Below header

KBC ହେଉ ଅବା ଶାହିନବାଗ ସବୁଥିରେ ଚର୍ଚ୍ଚାରେ ଥିଲେ ଦୀପା, ସୋସିଆଲ ମିଡିଆରେ ପୋଷ୍ଟ କରିବାର କିଛି ସମୟ ପରେ ଚାଲିଗଲା…

ମୃତ୍ୟୁ କେତେବେଳେ ଆଉ କେମିତି ଆସିଥାଏ, ତାହା କାହାକୁ ଜଣାନଥାଏ। ପ୍ରତିଦିନ କାହା ସହିତ ଏମିତି ଘଟଣା ଘଟୁଥିବ, ଯାହା ସେ ବ୍ଯକ୍ତି ଜାଣିନଥିବ। ସୋସିଆଲ ମିଡିଆରେ ବୁଲିବା ବେଳର ଫଟୋ ଟ୍ଵିଟ୍ କରିବାର କିଛି ସମୟ ପରେ ଚାଲିଗଲା ମହିଳାଙ୍କ ଜୀବନ। ଜୟପୁରର ଆୟୁର୍ବେଦ ଡାକ୍ତର ଦୀପା ଶର୍ମା ହିମାଚଳ…

ଥଣ୍ଡା-କାଶ ସହିତ ସ୍କିନ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ ମୁଲେଠୀ ଫେସପ୍ଯାକ୍, ଜାଣନ୍ତୁ କେମିତି କରିବେ ବ୍ଯବହାର

ମୁଲେଠୀ ଏକ ଆୟୁର୍ବେଦିକ ଔଷଧ। ଯାହାର ବ୍ଯବହାର ସାଧାରଣତଃ ଥଣ୍ଡା-ସର୍ଦ୍ଦି ପାଇଁ ହୋଇଥାଏ। କାଶ ପାଇଁ ମୁଲେଠୀ ବେଶ ଉପକାରୀ। ଥଣ୍ଡା- କାଶ ପାଇଁ ଯେତିକି ମୁଲେଠୀ ଉପକାରୀ, ସ୍କିନ ପାଇଁ ସେତିକି ମଧ୍ୟ ଫାଇଦାଯୁକ୍ତ। ଏହାଦ୍ବାରା ତ୍ବଚାର ଗ୍ଲୋ ବଢିଥାଏ ଏବଂ ସ୍କିନ ଟାଇଟ ହୋଇଥାଏ। ତେବେ ଆସନ୍ତୁ…

ଫିଲ୍ମ ‘ଲଷ୍ଟ’ ସୁଟିଂ ପାଇଁ ସେଟରେ ପହଞ୍ଚିଲେ ନବବଧୂ ୟାମୀ ଗୌତମ, ସୋସିଆଲ ମିଡିଆରେ ଫ୍ଯାନ୍ସକୁ ଦେଖାଇଲେ ସୁଟିଂର ଝଲକ

ଉରୀ ଫେମ୍ ଅଭିନେତ୍ରୀ ୟାମୀ ଗୌତମ ନିଜର ଅପକମିଂ ନୂଆ ଫିଲ୍ମ ‘ଲଷ୍ଟ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ୟାମୀ ଗୌତମ ଏହି ଫିଲ୍ମରେ କ୍ରାଇମ ରିପୋର୍ଟର ରୋଲରେ ନଜର ଆସିବେ। ଏହା ଫଟୋ ସେୟାର କରି ୟାମୀ ଫ୍ଯାନ୍ସକୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ବୋଲି ଜଣାଇଛନ୍ତି। ଫ୍ଯାନ ମଧ୍ୟ ୟାମୀଙ୍କ ଫଟୋକୁ…

ହ୍ବାଟସଆପ୍ ଗ୍ରୁପ କଲ୍ ମିସ କରିଥିଲେ ଏମିତି କରିପାରିବେ ମଝିରୁ ଜଏନ, ଜାଣନ୍ତୁ ପ୍ରୋସେସ

ସମଗ୍ର ଦୁନିଆରେ ବେଶ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ ନିକଟରେ ନୂଆ ଫିଚର ରୋଲ ଆଉଟ କରିଛି। ଜଏନବଲ ନାମରେ ଲଞ୍ଚ ହୋଇଥିବା ଏହି ଫିଚର ସାହାଯ୍ଯରେ ୟୁଜର୍ସ କଲିଂର ଏକ୍ସପିରିଏନ୍ସ ପୂର୍ବାପେକ୍ଷା ବହୁତ ଭଲ ରହିବ। ଏହାର ସ୍ବତନ୍ତ୍ରତା ହେଉଛି, ଯଦି ଆପଣ କୌଣସି ଗ୍ରୁପ କଲକୁ ମିସ୍…

ୱାଲର୍ଡ ରେସଲିଂ ଚାମ୍ପିଅନସିପ୍: ଭାରତୀୟ ରେସଲର ପ୍ରିୟା ଜିତଲେ ସ୍ବର୍ଣ୍ଣ ପଦକ

ଭାରତୀୟ ରେସଲର ପ୍ରିୟା ମଲିକ ଭାରତ ନାମକୁ ଗୌରବାନ୍ବିତ କରିଛନ୍ତି। ହଙ୍ଗେରୀରେ ଚାଲିଥିବା ୱାଲର୍ଡ ରେସଲିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଗତକାଲି ମୀରାବାଈ ଚାନୁ ରୌପ୍ଯ ଜିତିଥିବା ବେଳେ ଆଜି ପ୍ରିୟା ୱାଲର୍ଡ ରେସଲିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ…

ଅଲିମ୍ପିକ୍ସରେ ପଦ ଆଶା ବଢାଇଲେ ପିଭି ସିନ୍ଧୁ, ପ୍ରଥମ ରାଉଣ୍ଡରେ ଇସ୍ରାଏଲର ପୋଲକାରପୋଭାଙ୍କୁ କଲେ ପରାସ୍ତ

ଟୋକିଓ ଅଲିମ୍ପିକ୍ସରେ ପଦକ ଆଶା ବଢାଇଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ସିନ୍ଧୁ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ଗ୍ରୁପ-ଜେ ମ୍ୟାଚରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି ।…

ବିବାହ ବେଦୀରେ ବର କନ୍ଯାକୁ ବରମାଳା ପିନ୍ଧାଉଥିବା ବେଳେ ଦୌଡିଲେ କନ୍ଯା, ଭିଡିଓ ଭାଇରଲ

ଆପଣମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଳିଆ ଏବଂ କମେଡି କଥା ଦେଖିଥିବେ। ଏମିତି କେତେକ ଫଟୋ ଏବଂ ଭିଡିଓ ରହିଛି, ଯାହା ରୋଚକ ହେବା ସହିତ ହସି ହସି ବେଦମ ମଧ୍ୟ ହେବେ। ଏମିତି ଏକ ଘଟଣା ବିବାହରେ ଘଟିଛି, ଯାହାକୁ ଆପଣ ଦେଖିଲେ ମଧ୍ୟ ହସି ହସି ଗଡିଯିବେ। ବିବାହ ସମାରୋହରେ ବର କନ୍ଯା…

ମଣିପୁର ସରକାରଙ୍କ ବଡ଼ ଘୋଷଣା, ଅଲିମ୍ପିକ୍ସରେ ରୌପ୍ଯ ଜିତିଥିବା ମୀରାବାଈ ଚାନୁଙ୍କୁ ମିଳିବ ୧ କୋଟି

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇ ଗୌରବାନ୍ବିତ କରିଛନ୍ତି ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ସମଗ୍ର ଦେଶ ସୋସିଆଲ ମିଡିଆ ଜରିଆରେ ଚାନୁଙ୍କ ବିଜୟ ପାଇଁ ଖୁସି ମନାଉଛି। ଏହାଛଡା ମଣିପୁର ମୁଖ୍ଯମନ୍ତ୍ରୀ ଏନ ବିରେନ ସିଂ ମୀରାବାଈଙ୍କ ସହିତ ସିଧାସଳଖ କଥା ହେଉଥିଲେ। ମୀରାବାଈ…

SBI ରେ ଖାଲିପଡିଛି ୬୧୦୦ ପଦବୀ, ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ

ଭାରତୀୟ ଷ୍ଟେଟ ବ୍ଯାଙ୍କରେ ଆପଣ ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଏସବିଆଇ ପକ୍ଷରୁ ବିଭିନ୍ନ ବିଭାଗରେ ଆପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏସବିଆଇର ଅଧିକାରକ ୱେବସାଇଟ…

ଚାଷ କ୍ଷେତକୁ ଫରାହ ଖାନଙ୍କ ସହିତ ବାହାରିଲେ ସୋନୁ, ଦୁହେଁ ଟ୍ରାକ୍ଟରରେ ବସିଥିବା ଆସିଲେ ନଜର

ଫିଲ୍ମ ‘ହାପି ନ୍ଯୁ ଇଅର’ରେ ସୋନୁ ସୁଦ୍ ଫରାହ ଖାନଙ୍କ ସହିତ କାମ କରିଥିଲେ। ସେବେ. ଠାରୁ ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଛି। ଏବେ ନିକଟରେ ମିଳିଥିବା ଖବର ଅନୁସାରେ, ସୋନୁ ସୁଦ ଏବଂ ଫରାହ ଖାନ୍ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଦୁହେଁ ପୁଣିଥରେ ଚଳିତବର୍ଷର ଧମାକେଦାର ଗୀତ…

ଦିନିକିଆ ସିରିଜ ହାତେଇବା ପରେ ଏବେ ଟି-୨୦ ଉପରେ ଟିମ୍ ଇଣ୍ଡିଆର ନଜର, ଆଜି ଖେଳାଯିବ ପ୍ରଥମ ମ୍ଯାଚ

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ । କଲମ୍ବୋର ଆର୍‌. ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ଭାରତୀୟ ସମୟ ରାତି ୭ ଟା ୩୦ ରେ ଆରମ୍ଭ ହେବ ମ୍ୟାଚ୍‌ । ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇବ ଦିନିକିଆ ସିରିଜକୁ ହାତେଇ ସାରିଥିବା ଟିମ୍‌ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ…

ଟୋକିଓ ଅଲିମ୍ପିକ୍ସ: ୪୯ କେଜି ଭାରୋତ୍ତୋଳନରେ ପ୍ରଥମ ରୌପ୍ଯ ପଦକ ହାସଲ କଲେ ମୀରାବାଈ ଚାନୁ

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରାବାଈ ଚାନୁ । ଭାରୋତ୍ତୋଳନରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରୋତ୍ତୋଳନରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି…