ଜନ୍ମାଷ୍ଟମୀ ଦିନ ରାତି ୧୨ଟାରେ ଏମିତି କରାନ୍ତୁ ବାଳଗୋପାଳଙ୍କୁ ସ୍ନାନ, ଧ୍ୟାନରେ ରଖନ୍ତୁ ଏହିସବୁ ଜିନିଷ

ଆଉ ଦିନକ ପରେ ଜନ୍ମାଷ୍ଟମୀ। ଜନ୍ମାଷ୍ଟମୀ ବ୍ରତକୁ ନେଇ ଲୋକେ ସବୁକିଛି ପ୍ରସ୍ତୁତ କରିସାରିଲେଣି। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ସଜାଇ ତାଙ୍କୁ ଭୋଗ ଲଗାଇଥାନ୍ତି। ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ରାତି ୧୨ଟାରେ ପୂଜା କରାଯାଏ। ପୂଜା ସମୟରେ କିଛି କଥା…

ବିନା ପରୀକ୍ଷାରେ BHEL ରେ କରନ୍ତୁ ଚାକିରି, ଜଲଦି କରନ୍ତୁ ଆବେଦନ

ସରକାରର ଚାକିରି କରିବାକୁ ସମସ୍ତର ଇଚ୍ଛା ରହିଥାଏ। ଆଉ ଏଥିପାଇଁ ପ୍ରାର୍ଥୀ ମଧ୍ୟ ଅନେକ କଷ୍ଟ କରନ୍ତି। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଡେଟ (BHEL) ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି। BHEL ପକ୍ଷରୁ ତ୍ରିଚି, ଭୋପାଳ, ହରିଦ୍ବାର, ହାଇଦ୍ରାବାଦ, ଝାନସୀ, ରାନୀପେଟ, ଜଗଦୀଶପୁର,…

‘ପବିତ୍ର ରିସ୍ତା ୨’ର ପ୍ରଥମ ଟିଜିର ରିଲିଜ, ଇନଷ୍ଟାଗ୍ରାମରେ ସେୟାର କଲେ ଅଙ୍କିତା

ବହୁ ପ୍ରତିକ୍ଷୀତ ‘ପବିତ୍ର ରିସ୍ତା ୨’ ର ଫାଷ୍ଟ ଟିଜର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଅଙ୍କିତା ଲୋଖଣ୍ଡେ। ଅଙ୍କିତା ଲୋଖଣ୍ଡେ ନିଜର ଇନଷ୍ଟାଗ୍ରାମ୍‌ରେ ପବିତ୍ର ରିସ୍ତାର ଡିଜିଟାଲ ଭର୍ସନର ପ୍ରଥମ ଟିଜର ସେୟାର କରିଛନ୍ତି। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିନା ଏହି…

ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ, ଭାବିନାଙ୍କୁ ମିଳିଲା ରୌପ୍ଯ

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ଟେବୁଲ ଟେନିସ ଫାଇନାଲ ମ୍ଯାଚରେ ଭାବିନା ପଟେଲଙ୍କୁ ରୌପ୍ଯ ମିଳିଛି। ଫାଇନାଲ ମ୍ଯାଚରେ ହାରି ରୌପ୍ଯ ଜିତିଛନ୍ତି ଭାବିନା। ଟେବୁଲ ଟେନିସ ମହିଳା ଫାଇନାଲ ରାଉଣ୍ଡରେ ଭାବିନା ପଟେଲଙ୍କୁ ଚାଇନାର ଜିଓ ୟିଙ୍ଗ ୩-୦ରେ ହରାଇଛନ୍ତି।…

କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ଭୁବନେଶ୍ବରରେ ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୨ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୭ ଟଙ୍କା ୪୪ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ…

ସୁନା କିଣିବାକୁ ଚାହୁଁଥିଲେ, ଏଠାରେ ଜାଣନ୍ତୁ କେତେ ରହିଛି ଆଜି ଗ୍ରାମ୍ ପ୍ରତି ଦାମ୍

ଦୁଇ ଦିନ ପରେ ପୁଣି ବଢିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୦ ଟଙ୍କା ବଢି ୪୬,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୧୭୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…

Vi ୟୁଜର୍ସଙ୍କୁ ଝଟକା, କମ୍ପାନୀ ବନ୍ଦ କଲା ଦୁଇଟି ଲୋକପ୍ରିୟ ପ୍ରିପେଡ ପ୍ଲାନ

ଟେଲିକମ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ପ୍ଲାନ ବଜାରକୁ ଆଣୁଛି। ଏହିସବୁ ପ୍ଲାନରେ ଅନଲିମିଟେଡ୍ କଲିଂ ସହିତ ଡାଟା ମଧ୍ୟ ମିଳୁଛି। ଭୋଡାଫୋନ ୟୁଜର୍ସଙ୍କ ପାଇଁ ଖରାପ ଖବର। ଏବେ ଭୋଡାଫୋନ ଆଇଡିଆ ସବୁଠାରୁ ଶସ୍ତା ପ୍ରିପେଡ ପ୍ଲାନକୁ ବନ୍ଦ କରିଦେଇଛି। Vi ୫୫୮ ଏବଂ ୩୯୮…

ନୂଆ କଲରରେ ନଜର ଆସିବ Whatsapp, ମିଳିବ ଏହିସବୁ ପରିବର୍ତ୍ତନ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ଜଲଦି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। କମ୍ପାନୀ ନିଜର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ହ୍ବାଟସଆପର ନୂଆ କଲର ଆଣିପାରେ। ଏହି କଲର ଆଗରୁ ଥିବା କଲର ଠାରୁ ଅଳ୍ପ ବ୍ରାଇଟ୍ ରହିଛି। ଏହା କେବଳ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। କିଛିଦିନରେ ହ୍ବାଟସଆପର…

ହଜାର ଏକାଦଶୀ ସହିତ ସମାନ ଜନ୍ମାଷ୍ଟମୀ ବ୍ରତ, ଅକାଳ ମୃତ୍ୟୁ ସହ ୧୦୦ ପାପରୁ ମିଳିଥାଏ ମୁକ୍ତି

କୃଷ୍ଣ ଜନ୍ମାଷ୍ଟମୀ, ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ରୂପେ ମଧ୍ୟ ଜଣାଶୁଣା। ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ, ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ପାଳନ କରାଯାଏ। ଚଳିତବର୍ଷ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ୨୦୨୧କୁ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ…

ଅଗଷ୍ଟ ୩୧ରୁ ଖୋଲିବ ଜବାହାର ନବୋଦୟ ବିଦ୍ୟାଳୟ, ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ହେବ କ୍ଲାସ

ଦେଶରେ କରୋନା ମାମଲା ସାମାନ୍ଯ କମ୍ ଦେଖିବାକୁ ମିଳିଛି। କିନ୍ତୁ ଏହା ମଧ୍ୟରେ ୩ୟ ଲହର ଆସିଗଲାଣି ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଅଗଷ୍ଟ ୩୧ ଠାରୁ କରୋନା କଟକଣା ମଧ୍ୟରେ ଖୋଲିବ ଜବାହାର ନବୋଦୟ ବିଦ୍ୟାଳୟ। ନବମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ନବୋଦୟ ବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି…

ନ୍ଯୁ ଇଣ୍ଡିଆ ଇସ୍ଯୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ୩୦୦ରୁ ଅଧିକ ପଦବୀ ପଡିଛି ଖାଲି, ଏଠାରେ କରନ୍ତୁ ଆବେଦନ

ନ୍ଯୁ ଇଣ୍ଡିଆ ଇସ୍ଯୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ୩୦୦ରୁ ଅଧିକ ପଦବୀରେ ଭର୍ତ୍ତି କରାଯାଉଛି। ଏଥିପାଇଁ ଅଫିସିଆଲ ୱେବସାଇଟର ନୋଟିଫିକେସନ ମଧ୍ୟ ଜାରି କରାଯାଇଛି। ଯେଉଁମାନେ ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ବିଭାଗର ଅଫିସିଆଲ ୱେବସାଇଟ…

ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ: ଦ୍ବିତୀୟ ଇନିଂସରେ ସଂଘର୍ଷ କରୁଛନ୍ତି ଭାରତୀୟ ବ୍ଯାଟ୍ସମ୍ଯାନ

ଲିଡସ୍‌ ଟେଷ୍ଟ ବଞ୍ଚାଇବାକୁ ଭାରତର ସଂଘର୍ଷ ଜାରି । ପ୍ରଥମ ଇନିଂସରେ ଫେଲ ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ଦମ ଦେଖାଇଛନ୍ତି । ଦମଦାର ବ୍ୟାଟିଂ କରିଛନ୍ତି ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି । ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୨ ଓ୍ଵିକେଟ ହରାଇ ୨୧୫…