Below header

ସାବଧାନ! ଅଧିକ ସମୟ ଯାଏ ପରିସ୍ରା ରୋକୁଛନ୍ତି କି? ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡ଼ିପାରେ

ଡାକ୍ତରମାନେ ସବୁବେଳେ ଅଧିକ ମାତ୍ରାରେ ପାଣି ପଇବାକୁ ଆମକୁ ପରାମର୍ଶ ଦେଇଥାଆନ୍ତି। ପାଣି ପିଇବା ଦ୍ବାରା କିଡନୀ ସଫା ରହିବା ସହ ଅଧା ରୋଗରୁ ମୁକ୍ତି ମିଳିଥାଏ ଏବଂ ତ୍ବଚା ମଧ୍ୟ ଚମକି ଉଠିଥାଏ। ଏମିତି ଦେଖାଯାଏ କି, ଖୁବ୍ ସାରା ପାଣି ପିଇବା ପରେ ଆମକୁ ପରିସ୍ରା ଲାଗିଥାଏ। କିନ୍ତୁ ଯଦି ଆପଣ…

ଦୁନିଆର ସବୁଠାରୁ ମହଙ୍ଗା ‘ଅନ୍ତିମ ସଂସ୍କାର’, ଖର୍ଚ୍ଚ ହୋଇଥିଲା ୬୦୦ କୋଟି ଟଙ୍କା, ଏହି ରାଜାଙ୍କୁ ‘ଭଗବାନ ରାମ’ଙ୍କ…

ଯଦି କୌଣସି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବା କଥା ଆପଣ ଶୁଣିବାକୁ ପାଇବେ, ତା’ହେଲେ ଧରିନେବେ କି, ଏହା କେହି ଜଣେ ରାଜାଙ୍କର ହୋଇଥିବ, ନ ହେଲେ କୌଣସି ଧନୀ ବ୍ୟକ୍ତିଙ୍କର। ହଁ, ଏମିତି ହିଁ ଜଣେ ରାଜା ଥିଲେ ଭୂମିବୋଲ ଅଦୂଲ୍ୟାଦେଜ, ଯାହାଙ୍କ ରାଜୁତି…

ପଶ୍ଚିମବଙ୍ଗର ରହସ୍ୟମୟ ‘ଅଲେୟା ଘୋଷ୍ଟ୍‍ ଲାଇଟ୍‌’, ଯାହା ଲୋକଙ୍କୁ ପାଣିରେ ବୁଡ଼ାଇଦିଏ

ଯଦି ଆପଣଙ୍କ ପାଖରେ ଦୁନିଆର କିଛି ଅଜବ ପ୍ରକାର ଗତିବିଧି ଜାଣିବାର ଝୁଙ୍କ ଥାଏ, ତା’ହେଲେ ପଶ୍ଚିମବଙ୍ଗର ‘ଅଲେୟା ଘୋଷ୍ଟ ଲାଇଟ୍‌’ ନିଶ୍ଚିତ ଭାବେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବ। ବେଙ୍ଗଲ୍‌ର ସନ୍ତସନ୍ତିଆ ଜାଗା ବା ପଙ୍କଭୂମି ପରିଭ୍ରମଣରେ ଗଲେ, କିଛି ଦୂରରେ ଝକମକ୍‌ ହେଉଥିବା ରଙ୍ଗିନ ଆଲୁଅ…

ନବବିବାହିତ ହସନ ଅଲ୍ଲୀ ଓ ସାମିଆ ଆରଜୁଙ୍କୁ ଘରେ ଡିନର ପାର୍ଟି ଦେଲେ ସାନିଆ-ସୋଏବ

ସାନିଆ ମିର୍ଜା ଓ ତାଙ୍କ ସ୍ୱାମୀ ସୋଏବ ମଲ୍ଲିକ ଏବେ ଏବେ ବିବାହ କରିଥିବା ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କୁ ନିଜ ଘରେ ଏକ ଡିନର ପାର୍ଟି ଦେଇଛନ୍ତି। ହସନ, ଭାରତୀୟ ଏୟରୋନାଟିକାଲ ଇଞ୍ଜିନିୟର ସାମିଆ ଆରଜୁଙ୍କୁ ଗତ ୨୦ ଅଗଷ୍ଟରେ ଦୁବାଇରେ ବିବାହ କରିଥିଲେ। ଏହାପରେ ସାନିଆ ଓ ସୋଏବ ଏହି…

୨୦୦ ବର୍ଷର ଏହି କିଲ୍ଲା ଉପରେ କାହିଁକି ହୋଇଥାଏ ‘ବଜ୍ରପାତ’? ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି ରହସ୍ୟ

ଭାରତରେ ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯେଉଁଠି ଅଜବଗଜବ ଘଟଣା ସବୁ ଘଟିଥାଏ। ଏହିଭଳି ଝାଡ଼ଖଣ୍ଡର ରାଞ୍ଚି ସହରରେ ରହିଛି ୨୦୦ ବର୍ଷର ଏକ ଅଟ୍ଟାଳିକା। କୁହାଯାଏ କି, ଏହି ଅଟ୍ଟାଳିକା ଉପରେ ପ୍ରତିବର୍ଷ ହୋଇଥାଏ ‘ବଜ୍ରପାତ’। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ଏହି ରହସ୍ୟକୁ ଭେଦ କରିପାରି…

ମିଛ ନୁହେଁ ପ୍ରେତାତ୍ମା କାହାଣୀ…

ରହସ୍ୟ ଓ ରୋମାଞ୍ଚରେ ଭରପୂର ଏହି ଦୁନିଆ। ଆଜିର ବିଜ୍ଞାନ ଯୁଗରେ ବି ଅନେକ ବାସ୍ତବତା ଏଭଳି ରହିଛି, ଯାହାକୁ କିଛି ଲୋକ ବିଶ୍ୱାସ କରନ୍ତି ତ ଆଉ କିଛି ଲୋକ ଭ୍ରାନ୍ତ ବୋଲି ଭାବନ୍ତି। ଶୁଣିବାକୁ ମିଳେ, ଆମ ଆଖପାଖରେ ଏବେ ବି ରହିଛି ଭୂତପ୍ରେତଙ୍କ ଅସ୍ତିତ୍ୱ। କେହି କେହି ଏହାକୁ ଅନୁଭବ କରିଥିବା…

ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ରାଜନୈତିକ କରିଡରରେ ଝଡ଼: କହିଲେ, ‘ବିଜେପି ନେତାଙ୍କ ଉପରେ ବିରୋଧୀ ତନ୍ତ୍ର ଶକ୍ତି…

ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ଏକ ବୟାନ ରାଜନୈତିକ କରିଡରରେ ସୃଷ୍ଟି କରିଛି ନୂଆ ଝଡ଼। ଗତ କିଛିଦିନ ଭିତରେ ବିଜେପି ନେତାମାନଙ୍କ ନିଧନକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଧ୍ୱୀ। ସେପଟେ କଂଗ୍ରେସ ମଧ୍ୟ ପ୍ରତି ଆକ୍ରମଣ କରିଛି। ସାଧ୍ୱୀଙ୍କ ବୟାନ ଉପରେ କଡ଼ା…

ମହୁଫେଣା କରିବାକୁ ଏମିତି ଜାଗା ବାଛିଲେ ମହୁମାଛି, ଭାଇରାଲ ଭିଡିଓ ଦେଖିଲେ ଆପଣ ନିଜ ହସ ରୋକିପାରିବେନି

ଆପଣମାନେ ମହୁଫେଣା ଦେଖିଥିବେ। ଏହା କେବେ ଗଛ ଉପରେ ତ କେବେ ଛାତ ଉପରେ ଦେଖାଯାଇଥାଏ। କିନ୍ତୁ କ’ଣ କେବେ ମଣିଷ ଦେହରେ ମହୁଫେଣା ତିଆରି ହୋଇଥିବାର ଦେଖିଛନ୍ତି କି? ଆଜ୍ଞା ହଁ, ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଆଉ ନିଜ…

କାହିଁକି ମହିଳାଙ୍କୁ ପସନ୍ଦ ଆସିଥାଏ ପୁରୁଷଙ୍କର ଏହି ଖାସ୍‌ ସ୍ୱଭାବ…

ଯଦି ଆପଣଙ୍କୁ ଲାଗୁଥାଏ କି ମହିଳା କେବଳ ପୁରୁଷମାନଙ୍କର ଆକର୍ଷକ ବ୍ୟକ୍ତିତ୍ୱକୁ ପସନ୍ଦ କରିଥାଆନ୍ତି, ତା’ହେଲେ ଆପଣ ଭୁଲ୍‌ ଭାବୁଛନ୍ତି। ପୁରୁଷଙ୍କ ଉଚ୍ଚତା ଏବଂ ଚେହେରା ତାଙ୍କ ବ୍ୟକ୍ତିତ୍ୱ ଉପରେ ଯେତିକି ପ୍ରଭାବ ପକାଇଥାଏ, ସେତିକି ତାଙ୍କ କଣ୍ଠର ଗାମ୍ଭୀଯ୍ୟର୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ…

ମହିଳାଙ୍କ ପାଇଁ ଖୁସି ଖବର! ସାନିଟାରି ନାପ୍‌କିନ ମୂଲ୍ୟ ଏତିକି ଟଙ୍କା ହ୍ରାସ କରିଦେଲେ ସରକାର

ମହିଳାଙ୍କ ପାଇଁ ଖୁସି ଖବର! ଜନ ଔଷଧି କେନ୍ଦ୍ରରେ ବିକ୍ରି ହେଉଥିବା ସାନିଟାରି ନାପକିନ୍‌ର ମୂଲ୍ୟ ହ୍ରାସ କରିଛନ୍ତି ସରକାର। ଏଣିକି ପ୍ରତି ପ୍ୟାଡ୍‌ ୧ ଟଙ୍କା ମୂଲ୍ୟରେ ବିକ୍ରି ହେବ। ବର୍ତ୍ତମାନ ଏହାର ମୂଲ୍ୟ ଅଢ଼େଇ ଟଙ୍କା ରହିଛି। ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି…

ଅଜବ ହସ୍ପିଟାଲ, ଯେଉଁଠି ହୋଇଥାଏ କେବଳ ବାଦୁଡ଼ିଙ୍କ ଚିକିତ୍ସା

ଆପଣ କେବେ ଏଭଳି ହସ୍ପିଟାଲ ବିଷୟରେ ଶୁଣିଛନ୍ତି କି, ଯେଉଁଠି କେବଳ ବାଦୁଡ଼ିଙ୍କ ଚିକିତ୍ସା ହୋଇଥାଏ? ହଁ, ଏହା ସତ। ଏମିତି ଏକ ଅଜବ ହସ୍ପିଟାଲ ରହିଛି ଅଷ୍ଟ୍ରେଲିଆରେ। ଆପଣ ଏଠାରେ କେବଳ ବାଦୁଡ଼ିମାନଙ୍କୁ ହିଁ ଦେଖିବାକୁ ପାଇପାରିବେ। ଆଉ ଏଥିପାଇଁ ଏହି ହସ୍ପିଟାଲ ବେଶ୍‌ ଜଣାଶୁଣା। ଆପଣ ଜାଣି…

ବିନା ଖର୍ଚ୍ଚରେ ମହିଳା ଏମିତି ପ୍ରସ୍ତୁତ କରୁଛନ୍ତି ଖାଦ୍ୟ, ବ୍ୟବହାର କରୁନାହାନ୍ତି ଗ୍ୟାସ୍‌ ଚୁଲ୍ଲି, ଜାଣନ୍ତୁ…

ପୁଡୁଚେରୀରେ ରହୁଥିବା ଆରତି ମହାନ୍ତି ନାମ୍ନୀ ମହିଳା ଏଭଳି କାମ କରି ଦେଖାଇଛନ୍ତି, ଯେଉଁଥିପାଇଁ ତାଙ୍କୁ ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ। କାହିଁକି ବା ହେବନି, ସେ ନିଜ ବୁଦ୍ଧି ଖଟାଇ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ସାଜିଛନ୍ତି। କଥାଟି ହେଲା, ଆରତି ଗ୍ୟାସ୍‌ ଚୁଲ୍ଲି ବ୍ୟବହାର ନ କରି…