ଅବସର ନେଲା ଆଫ୍ରିକୀୟ ବାହାଦୂର ମୂଷା ‘ମାଗୱା’, ଯିଏ ବଞ୍ଚାଇଛି ହଜାର ହଜାର ଲୋକଙ୍କ ଜୀବନ

କମ୍ବୋଡିଆ ମାଇନ୍ ଆକ୍ସନ ସେଣ୍ଟର (ସିଏମଏସି)ଙ୍କ ଅଧିନରେ ମାଇନ ଅନୁସନ୍ଧାନ କାର୍ଯ୍ୟରେ ନିଯୁକ୍ତ ବିଶାଳ ଆଫ୍ରିକୀୟ ମୂଷା ‘ମାଗୱା’ କାର୍ଯ୍ୟରୁ ଅବସର ଗ୍ରହଣ କରିଛି। ଗତ ୫ ବର୍ଷର କ୍ୟାରିୟରରେ ମାଗୱା ଅନୁନ୍ୟ ୭୧ଟି ଲ୍ୟାଣ୍ଡମାଇନ ସାଙ୍ଗକୁ ମାଟି ତଳେ ଲୁଚାଇ ରଖାଯାଇଥିବା ୩୮ଟି ବିସ୍ଫୋରକକୁ…

ନର୍ସିଂ କୋର୍ସ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲିପଡିଛି ୫୨୧୫ ପଦବୀ

କ’ଣ ଆପଣ ନର୍ସିଂ କୋର୍ସ କରିଛନ୍ତି କି ? ଯଦି କରିଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ଯାସନାଲ ହେଲଥ ମିଶନ ଅଧିନରେ ମଧ୍ୟପ୍ରଦେଶରେ ବମ୍ପର ଭର୍ତ୍ତି ହେଉଛି। ଏଠାରେ ୫୨୧୫ ପଦବୀ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଯେଉଁଥିରେ ମହିଳା ସ୍ବାସ୍ଥ୍ଯକର୍ମୀ ଏବଂ ଷ୍ଟାଫ ନର୍ସ ମଧ୍ୟ…

WTC Final : କ୍ବାରେଣ୍ଟାଇନ ୩ୟ ଦିନରେ ଅଭ୍ଯାସ କଲା ଭାରତୀୟ ଟିମ୍, ଅଲଗା ଅଲଗା ଗ୍ରୁପରେ କରୁଛନ୍ତି ଟ୍ରେନିଂ

ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚି ୩ ଦିନ କ୍ବାରେଣ୍ଟାଇନରେ ରହିଥିଲା। ଆଜି ୩ୟ ଦିନରେ ଅଭ୍ଯାସ ଜାରି କରିଛି। ଆଉ ଅଭ୍ଯାସ କରିବା ପାଇଁ ଅଲଗା ଅଲଗା ସମୟରେ ଜିମ୍ ଏବଂ ପଡିଆକୁ ଯିବାକୁ ଅନୁମତି…

ରାଜା-ରାଣୀ ସାଜିଲେ ବାଦଶାହ ଓ ଜ୍ଯାକଲିନ, ଧୁମ ମଚାଉଛି ଭିଡିଓ

ବାଦଶାହ ଏବଂ ଆସ୍ଥା ଗିଲଙ୍କ ନୂଆ ଗୀତ ‘ ପାନି ପାନି’ର ଟିଜର ରିଲିଜ ହୋଇଛି। ଏହି ଗୀତରେ ପୁଣିଥରେ ବାଦଶାହ ଏବଂ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜଙ୍କ ଯୋଡି ନଜର ଆସିବ। ଟିଜର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ବହୁ ପ୍ରତିକ୍ଷୀତ ଗୀତ ‘ପାନି ପାନି’ ଗୀତଟି ଜୁନ ୯ ତାରିଖରେ ରିଲିଜ…

ଘରେ କୁକୁର ପାଳିବା ଅତ୍ଯନ୍ତ ଶୁଭ, ନିସନ୍ତାନଙ୍କୁ ମିଳେ ସନ୍ତାନ

ଆଜିକାଲି ଲୋକ ସଉକରେ ହେଉ ଅବା ଭଲପାଇ ଘରେ କୁକୁର ପୋଷୁଛନ୍ତି। କିନ୍ତୁ ହୁଏତ ଅନେକ ଜାଣିନଥିବେ କି, ଘରେ କୁକୁର ପାଳିବା ବାସ୍ତୁ ଅନୁଯାୟୀ ମଧ୍ୟ ବେଶ ଫାଇଦାଯୁକ୍ତ ହୋଇଥାଏ। ଯଦି ଆପଣଙ୍କ ଘରେ କୁକୁର ନାହିଁ ଆଉ ଆପଣ ପାଳିବା ବିଷୟରେ ଭାବୁଛନ୍ତି, ତେବେ ଏହା ସହିତ ଜଡିତ କିଛି ବାସ୍ତୁ ଟିପ୍ସ…

ଗଛର ପତ୍ରରେ ଆପଣ କେବେ ବି ଏମିତି ଚଢେଇ ବସା ପୂର୍ବରୁ ଦେଖିନଥିବେ, ଦେଖନ୍ତୁ ଭିଡିଓ

ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ସବୁପ୍ରକାର ଚେଷ୍ଟା କରିଥାନ୍ତି। କିନ୍ତୁ ପକ୍ଷୀଟିଏ ତା’ ବସାକୁ ସୁନ୍ଦର କରିବା ପାଇଁ କାଠିକୁଟା ଆଣି ସଜାଡିଥାଏ। ଆପଣ ଏମିତି ଅନେକ ପକ୍ଷୀ ବସା ଦେଖିଥିବେ ନିଶ୍ଚିତ। ଏବେ କିନ୍ତୁ ଭାଇରଲ ହେଉଥିବା ଏହି ପକ୍ଷୀର ବସା ଦେଖିଲେ ନିଜ ଆଖିକୁ ବିଶ୍ବାସ…

HCL ରେ ଖାଲିପଡିଛି ଇଲେକ୍ଟ୍ରିସିଆନ ଗ୍ରେଡ ୨ ଏବଂ ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ପଦବୀ, ଜଲଦି କରନ୍ତୁ ଆବେଦନ

ହିନ୍ଦୁସ୍ତାନ କପର ଲିମିଟେଡରେ ଇଲେକ୍ଟ୍ରିସିଆନ ଗ୍ରେଡ ୨ ଏବଂ ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ୧୫ ଜୁଲାଇ ପର୍ଯ୍ଯନ୍ତ ନିର୍ଦ୍ଧାରିତ ଫର୍ମାଟରେ ଯାଇ ଆବେଦନ କରିପାରିବେ। ଜରୁରୀ ତାରିଖ: ଆବେଦନ ପତ୍ର ଦାଖଲ କରିବାର ଶେଷ…

ଟାଇଗର ଶ୍ରଫ ପାଲଟିଲେ ଡେଭିଡ ୱାର୍ଣ୍ଣର, ଆଲିଆଙ୍କ ସହିତ ‘ହୁକ୍ ଅପ୍’ ଗୀତରେ କଲେ ଡ୍ଯାନ୍ସ

ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ଏହା ସହିତ ନିଜ ଫନି ଅନ୍ଦାଜ ପାଇଁ ମଧ୍ୟ ବହୁତ ଜଣାଶୁଣା ୱାର୍ଣ୍ଣର। ଏଥିପାଇଁ ଭାରତରେ ତାଙ୍କ ଫ୍ଯାନ ଫଲୋଇଂ ମଧ୍ୟ କିଛି କମ୍ ନୁହେଁ। ପୁଣି ଥରେ ଭାରତୀୟ ଫ୍ଯାନଙ୍କୁ ଚକିତ କରିଦେଇଛନ୍ତି…

ନୂଆ ଫିଚର ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଇଛି Realme, ଯାହା ଦେବ ଜିଓ ଫୋନକୁ ଟକ୍କର

ରିଅଲ ମି ଗତ ସପ୍ତାହରେ ନିଜ ସବବ୍ରାଣ୍ଡ Dizo ଲଞ୍ଚ କରିଥିଲା। ଏହା ପରେ ବଜାରେ କେତେ ନୂଆ IoT ପ୍ରଡକ୍ଟ ଲଞ୍ଚ କରିବ ବୋଲି ମଧ୍ୟ ଘୋଷଣା କରିଥିଲା। କମ୍ପାନୀ ଏହି ଘୋଷଣା କରିବା ପରେ ଅପକମିଂ ଡିଭାଇସ ସହିତ ଜଡିତ କିଛି ଲିକ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ରିଅଲ ମିର ସବବ୍ରାଣ୍ଡ Dizo…

ଲୁଚାଛପାରେ ‘ଉରୀ’ ନିର୍ଦ୍ଦେଶକ ଆଦିତ୍ଯ ଧରଙ୍କ ହାତ ଧରିଲେ ୟାମୀ, ସେୟାର କଲେ ଫଟୋ

ବଲିଉଡର ସୁନ୍ଦର ଅଭିନେତ୍ରୀ ୟାମୀ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହର ପ୍ରଥମ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୟାମୀ ଫିଲ୍ମ ‘ଉରୀ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ କରିଛନ୍ତି ୟାମୀ । ବିବାହରେ ଉଭୟ ପରିବାର ଲୋକ ହିଁ ଉପସ୍ଥିତ ଥିଲେ । ୟାମୀ ବିବାହର…

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ୨ବର୍ଷ ପାଇଁ ସସପେଣ୍ଡ କଲା ଫେସବୁକ୍‌

ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସସ୍ପେଣ୍ଡ କରିଛି । ଫେସବୁକର ଏହି ନିଷ୍ପତ୍ତି ୭ ଜାନୁଆରୀ ୨୦୨୧ରୁ ରଦ୍ଦ କରିଥିଲା। ଏହାପୂର୍ବରୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ମଧ୍ୟ…

ଖୁବଶୀଘ୍ର ବାପା ହେବେ ଅପାରଶକ୍ତି ଖୁରାନା, ସେୟାର କଲେ ଫଟୋ

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛୋଟ ଭାଇ ଅପାରଶକ୍ତି ଖୁରାନା ଖୁସି ଖବର ଦେବାକୁ ଯାଉଛନ୍ତି। ନିକଟରେ ଅପାରଶକ୍ତି ସୋସିଆଲ ମିଡିଆରେ ନିଜ ପର୍ସନାଲ ଲାଇଫ ସହିତ ଜଡିତ ଖୁସି ଖବର ସେୟାର କରିଛନ୍ତି। ଖୁବଶୀଘ୍ର ଅପାରଶକ୍ତି ବାପା ହେବାକୁ ଯାଉଛନ୍ତି, ଯାହାକୁ ନେଇ ବେଶ ଉତ୍ସାହିତ…