ସୁନ୍ଦରୀ ଥିଲେ ନିଶ ଥିବା ଏହି ରାଜକୁମାରୀ, ଯାହାଙ୍କ ପ୍ରେମରେ ଆତ୍ମହତ୍ୟା କରିଥିଲେ ୧୩ ଯୁବକ, ପଢ଼ନ୍ତୁ ପୂରା କାହାଣୀ

ଆଜିର ସମୟରେ କେବଳ ସେହି ଝିଅମାନଙ୍କୁ ସୁନ୍ଦରୀ ରୂପେ ଗଣାଯାଉଛି, ଯେଉଁମାନଙ୍କ ଚେହେରା ସୁନ୍ଦର, ଶରୀର ପତଳା ଏବଂ ମୁହଁରେ କୌଣସି ପ୍ରକାର ଦାଗ, ଚିହ୍ନ ନାହିଁ। କିନ୍ତୁ ୧୯ ଶତାବ୍ଦୀରେ ଏପରି ନ ଥିଲା। ଆପଣଙ୍କୁ ଏହା ଜାଣିକି ଆଶ୍ଚର୍ଯ୍ୟ ହେବ ଯେ ସେ ସମୟରେ ମୋଟାପଣକୁ ସୁନ୍ଦର ବୋଲି ବିବେଚନା…

ରେଲୱେର ନୂଆ ନିୟମ: ବିନା ବିଲରେ ଜିନିଷ ମିଳିଲେ, ଯାତ୍ରୀ ଦେବେନି ପଇସା

ଭାରତୀୟ ରେଲୱେ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଆରମ୍ଭ କରିଛି। ଏହି ନିୟମ ମୁତାବକ, ରେଲୱେ ଷ୍ଟେଶନ କିମ୍ବା ଟ୍ରେନ୍ ଭିତରେ ଜିନିଷ କିଣିବା ଉପରେ ବିଲ୍ ନ ମିଳିଲେ, ଯାତ୍ରୀଙ୍କୁ କୌଣସି ବି ପଇସା ଦେବାକୁ ହେବନି। ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଗୁରୁବାର ଟୁଇଟ୍ କରି ଏହି ବିଷୟରେ ଘୋଷଣା…

ଆଇସିଆଇସିଆଇ ବ୍ୟାଙ୍କ ଆଣିଛି ବଡ଼ ସୁବିଧା, କିଛି ମିନିଟ ମଧ୍ୟରେ ମିଳିଯିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ, ତା’ହେଲେ ଆପଣଙ୍କ ପାଇଁ ଖୁସି ଖବର। କାହିଁକି ନା ବ୍ୟାଙ୍କ ବର୍ତ୍ତମାନ ଏପରି ଏକ ସୁବିଧା ଉପଲବ୍ଧ କରିଛି, ଯଦ୍ଦ୍ବାରା ମାତ୍ର କିଛି ମିନିଟ୍ ମଧ୍ୟରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିଯିବ। ଯଦିଓ ଏହା ପାଇଁ କେତେକ ସର୍ତ୍ତ ଜାରି କରାଯାଇଛି।…

ଏହି ଦୋକାନୀଙ୍କୁ ମିଳିବନି ୩୦୦୦ ଟଙ୍କା ଭତ୍ତା, ଜାଣନ୍ତୁ କାହାକୁ ମିଳିବ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନଧନ…

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଜୁଲାଇ ୫ରେ ଉପସ୍ଥାପନ କରିଥିବା ବଜେଟରେ ଛୋଟ ଦୋକାନୀଙ୍କ ଲାଗି ‘ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନଧନ ଯୋଜନା’ର ଘୋଷଣା କରିଥିଲେ। ଏଥିରେ କୁହାଯାଇଥିଲା ଯେ ଏହି ପେନସନ ଯୋଜନାର ଲାଭ ସେହି ଦୋକାନୀମାନଙ୍କୁ ମିଳିବ, ଯେଉଁମାନଙ୍କର ବାର୍ଷିକ ଆୟ ଦେଢ଼…

ପର୍ଯ୍ୟଟକଙ୍କ ମୁଣ୍ଡ ଉପରେ ଅତି ନିକଟରେ ଯାଉଛି ବିମାନ, ଭାଇରାଲ ହେଉଛି ଏହି ଲୋମଟାଙ୍କୁରା ଭିଡିଓ

ଗ୍ରୀସର ସ୍କିଥୋସ୍ ବିମାନବନ୍ଦରରେ ଏକ ବିମାନ ସୁପର୍ ଲୋ ଲ୍ୟାଣ୍ଡିଂ ବା ଖୁବ୍ କମ୍ ଉଚ୍ଚତାରେ ଅବତରଣ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଫୁଟେଜ୍ ସେହି କ୍ଷଣକୁ କଏଦ୍ କରିଛି, ଯେତେବେଳେ ବ୍ରିଟିଶ୍ ଏୟାରୱେଜ୍ ବିମାନଟି ସମୁଦ୍ର କୂଳରେ ମଜା ନେଉଥିବା…

ଶ୍ରାବଣ ମାସରେ ମହିଳା ଏହି କାରଣରୁ ପିନ୍ଧନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟକୁ କିପରି ବଦଳାଇ ଦିଅନ୍ତି

ଭଗବାନ ଶିବଙ୍କ ଆରାଧନା ପାଇଁ ଶ୍ରାବଣ ମାସକୁ ପବିତ୍ର ବୋଲି ବିଶ୍ବାସ କରାଯାଏ। ଶିବ ଭକ୍ତଙ୍କ ପାଇଁ ଏହି ମାସ ବହୁତ ଖାସ୍ ହୋଇଥାଏ। ଏହି ଦିନେ ସବୁଆଡ଼େ ସବୁଜିମା ଛାଇ ଯାଇଥାଏ। ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ଏବଂ ଶାଢ଼ି ପିନ୍ଧନ୍ତି। କିନ୍ତୁ ଆପଣ ଏହା ଜାଣିଛନ୍ତି କି ଶ୍ରାବଣ ମାସରେ ସବୁଜ…

ଉତ୍ତର ପ୍ରଦେଶରେ ଗୁଳିକାଣ୍ଡ : ଜମି ଚାଷକୁ ବିରୋଧ କରିବାରୁ ୯ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା

ଚାଷ ଜମିକୁ ନେଇ ପୂର୍ବ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲା ଉଭା ଗାଁରେ ଘଟିଛି ଏକ ଜଘନ୍ୟ ଗୁଳିକାଣ୍ଡ। ଏଥିରେ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ଆଉ ୧୯ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ୨ଜଣଙ୍କୁ ଗିରଫ କରିଛି। ସୋନଭଦ୍ର ପୋଲିସ…

ଫେସବୁକରେ ବି ଆପଣ ବନେଇ ପାରିବେ ‘ଟିକ ଟକ୍’ ଭଳି ଭିଡିଓ, ଖୁବଶୀଘ୍ର ଆସୁଛି ନୂଆ ଆପ୍

ଶର୍ଟ ଭିଡିଓ ଆପ୍ ‘ଟିକ ଟକ୍’ର ଲୋକପ୍ରିୟତାରେ ପ୍ରଭାବିତ ହୋଇ ଫେସ୍ବୁକ୍ ଖୁବଶୀଘ୍ର ଏହିଭଳି ନିଜର ଏକ ଆପ୍ ଉନ୍ମୋଚନ କରିପାରେ। ଫେସ୍ବୁକ୍ ଗତ ସପ୍ତାହରେ ଏନପିଇ(ନ୍ୟୁ ଏକ୍ସପେରିମେଣ୍ଟ ଆପ୍ ଡିଭିଜନ) ଟିମ୍ ଗଠନ କରିଛି। ଏହି ଟିମରେ ଶର୍ଟ ଭିଡିଓ ଆପ୍ Vine ର ଜେନେରାଲ ମ୍ୟାନେଜର ଜାସନ୍ ଟଫ୍…

୮୦ ଡିଗ୍ରୀ ସେଣ୍ଟିଗ୍ରେଡରେ କଦଳୀ ପତ୍ର ସହ ସିଝାନ୍ତୁ ଡାଲି, ଆପଣ ରହିବେ ସୁସ୍ଥ ଓ ନିରୋଗ

ଆମ ଶରୀର ପାଇଁ କଦଳୀ ପତ୍ର କେତେ ଉପକାରୀ ଜାଣିଛନ୍ତି କି? ଯଦି ନା, ତା’ ହେଲେ ଜାଣି ରଖନ୍ତୁ ଏହା ଆମକୁ ସୁସ୍ଥ ତଥା ନିରୋଗ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆମେ ଏଠାରେ ଏକ ଉଦାହରଣ ଦେଉଛୁ, ଯାହାକି ଆପଣଙ୍କ ପାଇଁ ବିଶେଷ ଉପାଦେୟ ହେବ।ପ୍ରେସର କୁକର୍ କିମ୍ବା କୌଣସି ଏକ ପାତ୍ରରେ ଡାଲି…

ଗାଁରେ ପରିବା ବିକୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆସିଗଲା ୪ କୋଟି, କିଛି କ୍ଷଣ ପରେ ଭାଙ୍ଗିଗଲା ସୁନେଲି…

ଟିକିଏ ଭାବନ୍ତୁ ତ, ଜଣେ ଗରିବ ଲୋକ ପାଖରେ ପରିବାର ଚଳାଇବା ପାଇଁ ପଇସା ନାହିଁ। ଆଉ ଏହି ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି କୋଟି କୋଟି ଟଙ୍କା। ଉତ୍ତର ପ୍ରଦେଶରେ ଘଟିଥିବା ଏଭଳି ଏକ ଘଟଣା ଜଣେ ପରିବା ବିକାଳିଙ୍କ ଖୁସିକୁ ଦୁଇଗୁଣ କରିଦେଇଥିଲା, ହେଲେ କିଛି କ୍ଷଣ ପରେ ତାହା ଏକ…

ବାରାଣସୀ: ଗୁରୁ ପୂର୍ଣ୍ଣିମାରେ ମୁସଲମାନ ମହିଳା କଲେ ପାତାଲପୁରୀ ମଠ ପୀଠାଧୀଶ୍ବରଙ୍କ ପୂଜା

ଗୁରୁଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ବାରାଣସୀର ମୁସଲମାନ ମହିଳା ପାତାଲପୁରୀ ମଠ ପହଞ୍ଚିଥିଲେ। ଏଠାରେ ସେମାନେ ରୀତିନୀତି ଅନୁସାରେ ମଠର ପୀଠାଧୀଶ୍ବର ମହନ୍ତ ବାଳକ ଦାସଙ୍କ ପୂଜା କରିଥିଲେ। ମୁସଲମାନ ମହିଳା ଫାଉଣ୍ଡେଶନର ନ୍ୟାଶନାଲ ସଦର ନାଜନିନ୍ ଅଂସାରୀ ଅନ୍ୟ ମୁସଲମାନ ମହିଳାଙ୍କ ସହ…

Jio Gigafiber କୁ ଟକ୍କର ଦେଇ Tata Sky ଆରମ୍ଭ କଲା ନୂଆ ପ୍ଲାନ୍, ମିଳୁଛି ଅନଲିମିଟେଡ୍ ଡାଟା

ଟାଟା ସ୍କାଏ ନିଜ ୟୁଜର୍ସଙ୍କ ପାଇଁ ପୁଣି ଏକ ବଡ଼ ପ୍ଲାନ୍ ନେଇଆସିଛି। DTH ସର୍ଭିସ୍ ସହିତ ଦେଶର ୨୧ ସହରରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଯାଉଛି। ଏହାସହ କମ୍ପାନୀ ୟୁଜରମାନଙ୍କୁ ବ୍ରଡବ୍ୟାଣ୍ଡର ଅନଲିମିଟେଡ୍ ଡାଟା ପ୍ଲାନ୍ ବି ଅଫର କରୁଛି। ତେବେ ଟାଟା ସ୍କାଏ Jio Gigafiber କୁ…