ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କଲା NCB, ଘରୁ ଡ୍ରଗ୍ସ ଏବଂ ଚରସ ଜବତ

ବଲିଉଡ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ତଦନ୍ତ ଜାରି ରହିଛି। ଶୁକ୍ରବାର ଦିନ ଏନସିବି ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଗୌରବଙ୍କ ଘରୁ ଏମ୍‌ଡି ଡ୍ରଗ୍ସ ଏବଂ ଗଞ୍ଜେଇ ଜବତ କରିଛି। ଅଭିନେତା ଏଜାଜ ଖାନଙ୍କୁ ପଚରାଉଚରା ଆଧାରରେ…

ହାର୍ଟ ସର୍ଜରୀ ପରେ ପକ୍ଷାଘାତର ଶିକାର ହେଲେ ନ୍ଯୁଜଲାଣ୍ଡର ପୂର୍ବତନ କ୍ରିକେଟର କ୍ରିସ କ୍ରେନ୍ସ

ନ୍ଯୁଜଲାଣ୍ଡର ପୂର୍ବତନ କ୍ରିକେଟର କ୍ରିସ କ୍ରେନ୍ସ ଙ୍କ ଅବସ୍ଥା ସଙ୍କଟାପନ୍ନ । କିଛିଦିନ ତଳେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯିବାରୁ କାନବେରା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି ବୋଲି ଖବର…

ଫଟୋଶୁଟ୍ କରୁଥିଲେ ମଡେଲ, ହଠାତ୍ ଚିତା କଲା ଭୟଙ୍କର ଆକ୍ରମଣ

ଫଟୋଶୁଟ୍ ପାଇଁ ଆଜିକାଲି କୌଣସି ବି ସ୍ଥାନ ଛାଡୁନାହାନ୍ତି ଫଟୋଗ୍ରାଫର। ନଦୀ, ନାଳ, ଜଙ୍ଗଲ ଇତ୍ଯାଦି ଯେଉଁଠି ପାରୁଛନ୍ତି ସେଠାରେ ଫଟୋଶୁଟ୍ ପାଇଁ ଲାଗିପଡୁଛନ୍ତି। ଆଉ ମଡେଲ ଫଟୋଶୁଟ କଥା କହିବା ତ ଏହା ସଂପୂର୍ଣ୍ଣ ଭିନ୍ନ। କିନ୍ତୁ ବେଳେ ବେଳେ ଏହି ଫଟୋଶୁଟ୍ ସମୟରେ ଏମିତି କିଛି ଘଟଣା…

କ୍ଯାମେରା ଅନ୍ ଥିବା ବେଳେ ମୋବାଇଲ ନେଇ ଉଡିଗଲା ଶୁଆ, ତା’ ପରର ଭିଡିଓ ଦେଖନ୍ତୁ

ସୋସିଆଲ ମିଡିଆରେ କିଏ ଆଉ କେବେ ଭାଇରଲ ହୋଇଯିବ, ତାହା କେହି ବି କହିପାରିବ ନାହିଁ। କିନ୍ତୁ ଏମିତି କିଛି ଭିଡିଓ ରହିଛି, ଯାହାକୁ ଆପଣ ଦେଖିଲେ ନିଜ ହସକୁ ରୋକି ପାରିବେ ନାହିଁ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶୁଆଟି ଗୋଟିଏ…

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିବା ୨୪ ଖେଳାଳିଙ୍କୁ ଟାଟା ମୋଟର୍ସ ଦେବ ଅଲଟ୍ରୋଜ କାର

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ପାଇବାରୁ ବଞ୍ଚିତ ହୋଇଥିବା ଭାରତୀୟ ଖେଳାଳିକୁ ସମ୍ମାନିତ କରିବ ଟାଟା ମୋଟର୍ସ। ଟାଟା ମୋଟର୍ସ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିବା ହକି, କୁସ୍ତି ଯୋଦ୍ଧା, ଗୋଲ୍ଫ, ଡିସକସ ଥ୍ରୋ ୨୪ ଖେଳାଳିଙ୍କୁ ଟାଟା ଅଲଟ୍ରୋଜ ପ୍ରଦାନ କରିବ।…

ITBP/BSF/CISF ରେ ଖାଲିପଡିଛି ମହିଳାଙ୍କ ପାଇଁ ୨୮୪୭ ପଦବୀ, ଜଲଦି କରନ୍ତୁ ଆବେଦନ

କର୍ମଚାରୀ ଚୟନ ଆୟୋଗ (SSC) ପକ୍ଷରୁ ବିଭିନ୍ନ CAPE ବିଭାଗର ୨୫୨୭୧ ପଦବୀରେ ଭର୍ତ୍ତି ପାଇଁ ପରୀକ୍ଷା ହେବ। ଏହି ବିଭାଗରେ ବିଏସଏଫ, ସିଆଇଏସଏଫ, ଏସଏସବି, ଆଇଟିବିପି, ଏସଏସଏଫ, ଅସାମ ରାଇଫଲ୍ସ ସାମିଲ ରହିଛି। ୨୫୨୭୧ ପଦବୀ ମଧ୍ୟରୁ ୨୮୪୭ ପଦବୀ କେବଳ ମହିଳାମାନଙ୍କ ପାଇଁ ରହିଛି। ଏଥିରେ ଆବେଦନ…

ସନ୍ତାନଙ୍କ ଦୀର୍ଘାୟୁଷ ଏବଂ ସୁଖମୟ ଜୀବନ ପାଇଁ ବେଶ ମହତ୍ତ୍ବ ରଖିଥାଏ ହଳ ଷଷ୍ଠୀ ବ୍ରତ, ଜାଣନ୍ତୁ ତିଥି ଓ ପୂଜା…

ହିନ୍ଦୁ ଧର୍ମ ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଷ୍ଠଷ୍ଠୀ ତିଥିରେ ହଳ ଷଷ୍ଠୀ ବା ବଳରାମ ଜୟନ୍ତୀ ଭାବେ ପାଳନ କରାଯାଏ। ହଳ ଷଷ୍ଠୀ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ବଡଭାଇ ବଳରାମଙ୍କୁ ବିଧିପୂର୍ବକ ପୂଜା କରାଯାଏ। ବଳରାମଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀଙ୍କ ଗୋଟେ ଦିନ ପୂର୍ବରୁ ପାଳନ କରାଯାଏ।…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ନୂଆ ହାତଘଣ୍ଟା, ଦାମ୍ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ଯ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶେଷ ଭାବେ ବର୍ତ୍ତମାନ ଫର୍ମରେ ନାହାଁନ୍ତି । ସେ ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସିଜନ୍ ପାଇଁ ୟୁଏଇରେ ପହଞ୍ଚିଛନ୍ତି । ପାଣ୍ଡ୍ୟା ଦୁଇଭାଇ ପୁଣି ଥରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ…

ନୁସରତଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁପୁ୍ତ୍ରକୁ ଦେଲେ ଜନ୍ମ

ବଙ୍ଗାଳି ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ଗତ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୁସରତ ମା’ ହୋଇଯାଇଛନ୍ତି। ବୁଧବାର ଦିନ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।…

ନିଜ ଜୀବନ ବଞ୍ଚାଇବା ପାଇଁ ସତ ଚେଷ୍ଟା କରି ମଧ୍ୟ ହାରିଗଲା ଚଢେଇ, ଦେଖନ୍ତୁ ଭାଇରଲ ଭିଡିଓ

କଇଁଛ ଶାକାହାରୀ ଜୀବ, ତାହା ଆମେ ସମସ୍ତେ ଜାଣିଛେ। କଇଁଛ ଶୈବାଳ ଖାଇ ବଞ୍ଚିଥାଏ। କିନ୍ତୁ ଆପଣ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଚିନ୍ତାଧାରା ପରିବର୍ତ୍ତନ କରିଦେବେ। ଏହି ଭାଇରଲ ଭିଡିଓ ଦେଖି ବୈଜ୍ଞାନିକ ମଧ୍ୟ ଚିନ୍ତାରେ ରହିଛନ୍ତି। କଇଁଛକୁ ଆଜୀବନ ଶାକାହାରୀ ବୋଲି ଆମେ ସମସ୍ତେ ଜାଣିଛେ।…

NTPC ରେ ଖାଲିପଡିଛି ମେଡିକାଲ ସ୍ପେଶାଲିଷ୍ଟ ଏବଂ ଆସିଷ୍ଟାଣ୍ଟ ଅଫିସର ପଦବୀ, ବିନା ପରୀକ୍ଷାରେ ମିଳିବ ଚାକିରି

Ntpc ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଏନଟିପିସି ଅଧିନରେ ମେଡିକାଲ ସ୍ପେଶାଲିଷ୍ଟ ଏବଂ ଆସିଷ୍ଟାଣ୍ଟ ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।…

ଗୁଗଲ ଆଣୁଛି PiP ଫିଚର, Youtube ରେ ଭିଡିଓ ଚଲାଇବା ବେଳେ ମଧ୍ୟ ବ୍ଯବହାର କରିପାରିବେ ଅନ୍ଯ ଆପ୍

ଗୁଗଲ ପୁଣି ଏକ ନୂଆ ଫିଚରରେ କାମ କରୁଛି, ଯାହା ନାମ PiP “Picture in Picture”। ଆଇଓଏସ ୟୁଜର୍ସ ପାଇଁ ଆସୁଥିବା ଏହି ଫିଚର ସାହାଯ୍ଯରେ ୟୁଟ୍ଯୁବ ଆପ୍ ପ୍ରିମିଅମ ସବସ୍କ୍ରାଇବର୍ସ ମୋବାଇଲରେ ଅନ୍ଯ ଆପ୍ ବ୍ଯବହାର କରିବା ସମୟରେ ମଧ୍ୟ ଭିଡିଓ ଦେଖିପାରିବେ। ଏହି ଫିଚର କେବଳ ୟୁଟ୍ଯୁବ…