Below header

କମିଲା ସୁନା ଦର, ଜାଣନ୍ତୁ ଆଜି ପୁଣି କେତେ କମିଲା ସୁନା ଦାମ୍

କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୬୦ ଟଙ୍କା କମି ୪୭,୬୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୬୦୦ ଟଙ୍କା ହୋଇଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ…

ଖରାରେ ବସି ଉର୍ବଶୀ ନେଲେ ‘MUD Bath’, ଫ୍ଯାନ ଦେଖି ହେଲେ ପାଗଳ

ବଲିଉଡର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଉର୍ବଶୀ ରୌତେଲାଙ୍କ ନାଁ ଆସେ। ଫିଲ୍ମ ସହିତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି ଉର୍ବଶୀ। ନିଜ ଫ୍ଯାନଙ୍କ ସହିତ ହଟ୍, ସେକ୍ସି ଫଟୋ ସେୟାର କରନ୍ତି। ଉର୍ବଶୀ ଜୁନ୍ ୧୪ରେ ଇନଷ୍ଟାଗ୍ରାମରେ ନିଜର ‘MUD BATH’ ଫଟୋ ସେୟାର କରିଥିଲେ, ଯାହା…

ଗରମରୁ ରକ୍ଷା ପାଇଁ ଆଜି ହିଁ ଘରେ ବନାନ୍ତୁ କୋଲକତା ଫେମ୍ସ ଦୁଧ କୋଲା

କଲିକତାରେ ଦୁଧ୍ କୋଲା ନାମରେ ଏକ ଡ୍ରିଙ୍କ ବେଶ୍ ଲୋକପ୍ରିୟ। ଗରମ ଦିନରେ ଏହାକୁ ପିଇବା ଦ୍ବାରା ସଂପୂର୍ଣ୍ଣ ମସ୍ତିଷ୍କ ତାଜା ହୋଇଯାଏ, ଫ୍ରେସ ଲାଗେ। ଯେପରି ଶରୀରକୁ ଏହା ସତେଜ କରିଦିଏ, ସେହିପରି ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରାଯାଏ…

ଖନନରୁ ମିଳିଲା ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା, ଏଥିପାଇଁ ରହିଥିଲା ସୁରକ୍ଷିତ

ଇସ୍ରାଇଲରେ ଖନନ ସମୟରେ ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହା ଦୁନିଆର ସବୁଠାରୁ ପୁରୁଣା ଅଣ୍ଡା ମଧ୍ୟରୁ ଅନ୍ୟତମ। କିନ୍ତୁ ସଫା କରାଯିବା ସମୟରେ ଅଣ୍ଡାଟି ଭାଙ୍ଗି ଯାଇଥିବାର ଜଣାପଡ଼ିଛି। କୁହାଯାଉଛି, ଏହି ଅଣ୍ଡାଟି ଦଶମ ଶତାବ୍ଦୀର। ତେବେ କେନ୍ଦ୍ରୀୟ…

ପଞ୍ଚତାରକା ହୋଟେଲରେ ଡ୍ରଗ୍ସ ସହିତ ଜନ୍ମଦିନ ପାର୍ଟି କରୁଥିଲେ ବଲିଉଡର ଏହି ଅଭିନେତ୍ରୀ, ପୋଲିସ କଲା ଗିରଫ

ମୁମ୍ବାଇରେ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ଜନ୍ମଦିନରେ ଡ୍ରଗ୍ସ ସହ ପାର୍ଟି କରିବା ମହଙ୍ଗା ପଡିଲା। ପାର୍ଟିରେ ଡ୍ରଗ୍ସ କାରବାର ଚାଲିଥିବାବେଳେ ପୋଲିସକୁ ଗୁପ୍ତ ଭାବେ ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ପୋଲିସ ଟିମ୍ ବିଳମ୍ବିତ ରାତିରେ ହୋଟେଲ ଉପରେ ଚଢ଼ାଉ କରି ଅଭିନେତ୍ରୀ ଏବଂ…

ବିଶ୍ବ ଟେଷ୍ଟ ଚମ୍ପିଆନସିପ ବିଜେତାଙ୍କୁ ମିଳିବ ଏତେ କୋଟି ଟଙ୍କା, ଆଇସିସି କଲା ଘୋଷଣା

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମ୍ୟାଚ୍‌କୁ ମାତ୍ର ୩ ଦିନ ବାକି ରହିଛି। ବିଶ୍ଵର ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ହାଇଭୋଲେଟ୍ ମୁକାବିଲା ଉପରେ ରହିଛି। ଅନ୍ୟପଟେ ଟାଇଟଲ୍‌ ମୁକାବିଲା ଜିତିବା ଦଳକୁ କେତେ ପୁରସ୍କାର ରାଶି ମିଳିବ…

ଲୋକପ୍ରିୟ କନ୍ନଡ ଷ୍ଟାର ସଞ୍ଚାରୀ ବିଜୟଙ୍କ ଦୁର୍ଘଟଣାରେ ପରଲୋକ, ପରିବାର ପକ୍ଷରୁ ଅଭିନେତାଙ୍କ ହେବ ଅଙ୍ଗଦାନ

ଜାତୀୟ ପୁରସ୍କାର ବିଜେତା କନ୍ନଡ ଫିଲ୍ମ ଅଭିନେତା ସଞ୍ଚାରୀ ବିଜୟଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି। ଜୁନ ୧୨ ତାରିଖରେ ତାଙ୍କର ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଥିଲା। ଏହାପରେ ସେ ତାଙ୍କୁ ବେଙ୍ଗାଲୁରୁର ଅପୋଲୋ ହସ୍‌ପିଟାଲ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ସଞ୍ଚାରଙ୍କର…

ଇଂଜିନିୟରିଂ କରିଥିଲେ ଭାରତୀୟ ସେନାରେ ମିଳିବ ଚାକିରି, ଜଲଦି କରନ୍ତୁ ଆବେଦନ

ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଚନ୍ତି କି ? ଯଦି ଇଚ୍ଛା ରଖିଛନ୍ତି, ତେବେ ତୁରନ୍ତ ଆପ୍ଲାଏ କରନ୍ତୁ। ଭାରତୀୟ ଆର୍ମି ପକ୍ଷରୁ ସର୍ଟ ସର୍ଭିସ କମିଶନ ଅଧିନରେ ଭର୍ତ୍ତି ହେବା ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ଜୁନ ରହିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟ…

ଦୁଇ ମୁହଁ ଓ ଚାରିଟି ଆଖି କିନ୍ତୁ ଦୁଇ କାନ, ଜନ୍ମ ନେଲା ଅଦ୍ଭୁତ ବାଛୁରୀ

ଦୁନିଆରେ ଅନେକ ପ୍ରକାର ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ। କିଛି ଏମିତି ଏକ ଜିନିଷ ଉତ୍ତର ପ୍ରଦେଶର ଚନ୍ଦୋଲିରେ ଦେଖିବାକୁ ମିଳିଛି। ଏଠାରେ ଏକ ଦୁଇ ମୁଣ୍ଡିଆ ବାଛୁରୀ ଜନ୍ମ ନେଇଛି। ଏହି ବାଛୁରୀର ଦୁଇଟି ମୁଣ୍ଡ ଓ ଦୁଇଟି କାନ, ୪ଟି ଆଖି ରହିଛି। ତେବେ ବାଛୁରୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ…

ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

ସୂର୍ଯ୍ଯଙ୍କ ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ। ବର୍ଷକୁ ୧୨ଟି ସଂକ୍ରାନ୍ତି ପଡିଥାଏ, ଯାହା ମଧ୍ୟରୁ ମିଥୁନ ସଂକ୍ରାନ୍ତି ଅନ୍ଯତମ। ମିଥୁନ ସଂକ୍ରାନ୍ତି ଦିନ ସୂର୍ଯ୍ଯ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରନ୍ତି। ଚଳିତ ବର୍ଷ ମିଥୁନ ସଂକ୍ରାନ୍ତି ୧୫ ଜୁନ୍ ଅର୍ଥାତ୍ ଆସନ୍ତକାଲି…

ବିତିଗଲା ବର୍ଷେ କିନ୍ତୁ ଆଜି ଯାଏଁ ସାମ୍ନାକୁ ଆସିପାରିଲାନି ମୃତ୍ୟୁର ପ୍ରକୃତ ସତ୍ଯ

ଚାହୁଁ ଚାହୁଁ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ବିତିଗଲା। କିନ୍ତୁ ଆଜିଯାଏ ଏହା ମୃତ୍ୟୁ କି ଆତ୍ମହତ୍ଯା ତାହା ଜଣାପଡିଲା ନାହିଁ। ଆଜି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ ଜୀବନ, ତାଙ୍କର ଅନନ୍ୟ ଯାତ୍ରା ଏବଂ…

ଫ୍ରେଞ୍ଚ ଓପନ ୨୦୨୧ର ଟାଇଟଲ୍ ଜିତିଲେ ନୋଭାକ ଜାକୋଭିକ୍, ମିଲିଲା କ୍ଯାରିଅରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ଫ୍ରେଞ୍ଚ ଓପନ ୨୦୨୧ର ଟାଇଟଲ୍ ଜିତିଲେ ବିଶ୍ୱର ନମ୍ବର ୱାନ ଟେନିସ୍ ଖେଳାଳି ନୋଭାକ ଜାକୋଭିକ୍। ଫାଇନାଲ୍‌ରେ ଷ୍ଟେଫାନୋସ୍ ସିଟସିପାସଙ୍କୁ ହରାଇ କ୍ୟାରିଅରର ୧୯ତମ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି । ତେବେ ଏଥିପାଇଁ ଜୋକଭିକ୍‌ଙ୍କୁ ଷ୍ଟେଫାନୋସ୍ ସିଟସିପାସଙ୍କ ମଧ୍ୟରେ କଡ଼ା ଟକ୍କର…