଼,ବରଗଡ ଓ ବଲାଙ୍ଗିରରେ ଚାଲିଛି ଜୋରଦାର କ୍ୟାମ୍ପେନ

କନ୍ଧମାଳ : ଏପ୍ରିଲ ୧୮ରେ ହେବ କନ୍ଧମାଳ ଲୋକସଭା ନିର୍ବାଚନ। ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିବା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ଦୁଇ ଦୁଇଥର ରୋଡ ସୋ ଓ ସାଧାରଣ ସଭା ମାଧ୍ୟମରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ…

ନୂଆପଡା : ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୂଆପଡା ଜିଲ୍ଲା ଲଖନା ଥାନା ପୁଟକେଲପହା ଗାଁରୁ ନିଖୋଜ ଥିବା ଦୁଇ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ନାଁ ପଦ୍ମିନୀ ମାଝୀ ଓ ମୌନାବତୀ ମାଝୀ। ଗତ ଗୁରୁବାର ଦିନ ଦୁଇଜଣ ସାପ୍ତାହିକ ବଜାର ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ…

ପୁରା ବିଶ୍ବରେ କାମ କରୁନି ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ ! ଜାଣନ୍ତୁ କେତେବେଳେ ହେବ ଠିକ୍

ଠପ୍ ହୋଇଯାଇଛି ଫେସବୁକ୍ । ପୁରା ବିଶ୍ବରେ ଚାଲୁନି ଫେସବୁକ୍,ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ । ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ୟୁଜର ବିଲକୁଲ ବି ଖୋଲି ପାରୁନାହାଁନ୍ତି ଏହି ସାଇଟ୍ । ସେହପରି ହ୍ବାଟ୍ସଆପରେ ମେସେଜ୍ ପଠାଇଲେ ଯାଉନାହିଁ । ସବୁ ୟୁଜର ଏନେଇ ଟୁଇଟରରେ ଅଭିଯୋଗ କରୁଛନ୍ତି । ତେବେ…

ପଣା ସଂକ୍ରାନ୍ତିରେ ପରଲୋକ ଗଲେ ସଂଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତି

କଟକ (କେ ନ୍ୟୁଜ୍‌) : ସଂଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କ ପରଲୋକ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅମର ପ୍ରେମ, ଅକ୍ଷି ତୃତୀୟା, ଶ୍ରୀକୃଷ୍ଣ ରାସଲୀଳା, ତ୍ରିନାଥ ମେଳା, ଘର ସଂସାର ଭଳି ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ…

ତାତିରେ ସାରା ରାଜ୍ୟ ଅସ୍ତବ୍ୟସ୍ତ, ୧୬ରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା

ପଶ୍ଚିମରୁ ଦକ୍ଷିଣ । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ତାତି । ତାପମାତ୍ରା ବଢୁଥିବାରୁ ଅସ୍ତବ୍ୟସ୍ତ ଜନଜୀବନ । ଆଉ ୨ ଦିନ ଖରା ପ୍ରକୋପ ଲାଗି ରହିବ । ୧୬ ତାରିଖରୁ ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି । ମୁଖ୍ୟତଃ ବରଗଡ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼,…