BPSC ରେ ଖାଲିପଡିଥିବା ପଦବୀ ପାଇଁ ଜଲଦି କରନ୍ତୁ ଆବେଦନ, ଦରମା ମାସିକ ୬୦ ହଜାରରୁ ଅଧିକ

ବିହାର ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ଏବଂ ଜନସଂପର୍କ ବିଭାଗ ଅଧିନରେ ଡିଆରଡିଓରେ ଭର୍ତ୍ତି ପାଇଁ ଆବେଦନ ତାରିଖ ଜୁଲାଇ ୫ ତାରିଖ ପର୍ଯ୍ଯନ୍ତ ବଢାଇ ଦିଆଯାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ BPSC ର ଅଧିକାରକ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହାଛଡା…

ନାଗିନ ଫେମ୍ ଅନୀତା ହସନନ୍ଦାନୀ ଏବେ ଆଉ ପରଦାରେ ଆସିବେନି ନଜର, ଆକ୍ଟିଂକୁ କଲେ ଅଲବିଦା

ଟିଭି ପରଦାର ବହୁ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବେ ପର୍ସନାଲ୍‌ ଲାଇଫ୍‌କୁ ନେଇ ବ୍ୟସ୍ତ । କିଛି ଦିନ ପୂର୍ବରୁ ସେ ଶିଶୁପୁତ୍ର ଆରବ ରେଡ୍ଡୀକୁ ଜନ୍ମ ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ଅନୀତା ନିଜ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହାରି ଭିତରେ ନିଜର କ୍ୟାରିୟରକୁ…

କେବେ ପଡୁଛି ଜ୍ଯେଷ୍ଠ ପୂର୍ଣ୍ଣିମା ? ଜାଣନ୍ତୁ ଶୁଭ ମୂହୁର୍ତ୍ତ ଏବଂ ମହତ୍ତ୍ବ

ପ୍ରତ୍ଯେକ ମାସରେ ଥରେ ପୂର୍ଣ୍ଣିମା ନିଶ୍ଚିତ ପଡିଥାଏ। ଏହାକୁ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ବ ରହିଥାଏ। ଅମାବାସ୍ଯା ହେଉ ଅବା ପୂର୍ଣ୍ଣିମା ଦୁଇଟି ଯାକର ବିଶେଷ ମହତ୍ତ୍ବ ରହିଥାଏ। କିନ୍ତୁ ଜ୍ଯେଷ୍ଠ ମାସର ପୂର୍ଣ୍ଣିମାର ମହତ୍ତ୍ବ ଅଧିକ ରହିଥାଏ। ଏହି ଥର ଜ୍ଯେଷ୍ଠ ପୂର୍ଣ୍ଣିମା ୨୪ ଜୁନରେ…

ପୋଲାଣ୍ଡ ଓପନରେ ସ୍ବର୍ଣ୍ଣ ପଦକ ହାସଲ କଲେ ବିନେଶ ଫୋଗାଟ, ଅଲମ୍ପିକ ପାଇଁ ପୂରା ଫିଟ୍

ଭାରତର ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍‌ ଶୁକ୍ରବାର ପୋଲାଣ୍ଡ ଓପନରେ ୫୩ କିଗ୍ରା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଫାଇନାଲରେ ୟୁକ୍ରେନ୍‌ର ଖ୍ରୀଷ୍ଟିନା ବେରେଜା ୮-୦ରେ ହରାଇ ବିଜୟ ହାସଲ କରିଛନ୍ତି। ୨୬ ବର୍ଷୀୟ ବିନେଶଙ୍କର ଚଳିତ ସିଜନରେ ଏହା ତୃତୀୟ ଟାଇଟଲ। ସେ…

କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ବୃଦ୍ଧଙ୍କ ଶରୀରରେ ଆସିଗଲା ଚୁମ୍ବକୀୟ ଶକ୍ତି, ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ର ନାସିକ ଜିଲ୍ଲାରୁ ଏପରି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କରୋନା ଟିକା ଦ୍ୱିତୀୟ ଡୋଜ ନେବା ପରେ ସେମାନଙ୍କ ପରିବାରର ଜଣେ ବୃଦ୍ଧଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ ହୋଇଛି ବୋଲି ଏକ ପରିବାର ପକ୍ଷରୁ ଦାବି ହେଉଛି। ଏହାର ମାତ୍ରା…

ବିଧାନସଭା ନିର୍ବାଚନ ହାରିବା ପରେ ପୁଣି ବିଜେପିକୁ ଝଟକା, ପୁଣି ଥରେ ଟିଏମସିରେ ଯୋଗ ଦେବେ ମୁକୁଲ ରୟ

ବିଧାନସଭା ନିର୍ବାଚନରେ ହାରିଯିବା ପରେ ବିଜେପିକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ବାସ୍ତବରେ ବିଜେପିର ବଡ ନେତା ମୁକୁଲ ରୟଙ୍କ ଏବେ ଘର ବାହୁଡା ହେବାକୁ ଯାଉଛି । ଅର୍ଥାତ ପୁଣିଥରେ ଟିଏମସିକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ମୁକୁଲ ରୟ । ଆଜି ଅପରାହ୍ନରେ ତାଙ୍କ ପୁଅ ସୁଭ୍ରାଂଶୁ ସହ…

ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ପରେ ମାଷ୍ଟର ହେବାକୁ ପ୍ରସ୍ତୁତ ହେଉଛନ୍ତି ସଲମାନ ଖାନ

ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ସମୀକ୍ଷକଙ୍କ ପାଇଁ ବେଶ କିଛି କମାଲ କରିନଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଫିଲ୍ମ ରେକର୍ଡ ସଂଖ୍ଯାରେ ଓଟିଟି ପ୍ଲାଟଫର୍ମରେ ଲୋକ ଦେଖିଥିଲେ। ରାଧେ ପରେ ଏବେ ସଲମାନ ପ୍ରଶଂସକ ଆଗାମୀ ଫିଲ୍ମକୁ ଅପେକ୍ଷା କରି…

ପିଲାମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ ଏହି ସ୍ଯାଣ୍ଡୱିଚ, ଆଜି ହିଁ ଘରେ କରନ୍ତୁ ଟ୍ରାଏ

ପିଲା ହୁଅନ୍ତୁ ଅବା ବଡ ସମସ୍ତେ ନୁଡଲ୍ସ ଖାଇବାକୁ ବେଶ ପସନ୍ଦ କରନ୍ତୁ। ଯଦି ଆପଣ ସନ୍ଧ୍ଯାରେ ସ୍ନାକ୍ସରେ କିଛି ନୂଆ ଟ୍ରାଏ କରିବାକୁ ଚାହୁଁଛନ୍ତି, ତେବେ ଏହି ନୁଡଲ୍ସ ସ୍ଯାଣ୍ଡୱିଚକୁ ବନାଇପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ । ଆବଶ୍ଯକ ସାମଗ୍ରୀ: ସିଝା ନୁଡୁଲ୍ସ,…

ଆଇଟିଆଇ ପାସ୍ କରିଥିଲେ କରନ୍ତୁ ରେଲୱେ ଚାକିରି, ଏମିତି କରନ୍ତୁ ଆବେଦନ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ତେବେ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ ୱେଷ୍ଟର୍ନ ରେଲୱରେ ଆପରଣ୍ଟିସ ୩୫୯୧ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଅନଲାଇନରେ ଆବେଦନ କରିବା ପାଇଁ ୨୪…

ରାଜସ୍ଥାନରେ ଲାଗିଲା ବସୁନ୍ଧରାଙ୍କ ନିଖୋଜ ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

ନିଖୋଜ ହୋଇଗଲେ କି ବସୁନ୍ଧରା ଓ ତାଙ୍କ ପୁଅ । ରାଜସ୍ଥାନର ଝାଲଓ୍ୱାଡା ଏବଂ ଝାଲରାପାଟନର ସହରର କାନ୍ଥରେ ଲାଗିଛି ଏମିତି ପୋଷ୍ଟର । ବିଜେପି ବିଧାୟକ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ତଥା ସାଂସଦ ଦୁଷ୍ୟନ୍ତ ସିଂ ନିଖୋଜ ଥିବା ନେଇ ଲାଗିଛି ପୋଷ୍ଟର । ଆଉ ଯିଏ ତାଙ୍କୁ ଖୋଜିଆଣିଦେବ, ତାଙ୍କୁ…

ଜଙ୍ଗଲରୁ ବାହାରି ଆସି ଭୋକ ଲାଗିବାରୁ ହେଲମେଟ୍ ଖାଇଗଲା ହାତୀ, ଦେଖନ୍ତୁ ଭିଡିଓ

ଜୀବଜନ୍ତୁମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। କେଉଁ ଦିନ କୁକୁର ତ, ଆଉ କେଉଁ ଦିନ ହାତୀ, ଆଉ କେତେ ବେଳେ ବାଘ। ଏବେ ଏମିତି ଏକ ଭିଡିଓ ଭାଇରଲ ହୋଇଛି। ଯେଉଁଥିରେ ହାତୀଟି ଜଙ୍ଗଲରୁ ବାହାରି ଆସିଛି ସତ, କିନ୍ତୁ ଭୋକ ବିକଳରେ ଏପଟ ସେପଟ ହେଉଛି।…

ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଡିଙ୍କୋ ସିଂହଙ୍କ ପରଲୋକ, ଗତବର୍ଷ ଜିତିଥିଲେ କରୋନା ଯୁଦ୍ଧ

ଭାରତର ପୂର୍ବତନ ବକ୍ସର ତଥା ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଡିଙ୍କୋ ସିଂହଙ୍କ ପରଲୋକ ଗୁରୁବାର ଦିନ ହୋଇଯାଇଛି। ଦୀର୍ଘ ସମୟ ଧରି ଡିଙ୍କୋ ସିଂହ ରୋଗ ଶଯ୍ୟାରେ ଥିଲେ। ୨୦୧୭ରୁ ତାଙ୍କର ଯକୃତ କର୍କଟ ଉପଚାର ଚାଲିଥିଲା। ଗତବର୍ଷ କରୋନାକୁ ମାତ୍ ଦେଇ ୪୧ ବର୍ଷୀୟ ଡିଙ୍କୋ ସିଂହ କରୋନା…