ଧ୍ବଂସ ହୋଇଗଲା ସଲମାନଙ୍କ ‘ଟାଇଗର ୩’ର ସୁଟିଂ ସେଟ୍, ବିନା ସୁଟିଂରେ ମେକର୍ସ ସହିଲେ କୋଟି କୋଟି ଟଙ୍କାର କ୍ଷତି

କ୍ଯାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’ ପାଇଁ କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ଫିଲ୍ମର ସୁଟିଂ ସେଟ୍ ଧ୍ବଂସ ହୋଇଯାଇଛି। ଯାହା ପାଇଁ ମେକର୍ସଙ୍କୁ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ଲକଡାଉନ ପୂର୍ବରୁ ସୁଟିଂ ସେଟରେ…

ବ୍ରେନ ଟ୍ଯୁମର ପ୍ରାରମ୍ଭିକ ଲକ୍ଷଣ କ’ଣ, ଆପଣ ଜାଣନ୍ତି କି ?

ପ୍ରତିବର୍ଷ ଜୁନ ୮ ତାରିଖ ଦିନକୁ ୱାଲର୍ଡ ବ୍ରେନ ଟ୍ଯୁମର ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଟ୍ଯୁମର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା କରିବା ପ୍ରଥମ ପ୍ରୟାସ ହୋଇଥାଏ। ଏହି ରୋଗ ମସ୍ତିଷ୍କର କୋଷିକାଗୁଡିକ ଅନିୟନ୍ତ୍ରିତ ଭାବେ ବଢିବାରୁ ଲୋକିଥାଏ। ଏମିତି ଲୋକଙ୍କର ଅନେକ ସମସ୍ଯା…

ସୋଏବଙ୍କ ପରେ ପୁଣି ଏହି ଷ୍ଟାର ଖେଳାଳି ସାଜିବେ ଭାରତୀୟ ଜ୍ବାଇଁ, ଧରିବେ ବିନୀ ରମନଙ୍କ ହାତ

ଖୁବଶୀଘ୍ର ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ଟିମ୍‌ ଷ୍ଟାର ଖେଳାଳି ଗ୍ଲେନ୍‌ ମାକ୍ସଓ୍ବେଲ। ପୂର୍ବରୁ ପାକିସ୍ତାନ ଖେଳାଳି ସୋଏବ ମଲ୍ଲିକ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରି ଭାରତୀୟ ଜ୍ବାଇଁ ହୋଇଥିବା ବେଳେ ଏବେ ମାକ୍ସୱେଲ ଭାରତୀୟ ଜ୍ବାଇଁ ହେବାକୁ ଯାଉଛନ୍ତି।…

ପଶ୍ଚିମବଙ୍ଗରେ ମଧ୍ୟରାତ୍ରିରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ: ୨୬ ମୃତ, ଶୋକ ବ୍ଯକ୍ତ କଲେ ମୋଦି ଏବଂ ଶାହା

ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ମଧ୍ୟରାତ୍ରିରେ ପ୍ରବଳ ବର୍ଷା ପବନ ଓ ବଜ୍ରପାତ ଯୋଗୁଁ ୨୬ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟର ୩ ଜିଲ୍ଲାରେ ସୋମବାର ବଜ୍ରପାତରେ ୨୬ ମୃତ୍ୟୁବରଣ କରିଥିବା ବେଳେ ୧୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁର୍ଶିଦାବାଦର ୯ ଏବଂ ହୁଗଳୀରେ ୧୧ ଜଣ ଲେଖାଁଏ…

ଲୁଚିଛପି ବାହା ହେଲେ ରଣବୀରଙ୍କ ପ୍ରେମିକା, ଧରିଲେ ପୁରୁଣା ପ୍ରେମିକଙ୍କ ହାତ

ଗତ କିଛିଦିନ ହେଲାଣି ବଲିଉଡରେ ବିବାହ ଋତୁ ଚାଲିଛି। ନିକଟରେ ୟାମୀ ଗୌତମ ଲୁଚାଛପା ବିବାହ କରିଥିବା ବେଳେ ଏବେ ଆଉ ଜଣେ ବଲିଉଡ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଲିଉଡର ହଟ ଅଭିନେତ୍ରୀ ଏଭଲିନ୍ ଶର୍ମା ବୟଫ୍ରେଣ୍ଡ ତୁଷାନ୍ ଭିଣ୍ଡିଙ୍କ ହାତ ଧରିଛନ୍ତି। ବିବାହ ଫଟୋ ସେୟାର କରି…

DFCCIL ରେ ବିଭିନ୍ନ ପଦବୀରେ ବମ୍ପର ନିଯୁକ୍ତି: ଜଲଦି କରନ୍ତୁ ଆବେଦନ, ଦରମା ମାସିକ ୧.୬ ଲକ୍ଷ ଟଙ୍କା

ରେଳ ମନ୍ତ୍ରଣାଳୟ ଅଧିନରେ ଥିବା DECCIL ରେ ଚାକିରି କରିବାକୁ ଇଚ୍ଛା ରଖିଛନ୍ତି, ତେବେ ଜଲଦି କରନ୍ତୁ। ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ DFCCIL ର ଏକ୍ଜକ୍ଯୁଟିଭି ଏବଂ ଅନ୍ଯ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ସବୁ ପଦବୀରେ ଆବେଦନ କରିବା ପାଇଁ…

ସନବର୍ନ, ଟ୍ଯାନିଂ ଦୂର କରିବ ଅଟା ଫେସପ୍ଯାକ୍, ତେଲିଆ ତ୍ବଚା ପାଇଁ କରନ୍ତୁ ଏହି ଉପାୟ

ଆପଣ ଅଟାରେ ରୁଟି କିମ୍ବା ପୁରୀ ତିଆରି କରିଥିବେ। ଏହା ଶରୀର ପାଇଁ ବେଶ ଲାଭପ୍ରଦ। କିନ୍ତୁ କେବେ ଆପଣ ଅଟାକୁ ନିଜ ସୁନ୍ଦରତା ବଢାଇବା ପାଇଁ ବ୍ଯବହାର କରିଛନ୍ତି କି ? ଯଦି କରିନାହାନ୍ତି, ତେବେ ଆଜି ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ। ଅଟାରେ ଅନେକ ପ୍ରକାର ତ୍ବଚା ସମ୍ବନ୍ଧୀୟ ସମସ୍ଯା ମଧ୍ୟ ଦୂର…

WhatsApp ର ନୂଆ ଫିଚର Fast Playback ରେ ମେସେଜ ପଠାଇବା ହେବ ସହଜ, ଟାଇପିଂ ଝିନଝଟରୁ ମିଳିବ ମୁକ୍ତି

WhatsApp ଆଣିଛି ନୂଆ ଫାଷ୍ଟ ପ୍ଲେର ଫିଚର। ଏହି ଫିଚର ଯୋଗୁଁ ଏବେ ଆପଣଙ୍କୁ ମେସେଜ ଟାଇପିଂ କରିବା ଝିନଝଟରୁ ମିଳିବ ମୁକ୍ତି। ଆଉ ଟାଇପିଂ କରି ଅଯଥା ସମୟ ବରବାଦ କରିବାକୁ ପଡିବ ନାହିଁ। ଯେଉଁମାନେ ମେସେଜିଂ ପ୍ଲାଟଫର୍ମ WhatsAppରେ ଲମ୍ବା ଭଏସ୍ ମେସେଜ୍ କରନ୍ତି, ସେମାନଙ୍କ ପାଇଁ ଏହି ଫିଚର…

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡ ନେଉଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ବିକଶିତ ହେଉଛି: ରିସର୍ଚ୍ଚ

କରୋନା ଭାଇରସ ବିରୋଧରେ ଚାଲିଥିବା ଏହି ଲମ୍ବା ଯୁଦ୍ଧରେ ସୁରକ୍ଷିତ ରହିବା ପାଇଁ ଟିକା ହେଉଛି ଏକମାତ୍ର ବିକଳ୍ପ। ବର୍ତ୍ତମାନ ଦେଶରେ କରୋନାଭାଇରସରୁ ରକ୍ଷା କରିବା ପାଇଁ ଟିକାକରଣ ଅଭିଯାନ ଚାଲିଛି । ଏହି ସମୟରେ, କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ…

ପାକିସ୍ତାନରେ ବଡ ଟ୍ରେନ ଦୁର୍ଘଟଣା: ୩୦ରୁ ଅଧିକ ମୃତ, ୫୦ରୁ ଅଧିକ ଆହତ

ପାକିସ୍ତାନରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଡାହରକି ଅଞ୍ଚଳରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ…

ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର, ପ୍ରଶଂସକ ହେଲେ ନିରାଶ

ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର । ପୂର୍ବତନ ଏକ ନମ୍ବର ତଥା ୨୧ତମ ଗ୍ରାଣ୍ଡସ୍ଲାମ ସନ୍ଧାନରେ ଥିବା ସ୍ଵିଜରଲାଣ୍ଡର ରୋଜର ଫେଡେରର ନିଜ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଫ୍ରେଞ୍ଚ ଓପନର ପ୍ରି କ୍ଵାର୍ଟର ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ସେ ଏହି ପ୍ରତିଯୋଗିତାରୁ ଓହରି…

କେବେ ଖାଇଛନ୍ତି ସ୍ବିଟ କର୍ନ ଖିରି, କେବେ ବି ଭୁଲିପାରିବେନି ଏହାର ସ୍ବାଦ

ଆପଣ ଚାଉଳ, ସୁଜି, ସିମେଇ, ପନିର କ୍ଷୀର ନିଶ୍ଚିତ ଖାଇଥିବେ। ଏହାଛଡା ଆପଣ ଅନେକ ଥର ସ୍ବିଟ କର୍ନ ଖାଇଥିବେ। କିନ୍ତୁ କେବେ ସ୍ବିଟ୍ କର୍ନରେ ପ୍ରସ୍ତୁତ ଖିରି ଖାଇଛନ୍ତି କି ? ତେବେ ଚାଲନ୍ତୁ ଆଜି ଆମେ ପ୍ରସ୍ତୁତ କରିବା ସ୍ବିଟ କର୍ନ ଖିରି। ଯାହା ଖାଇବାକୁ ବେଶ ସ୍ବାଦିଷ୍ଟ। ଆବଶ୍ଯକ…