ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ପରେ ମାଷ୍ଟର ହେବାକୁ ପ୍ରସ୍ତୁତ ହେଉଛନ୍ତି ସଲମାନ ଖାନ

ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ସମୀକ୍ଷକଙ୍କ ପାଇଁ ବେଶ କିଛି କମାଲ କରିନଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଫିଲ୍ମ ରେକର୍ଡ ସଂଖ୍ଯାରେ ଓଟିଟି ପ୍ଲାଟଫର୍ମରେ ଲୋକ ଦେଖିଥିଲେ। ରାଧେ ପରେ ଏବେ ସଲମାନ ପ୍ରଶଂସକ ଆଗାମୀ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ଖୁବଶୀଘ୍ର ସଲମାନ ନିଜର ଦୁଇଟି ବଡ ବଜେଟ ଫିଲ୍ମର ଘୋଷଣା କରିବେ।

ଖବର ମୁତାବକ, ସଲମାନ ଆଗାମୀ ଦୁଇଟି ଫିଲ୍ମର ଘୋଷଣା କରିଛନ୍ତି। ସଲମାନ ଥଲାପତି ବିଜୟଙ୍କ ତାମିଲ ଫିଲ୍ମ ‘ମାଷ୍ଟର’ର ହିନ୍ଦୀ ରିମେକ କରିବାକୁ ଯୋଜନା ଚଳାଇଛନ୍ତି। ଏହାପରେ ମନୀଷ ଶର୍ମାଙ୍କ ଫିଲ୍ମ ‘ଟାଇଗର ୩୩ ପାଇଁ ଯୋଜନା କରୁଛନ୍ତି। କେବଳ ଏତିକି ନୁହେଁ, ଏବେ ଆହୁରି ୪ଟି ବଡ ଫିଲ୍ମ ସଲମାନଙ୍କ କାନ୍ଧରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.