ଚୀନରେ ଏବେ ପିଲା କେବଳ ୩ ଘଣ୍ଟା ଖେଳିପାରିବେ ଅନଲାଇନ ଗେମ୍, କାରଣ କ’ଣ

କରୋନା କାଳରେ ଅଧିକ ସମୟ ପର୍ଯ୍ଯନ୍ତ ଲକଡାଉନ ରହିଥିବାରୁ ପିଲାମାନଙ୍କ ମୋବାଇଲ ପ୍ରତି ଆଗ୍ରହ ଅଧିକ ବଢିଯାଇଛି। ତେଣୁ ସମସ୍ତ ଅଭିଭାବକଙ୍କ ଚିନ୍ତା ବଢିଯାଇଛି। ତା’ ସହିତ ପିଲାଙ୍କ ଅନଲାଇନ କ୍ଲାସ ମଧ୍ୟ ମୋବାଇଲ ପ୍ରତି ଅଧିକ ଆଟାଚ କରିଛି। ତେଣୁ ଏମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ବହୁତ…

ଆଶ୍ଚର୍ଯ୍ଯ ! ତରକାରୀରେ ଅଧିକ ତେଲ ଦେଖି ବ୍ଯକ୍ତି ଜଣକ ଆପଣାଇଲେ ଏହି ଉପାୟ, ଭାଇରଲ ହେଉଛି ଭିଡିଓ

ଭାରତରେ ଅନେକ ଲୋକ ତେଲମସଲାଯୁକ୍ତ ଖାଦ୍ଯ ଖାଇବା ପାଇଁ ବେଶ୍ ପସନ୍ଦ କରନ୍ତି। କିନ୍ତୁ ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାର ରୋଗ ଏବଂ ଶାରୀରିକ ସମସ୍ଯା ଯୋଗୁଁ ତେଲ ମସଲାଯୁକ୍ତ ଖାଦ୍ଯ ଖାଇବାକୁ ଭଲ ପାଉନାହାନ୍ତି। ଖାଇବାରେ ଅଧିକ ତେଲ ଦେଖିଲେ ବିରକ୍ତି ଭାବ ପ୍ରକାଶ କରୁଛନ୍ତି। ତେଣୁ ଏବେ…

ଶ୍ରୀବାଲାଜୀ ନିକଟରେ ଜିପକୁ ଟକ୍କର ଦେଲା ଟ୍ରେଲର, ୧୧ ମୃତ, ୭ ଆହତ

ରାଜସ୍ଥାନ ନାଗୋରରେ ନିକଟରେ ଭୟଙ୍କର ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି । ବାଲାଜୀ ପୋଲିସ ଷ୍ଟେସନର SHO କହିବା ମୁତାବକ, ମଙ୍ଗଳବାର ସକାଳେ ନାଗୋରରେ ଦ୍ରୁତଗାମୀ ଟ୍ରେଲର ଏବଂ ଜିପ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ…

Mahindra Thar କୁ ଟକ୍କର ଦେବା ପାଇଁ ଆସୁଛି Force Gurkha, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର

Force Motors India ପକ୍ଷରୁ ଅଫ୍ ରୋଡ ଏସୟୁବିର ନୂଆ ଜେନେରେସନ Force Gurkha ଲଞ୍ଚ ହେବାକୁ ଯାଉଛି। ମାର୍କେଟରେ ଏହା ସିଧାସଳଖ ମହିନ୍ଦ୍ରା ଥରକୁ ଟକ୍କର ଦେବ। Force Gurkha ପ୍ରଥମ ଥର ପାଇଁ ଅଟୋ ଏକ୍ସପୋ ୨୦୨୦ରେ ଦେଖିବାକୁ ମିଳିଥିଲା। ଏପର୍ଯ୍ଯନ୍ତ କମ୍ପାନୀ ଏହାର ଅନେକ ଟିଜର…

ଉଚ୍ଚ ରକ୍ତଚାପ ଏବଂ ଷ୍ଟୋନ ରୋଗୀ ପ୍ରତିଦିନ ପିଅନ୍ତୁ କଖାରୁ ଜୁସ୍, କିଛି ଦିନରେ ଦେଖିପାରିବେ ଫରକ

କଖାରୁ ଏପରି ଏକ ପରିବା ଯାହାକୁ ଭାରତରେ ଅଧିକ ମାତ୍ରାରେ ଖିଆଯାଏ। ଭାରତର ସବୁ ରାଜ୍ଯରେ କଖାରୁ ଅଲଗା ଅଲଗା ଉପାୟରେ ପ୍ରସ୍ତୁତ କରାଯାଏ। କିନ୍ତୁ କେବେ ଆପଣ କଖାରୁ ଜୁସ୍ ପିଇଛନ୍ତି କି ? ଏଥିରେ ଅନେକ ପୋଷକ ତତ୍ତ୍ବ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ, ଯାହା ଶରୀରକୁ ବେଶ ଫାଇଦା ଦେଇଥାଏ।…

ପବିତ୍ର ଭାଦ୍ରପଦ ମାସରେ କ’ଣ କରିବା ଉଚିତ ଓ ଅନୁଚିତ, ଜାଣନ୍ତୁ

ଭାଦ୍ରପଦ ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ବର୍ଷର ୬ ମାସ ଏବଂ ଚର୍ତୁମାସର ଦ୍ବିତୀୟ ମାସ। ଇଂରାଜୀ କ୍ଯାଲେଣ୍ଡର ଅନୁସାରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ପଡିଥାଏ। ଏହି ମାସରେ ହରିତାଲିକା ତୀଜ, ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଋଷି ପଞ୍ଚମୀ, ରାଧାଷ୍ଟମୀ ଏବଂ ଅନନ୍ତ ଚର୍ତୁଦର୍ଶୀ ଉତ୍ସବ ପାଳନ…

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ ଆସିଷ୍ଟାଣ୍ଟ ଖାଲିପଡିଛି ଆସିଷ୍ଟାଣ୍ଟ କୋଚ ପଦବୀ, ମାସକୁ ଦରମା ଦେଢ ଲକ୍ଷରୁ ଅଧିକ

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଖୁସି ଖବର। SAIରେ ଆସିଷ୍ଟାଣ୍ଟ କୋଚ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବାର…

୧୫ ବର୍ଷୀୟ ଝିଅ ସେୟାର କଲା ନ୍ଯୁଡ ସେଲଫି, ଫଟୋ ଦେଖି ବାପା-ମାଙ୍କୁ ଆସିଲା ହାର୍ଟଆଟାକ

କରୋନା କାଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଶ୍ରେଣୀରେ ପାଠପଢା ସ୍ଵାଭାବିକ ହୋଇନଥିବା ବେଳେ ପିଲାମାନେ ମୋବାଇଲରେ ଅନଲାଇନ୍‌ରେ ପାଠ ପଢୁଛନ୍ତି। ତେଣୁ ବାପା-ମା ମାନେ ପୁଅ-ଝିଅମାନଙ୍କୁ ସ୍ମାର୍ଟଫୋନ ଦେଇଛନ୍ତି। ହେଲେ ପାଠପଢା ପରିବର୍ତ୍ତେ ଯୁବପିଢି ସ୍ମାର୍ଟଫୋନ୍‌କୁ…

କ୍ରିକେଟରୁ ସନ୍ନ୍ଯାସ ନେଲେ ଷ୍ଟୁଆର୍ଟ ବିନି, ଦିନିକିଆ କ୍ରିକେଟରେ ଏପର୍ଯ୍ଯନ୍ତ ଭାଙ୍ଗିନି ରେକର୍ଡ

ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନି କ୍ରିକେଟ ଜଗତରୁ ସନ୍ନ୍ଯାସ ନେଇଛନ୍ତି। ୩୭ ବର୍ଷୀୟ ବିନି ଗତ କିଛିଦିନ ହେଲାଣି ଟିମରୁ ଆଉଟ ହୋଇଯାଇଥିଲେ। ୨୦୧୬ ପରେ ବିନି କୌଣସି ଅର୍ନ୍ତଜାତୀୟ ମ୍ଯାଚ ମଧ୍ୟ ଖେଳିନାହାନ୍ତି। କିନ୍ତୁ ଘରୋଇ କ୍ରିକେଟ ଜରିଆରେ ଟିମକୁ ଫେରିବାକୁ ଚେଷ୍ଟା କରୁଥିଲେ।…

କାବୁଲରେ ଆମେରିକାର ଷ୍ଟ୍ରାଇକ, ବିସ୍ଫୋରକ ଭର୍ତ୍ତି କାରକୁ ଟାର୍ଗେଟ କରି ଉଡାଇଲା ଆମେରିକା

ଆମେରିକା ଆଫଗାନିସ୍ତାନର ଆଇଏସଆଇଏସ ଆତଙ୍କବାଦୀଙ୍କ ବଡ ଯୋଜନାକୁ ପଣ୍ଡ କଲା ଆମେରିକା । ରବିବାର କିଛି ଆତଙ୍କବାଦୀ ଏକ କାରରେ ବିମାନବନ୍ଦର ଅଭିମୁଖେ ଯାଉଥିଲେ । ଆମେରିକା ସଠିକ୍ ଏୟାରଷ୍ଟ୍ରାଇକ୍ କରି କାରକୁ ଟାର୍ଗେଟ କରିଥିଲା । ଆମେରିକା ସେନା ଏନେଇ ସୂଚନା ଦେଇଛି । ଆମେରିକା କାବୁଲ…

ଶାହରୁଖ ଖାନଙ୍କ ‘ପଠାନ’ରେ କେମିଓ କରିବେ ସଲମାନ, ବିଗବସ୍-୧୪ରେ କରିଥିଲେ ଘୋଷଣା

ସଲମାନ ଖାନ ଏବଂ ଶାହରୁଖଙ୍କ ମଧ୍ୟରେ ଥିବା ବନ୍ଧୁତା କାହାକୁ ଅଛପା ନାହିଁ। ଦୁହିଁଙ୍କ ନାମ ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚିତ। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ଯାନ ଅନେକ ଦିନରୁ ଚାହିଁ ବସିଛନ୍ତି। ଦୁହେଁ ଅନେକ ଦିନରୁ ଏକାଠି କୌଣସି ଫିଲ୍ମ ମଧ୍ୟ କରିନାହାନ୍ତି। ଶେଷଥର ପାଇଁ ସଲମାନ ଏବଂ…

ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା NCB

ଅଭିନେତା ଅରମାନ କୋହଲି ଗିରଫ । ଅରମାନ କୋହଲିଙ୍କୁ ଗିରଫ କଲା NCB । ଦୀର୍ଘ ୧୨ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଶନିବାର ସନ୍ଧ୍ୟାରେ NCB ଅରମାନଙ୍କ ଘରେ ରେଡ୍ କରିଥିଲେ । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି…