ରାନୁ ମଣ୍ଡଳଙ୍କ ବାୟୋପିକରେ ମୁଖ୍ଯ ଭୂମିକାରେ ନଜର ଆସିବେ ଏହି ଅଭିନେତ୍ରୀ, ଜାଣନ୍ତୁ ସେ କିଏ ?

ଏକଦା ରେଲୱେ ପ୍ଲାଟଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳ ରାତାରାତି ଇଣ୍ଟରନେଟ୍ ସେନସେସନ ହୋଇଯାଇଥିଲେ। ଲତା ମଙ୍ଗେସକରଙ୍କ ଗୀତ ‘ ଏକ୍ ପ୍ଯାର କା ନଗମା ହୈ’ ଗୀତ ଗାଉଥିବା ରାନୁଙ୍କ ଭିଡିଓ ଭାଇରଲ ହେବା ପରେ ହିମେଶ ରେଶମିୟାଁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଗୋଟେ ଗୀତ ଗାଇବା ପରେ…

ସୁଟିଂରେ କମାଲ୍ କରିଛନ୍ତି ଭାରତୀୟ ପାରାସୁଟର, ମନୀଷଙ୍କୁ ସ୍ବର୍ଣ୍ଣ ଏବଂ ସିଂହରାଜଙ୍କୁ ମିଳିଲା ରୌପ୍ଯ

ଟୋକିଓ ପାରା ଅଲିମ୍ପିକ୍ସରେ ୧୧ ଦିନରେ ଭାରତ ଉପରେ ପଦକ ବର୍ଷା ହୋଇଛି। ସୁଟିଂରେ କମାଲ କରିଛନ୍ତି ଭାରତୀୟ ପାରାସୁଟର । ଭାରତକୁ ଆଉ ୨ଟି ପଦକ ହାସଲ ହୋଇଛି । ମନୀଷ ନରୱାଲ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି । ୫୦ ମିଟର ପିସ୍ତଲ ଏସଏଚ୍-୧ରେ ଉଭୟ ପଦକ…

ଆଇସିୟୁରେ ସାଇରା ବାନୁ, ନିଶ୍ବାସ ନେବା କଷ୍ଟକର ହେଉଛି

ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଅଭିନେତା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ଗତକିଛିଦିନ ହେଲାଣି ଅସୁସ୍ଥ ହୋଇ ହିନ୍ଦୁଜା ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ବ୍ଲଡପ୍ରେସର ଏବଂ ସୁଗାଲ ଲେବଲ ବଢିବା ଯୋଗୁଁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ…

ବିଗବସ ଫେମ୍ ସିଦ୍ଧାର୍ଥଙ୍କ ଭଉଣୀଙ୍କୁ ବିବାହ କରିବେ ଦୀପକ ଚହର, ଆଇପିଏଲ ସରିବା ପରେ ହେବ ନିର୍ବନ୍ଧ

ବଲିଉଡ ଏବଂ କ୍ରିକେଟ ସହିତ ପୁରୁଣା ସଂପର୍କ। ଅଭିନେତା ଶର୍ମିଲା ଟାଗୋର ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମା, ଗୀତା ବାସରା, ହେଜଲ ଭଳି ଅଭିନେତ୍ରୀ କ୍ରିକେଟରଙ୍କୁ ବିବାହ କରି ଖୁସିରେ ଘର ବସାଇଛନ୍ତି। ଏମିତି ସ୍ଥଳେ ଆଉ ଏକ ନାମ ଯୋଡି ହେବାକୁ ଯାଇଛି। କ୍ରିକେଟର ଦୀପକ ଚହର ବିଗବସ୍ ଫେମ୍…

ଓଡିଶାରେ ପୂରଣ ହେବ ୬୭୨୦ ଶିକ୍ଷକ(ଟିଜିଟି) ପଦବୀ, ଆବେଦନ କରିବାର ତାରିଖ ୪ ସେପ୍ଟେମ୍ବରରୁ ଆରମ୍ଭ

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ଯର ବିଭିନ୍ନ ବିଦ୍ଯାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା ଲାଗି ରାଜ୍ଯ ସରକାର ଦ୍ବିତୀୟ ପର୍ଯ୍ଯାୟ ଶିକ୍ଷକ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ଯାୟରେ ୪ ହଜାର ୬୯୧ ଶିକ୍ଷକ ପଦବୀ ପୂରଣ ଲାଗି ଆବେଦନ…

ଜବରଦସ୍ତ ଫିଚର୍ସ ସହିତ ଲଞ୍ଚ ହେଲା Tata Tigor EV, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ଫେଷ୍ଟିଭ୍ ସିଜନ ପୂର୍ବରୁ ଟାଟା ମୋଟର୍ସ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛି । ଏବେ କମ୍ପାନୀ ଟାଟା ଟିଗୋରର ଇଲେକ୍ଟ୍ରିକ୍ ଭର୍ସନ ଲଞ୍ଚ୍ କରିଛି। ଯାହାର ଦାମ୍ ୧୧.୯୯ ଲକ୍ଷ ଟଙ୍କା ରହିଛି। ଟାଟା ଟିଗୋର ଇଲେକ୍ଟ୍ରିକ୍ ୩ ଭେରିଏଣ୍ଟରେ ମିଳିବ । ନୂଆ ଟାଟା ଟିଗୋର ଇଭିରେ କଷ୍ଟମର୍ସଙ୍କୁ…

ନୂଆ ଆଇଟି ନିୟମ ପରେ ଫେସବୁକ ନେଲା କଠୋର ପଦକ୍ଷେପ, ୪୬ ଦିନ ମଧ୍ୟରେ ୩.୩୩ କୋଟି ୟୁଜର୍ସ କଣ୍ଟେଣ୍ଟ ଉପରେ ନେଲା…

ସୋସିଆଲ ମିଡିଆ ଜଏଣ୍ଟ ଫେସବୁକ ନିଜର ଅଭିଯୋଗ ରିପୋର୍ଟ ଜାରି କରିଛି। ଯେଉଁଥିରେ କମ୍ପାନୀ କହିଛି କି, ଭାରତରେ ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ ଉଲ୍ଲଙ୍ଘନ ହୋଇଥିବା ୧୦ କ୍ଯାଟୋଗୋରୀ ମଧ୍ୟରୁ ୩.୩୩ କୋଟିରୁ ଅଧିକ କଣ୍ଟେଣ୍ଟ ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଫେସବୁକ୍ ଫଟୋ ସେୟାରିଂ ପ୍ଲାଟଫର୍ମ…

ମାସର ପ୍ରଥମ ଦିନରୁ ସାଧାରଣ ଜନତାଙ୍କୁ ବଡ ଝଟକା, ୨୫ ଟଙ୍କା ବଢିଲା LPG ସିଲିଣ୍ଡର ଦାମ୍

ଆଜି ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବଢିଛି। ସେହିପରି ୧୯ କିଗ୍ରା କର୍ମସିଆଲ ଗ୍ଯାସ ସିଲିଣ୍ଡର ଦାମ୍ ୭୫ ଟଙ୍କା ବଢିଛି। ଆଜି ଠାରୁ ୧୪.୨ କିଲୋଗ୍ରାମର ଅଣ ସବସିଡିଯୁକ୍ତ ଏଲପିଜି ରୋଷେଇ ଗ୍ୟାସ ସିଲିଣ୍ଡର…

ଆଣ୍ଠୁରେ ଆଘାତ କାରଣରୁ ପାରା ଅଲିମ୍ପିକ୍ସରୁ ନାମ ଫେରାଇବା ଚିନ୍ତା କରିଥିଲେ ଶରଦ, ଭଗବତ ଗୀତା ପଢି ମିଳିଲା ପ୍ରେରଣା

ଆଣ୍ଠୁରେ ଆଘାତ କାରଣରୁ ପାରା ଅଲିମ୍ପିକ୍ସ ଟି ୪୨ ହାଇ ଜମ୍ପ ଫାଇନାଲରୁ ନିଜ ନାମ ଫେରାଇ ନେବାକୁ ଚିନ୍ତା କରୁଥିଲେ ଶରଦ କୁମାର । ମାତ୍ର ପରିବାର ସହ ଆଲୋଚନା ପରେ ଫାଇନାଲ୍ ମୁକାବିଲାର ଗୋଟିଏ ରାତି ପୂର୍ବରୁ ଭଗବଦ ଗୀତା ପଢିବାରୁ ତାଙ୍କ ଚିନ୍ତା ଦୂର ହୋଇଥିଲା ଏବଂ ଫାଇନାଲ୍ ମୁକାବିଲାରେ…

ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ, ମନା କରିବାରୁ ମିଳିଲା…

ବିହାରର ଗୟାରୁ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ନିଜ ପତ୍ନୀଙ୍କ ଶରୀରକୁ ବ୍ଲେଡ୍‌ କାଟି ଲହୁଲୁହାଣ କରିପକାଇଲା ଡାକ୍ତର ସ୍ବାମୀ। ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ। ମନା କରିବାରୁ…

ଆପଣଙ୍କର ସ୍ମରଣଶକ୍ତି କମ୍ ହେଉଛି କି ? ମଜବୁତ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ବୟସ ବଢିବା ସହିତ ଆପଣଙ୍କ ସ୍ମରଣଶକ୍ତି କମ୍ ହେଉଛି କି ? ଆଜିକାଲି ଏହା ଏକ ସାଧାରଣ ସମସ୍ଯା। ବର୍ତ୍ତମାନର ବ୍ଯସ୍ତବହୁଳ ଜୀବନ ଜୀବନରେ ଏହି ସମସ୍ଯା ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଅନେକ ଥର କିଏ ଆପଣଙ୍କୁ କଲ୍ କରିଥିବ, କିନ୍ତୁ ଆପଣଙ୍କର ତାହା ମନେ ନଥିବ। ଆମେ ଏମିତି କିଛି ଛୋଟ…

ଇଞ୍ଜିନିୟରିଂ ଫ୍ରେସର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରିଲାଏନ୍ସ ଜିଓରେ ଖାଲିପଡିଛି ଗ୍ରାଜୁଏଟ ଇଂଜିନିୟରିଂ ଟ୍ରେନି…

ଇଞ୍ଜିନିୟରିଂ କରି ଘରେ ବସିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତର ସବୁଠାରୁ ବଡ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାଜୁଏଟ ଇଂଜିନିୟରିଂ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ…