ରୋହିଙ୍ଗ୍ୟା ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ: ୫୬ଟି ଝୁମ୍ପୁଡି ଘର ପୋଡି ଛାରଖାର, କାରଣ ଅସ୍ପଷ୍ଟ

ଦିଲ୍ଲୀର କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ପାଖରେ ଥିବା ବସ୍ତିରେ ଅଗ୍ନିକାଣ୍ଡ ଘଟି ୫୬ ଟି ଝୁମ୍ପୁଡି ଘର ପୋଡି ଯାଇଛି। ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଘଟଣା ଶନିବାର ଘଟିଥିବା ବେଳେ ଦମକଳ ବିଭାଗ ଏହାର ସୂଚନା ରାତି ୧୧ଟା ୫୫ ମିନିଟରେ ପାଇଥିଲା। ଅଧିକାରୀଙ୍କ…

‘ରଶ୍ମୀ ରକେଟ୍’ରେ ନଜର ଆସିବେ ତାପସୀ, ନେଇଛନ୍ତି ଜବରଦସ୍ତି ଟ୍ରେନିଂ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କର ଆଗାମୀ ଫିଲ୍ମ ‘ହସିନ୍ ଦିଲରୁବା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାପସୀଙ୍କ ସହ ବିକ୍ରାନ୍ତ ମାସେ, ହର୍ଷବର୍ଦ୍ଧନ ରାଣେ ଏବଂ ଆଦିତ୍ୟ ଶ୍ରୀବାସ୍ତବ ମଧ୍ୟ ନଜର ଆସିବେ। ଜୁଲାଇ ୨ ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । କିନ୍ତୁ ଏବେ ତାପସୀଙ୍କ…

ନାଇଜେରିଆରେ ଚୋର କଲେ ଆଖିବୁଜା ଗୁଳିଚାଳନା, ୮୮ ଚାଷୀ ମୃତ

ଉତ୍ତର-ପଶ୍ଚିମ ରାଜ୍ୟ ଜାମଫାରାରେ ଚୋରମାନେ ଅତି କମରେ ୮୮ ଜଣଙ୍କୁ ହତ୍ୟା କରିଛନ୍ତି । ସେଠାକାର ଗଣମାଧ୍ୟମ ରିପୋର୍ଟ ମୁତାବକ, ବନ୍ଧୁକଧାରୀମାନେ ମୋଟରସାଇକେଲ ଯୋଗେ ଆସି ଜୁର୍ମି ଜିଲ୍ଲାର ଅତି କମରେ ୬ଟି ଭିନ୍ନ ଭିନ୍ନ ଗାଁର ଚାଷୀଙ୍କୁ ଆକ୍ରମଣ କରିଥିଲେ । ଜାମଫାରା ପୋଲିସର ମୁଖପାତ୍ର…

ଖୁବଶୀଘ୍ର ପରଦାକୁ ଆସୁଛି ‘ଖତରୋଁ କେ ଖିଲାଡି ସିଜିନ ୧୧’, ରିଲିଜ ହେଲା ପ୍ରେମୋ

ରିଆଲିଟି ଶୋ ‘ଖତରୋଁ କେ ଖିଲାଡି’ ସିଜିନ ୧୧କୁ ଫ୍ଯାନ ବେଶ ଉତ୍ସାହର ସହିତ ଚାହିଁ ରହିଛନ୍ତି। ଗତ କିଛି ଦିନ ହେଲାଣି ଶୋର ସୁଟିଂ କେପଟାଉନରେ ହେଉଛି। ଏବେ ଫ୍ଯାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଖୁବଶୀଘ୍ର ଟିଭି ପରଦାରେ ଆସିବାକୁ ଯାଉଛି ‘ଖତରୋଁ କେ ଖିଲାଡି’ ସିଜିନ ୧୧। କଲର୍ସ…

ବାହାଘର ବରଯାତ୍ରୀକୁ ଆସିଥିବା ହାତୀ କଲା ତୂମୁଳକାଣ୍ଡ, ଜୀବନ ବିକଳରେ ଦୌଡିଲା ବର: ଭିଡିଓ ଭାଇରାଲ

ବାହାଘର ପ୍ରୋସେସନରେ ସାମିଲ ଥିବା ଗୋଟିଏ ହାତୀ ତୂମୁଳକାଣ୍ଡ ରଚାଇଛି। ବର ଘୋଡ଼ାଗାଡ଼ିରେ ବିବାହ ମଣ୍ଡପକୁ ଆସିଥିବା ବେଳେ ହାତୀଟି ମଧ୍ୟ ତାଙ୍କ ଆଗେଆଗେ ସେଠାରେ ପହଞ୍ଚିଥିଲା। କିଛି ସମୟ ପାଇଁ ସବୁ କିଛି ଠିକ୍ ଥିଲା। ହେଲେ ହଠାତ୍‌ ବାଣ ଫୁଟିବାରୁ ହାତୀଟି ରାଗି ଯାଇ ବ୍ୟାପକ ଭଙ୍ଗାରୁଜା…

ୟୁରୋ କପ୍‌ ମ୍ୟାଚ୍‌ ବେଳେ ପଡ଼ିଆରେ ଅଘଟଣ, ଚେତା ହରାଇ ଖସିପଡିଲେ ଡେନମାର୍କର ଲୋକପ୍ରିୟ ଖେଳାଳି କ୍ରିଷ୍ଟିୟାନ…

ଆରମ୍ଭ ହୋଇଛି ୟୁରୋ କପ୍‌ । ପଡିଆରେ ଅଚାନକ ଖସିପଡିଲେ ଖେଳାଳି । ପଡିଆରେ ଚେତା ହରାଇ ଖସିପଡିଲେ ଡେନମାର୍କର ଲୋକପ୍ରିୟ ଖେଳାଳି କ୍ରିଷ୍ଟିୟାନ ଏରିକସନ୍‌ । ଏଭଳି ଦୃଶ୍ୟ ଦେଖି ସ୍ତମ୍ଭୀଭୂତ ହୋଇଗଲେ ଦର୍ଶକ । ପାର୍କିନ ଷ୍ଟାଡିୟମରେ ଡେନମାର୍କ-ଫିନଲ୍ୟାଣ୍ଡ ମଧ୍ୟରେ ଚାଲିଥିଲା ମ୍ୟାଚ୍‌ ।…

Redmi Note 10 Pro Max ରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ଜଲଦି ଅଫରର ଲାଭ ଉଠାନ୍ତୁ

ଭାରତରେ ନିଜର ଦମଦାର ସ୍ମାର୍ଟଫୋନ ଜରିଆରେ ବେଶ ଲୋକପ୍ରିୟତା ହାସଲ କରିପାରିଛି ଚୀନ କମ୍ପାନୀ ସାଓମୀ। ଗତ ମାସରେ ରେଡମି ନୋଟ ସିରିଜର ସ୍ମାର୍ଟଫୋନ ଲଞ୍ଚ କରିଛି। ଏହାପୂର୍ବରୁ କମ୍ପାନୀ ରେଡ ମି ନୋଟ ୧୦ ସିରିଜ ଲଞ୍ଚ କରିସାରିଛି। ଏବେ କମ୍ପାନୀ ଏହି ସିରିଜର ଟପ୍ ଭାରିଅଣ୍ଟରେ Redmi Note 10…

ୱେଷ୍ଟଇଣ୍ଡିଜ ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ମୁଣ୍ଡରେ ବାଜିଲା ବଲ୍, ଷ୍ଟ୍ରେଚରରେ ନିଆଗଲା ହସପିଟାଲ

ବିଶ୍ବ କ୍ରିକେଟର ଷ୍ଟାର ହିଟର ଖେଳାଳି ତଥା ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଆହତ। ପାକିସ୍ତାନ ସୁପର ଲିଗ୍‌ ଖେଳୁଥିବା ସମୟରେ ରସେଲ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୁକ୍ରବାର ଦିନ କ୍ବେଟା ଗ୍ଲେଡିଏଟର୍ସ ପକ୍ଷରୁ ଖେଳୁଥିବା ରସେଲ ଇସଲାମାବାଦ ୟୁନାଇଟେଡ ଟିମର ବୋଲର…

ମାତ୍ର ୧୨ ଟଙ୍କାରେ ଏହି ସହରରେ ମିଳୁଛି ଘର, ଜାଣନ୍ତୁ କେଉଁଠି

କ୍ରୋଏଶିୟାର ଉତ୍ତର ଅଞ୍ଚଳରେ ଥିବା ଏକ ସହର ଲେଗ୍ରାଡରେ ପ୍ରଶାସନ ନିକଟରେ ଏକ ଅଦ୍ଭୁତ ସମସ୍ୟା ସାମ୍ନାକୁ ଆସିଛି। ଟ୍ରାନ୍ସପୋର୍ଟ କନେକ୍ଟିଭିଟି କମ୍ ହେବା କାରଣରୁ ଲୋକମାନେ ନିଜ ଘର ଛାଡି ଚାଲିଯାଉଛନ୍ତି। ଲୋକମାନେ ଘରକୁ ମାତ୍ର ଏକ କୁନା ବା ଭାରତୀୟ ମୁଦ୍ରା ଅନୁସାରେ ମାତ୍ର ୧୨ ଟଙ୍କାରେ…

ମାରୁତି ଲଞ୍ଚ କରିବ ଶସ୍ତା Alto କାର୍ ! ୪ ଲକ୍ଷରୁ କମ୍ ଦାମରେ ମିଳିବ ଦମଦାର ଫିଚର୍ସ

ମାରୁତି ସୁଜୁକିର ସବୁଠାରୁ ଶସ୍ତା କାର Alto। ଏବେ କିନ୍ତୁ କମ୍ପାନୀ ନୂଆ ଏକ Alto ଆଣିବାକୁ ଯାଉଛି, ଯାହା ପୁରୁଣା Alto ଠାରୁ ଆହୁରି ଶସ୍ତା ସହିତ ଦମଦାର ଫିଚର୍ସ ରହିବ। ଏହି କାର ଅଲ୍ଟୋର ରିପ୍ଲେସମେଣ୍ଟ ରହିବା କିମ୍ବା ନୂଆ ଭର୍ସନ ହେବ। ଅର୍ଥାତ୍ ଏହାକୁ ନୂଆ ରଙ୍ଗରୂପରେ ବଜାରରେ ଉପଲବ୍ଧ…

ଲାପଟପ କିମ୍ବା କମ୍ପ୍ଯୁଟରରୁ ହ୍ବାଟସଆପ୍ ଭିଡିଓ କଲ୍ କରିବା ସହଜ, ଆପଣାନ୍ତୁ ଏହି ଉପାୟ

ହ୍ବାଟସଆପର ବ୍ଯବହାର ଚାଟିଂ, ଭଏସ କଲ ଏବଂ ଭିଡିଓ କଲ୍ ପାଇଁ ବଢିଚାଲିଛି। ଭିଡିଓ କଲ ଏବେ ବହୁତ ସହଜ ହୋଇପଡିଛି, ଏହା ପାଇଁ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡୁନାହିଁ। ହ୍ବାଟସଆପ୍ ଭିଡିଓ କଲ କେବଳ ସ୍ମାର୍ଟଫୋନ ନୁହେଁ ବରଂ ଆପଣ ଯଦି ଚାହିଁବେ ଲାପଟପ ଏବ କମ୍ପ୍ଯୁଟର ଜରିଆରେ…

BPSC ରେ ଖାଲିପଡିଥିବା ପଦବୀ ପାଇଁ ଜଲଦି କରନ୍ତୁ ଆବେଦନ, ଦରମା ମାସିକ ୬୦ ହଜାରରୁ ଅଧିକ

ବିହାର ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ଏବଂ ଜନସଂପର୍କ ବିଭାଗ ଅଧିନରେ ଡିଆରଡିଓରେ ଭର୍ତ୍ତି ପାଇଁ ଆବେଦନ ତାରିଖ ଜୁଲାଇ ୫ ତାରିଖ ପର୍ଯ୍ଯନ୍ତ ବଢାଇ ଦିଆଯାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ BPSC ର ଅଧିକାରକ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହାଛଡା…