Below header

ଆଜି ଡିନରରେ ବନାନ୍ତୁ Mexican Cheesy Pepper Rice, ସମସ୍ତେ ମିଶି ଏକାଠି ଖାଆନ୍ତୁ

ଭାରତୀୟ ଘରେ ଡିନରରେ ସବୁବେଳେ ସବଜୀ ସହିତ ପରଠା କିମ୍ବା ରୁଟି ଖାଇବାକୁ ପ୍ରସ୍ତୁତ ହୋଇଥାଏ। କିଛି ଲୋକ ରାତିରେ ଖେଚୁଡି ଭଳି ପଲାଉ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ଯଦି ଆପଣ କିଛି ନୁଆ କରିବାକୁ ଚାହୁଁଛନ୍ତି, ତେବେ ଆଜି ସନ୍ଧ୍ୟାରେ ଘରେ ମେକ୍ସିକାନ ଚିଜ୍‌ ପେପର ରାଇସ ବନାଇପାରିବେ। ତେବେ…

୨୪ ଘଣ୍ଟା ବ୍ଯାଟେରୀ ସହିତ Mivi ଲଞ୍ଚ କଲା ନୂଆ ୱେୟାରଲେସ ଇଅରଫୋନ୍, ଦାମ୍ ୯୯୯ ଟଙ୍କା

ଇଣ୍ଡିଆନ୍ ଅଡିଓ ଇଲେକ୍ଟ୍ରୋନିକ୍ସ କମ୍ପାନୀ Mivi ଭାରତରେ ନିଜ ୱେୟାରଲେସ୍ ଇୟରଫୋନ୍ସ Collar Flash ଲଞ୍ଚ କରିଛି। କମ୍ପାନୀର ବାକି ଡିଭାଇସ ଭଳି ଏହା ମଧ୍ୟ ଏକ କମ୍ ଦାମରେ ମିଳୁଥିବା ଦମଦାର ପ୍ରଡକ୍ଟ । Collar Flashରେ ୧୦ ଏମଏମ ଡ୍ରାଇଭର୍ସ ସହିତ ବ୍ଲୁଟୁଥ୍ ୫.୦ ସପୋର୍ଟ ଦିଆଯାଇଛି ।…

ଭାରତୀୟ ରେଲୱେରେ ଖାଲିପଡିଛି ଷ୍ଟେସନ ମାଷ୍ଟର ପଦବୀ, ଜୁଲାଇ ୨୫ ଯାଏଁ କରିପାରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି କରିବାକୁ ମନ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳବାଇ ପକ୍ଷରୁ ପଶ୍ଚିମ ମଧ୍ୟମ ରେଲୱେ (WCR) ଅଧିନରେ ଷ୍ଟେସନ ମାଷ୍ଟର ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହିସବୁ ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ…

ପୂର୍ବ କେନ୍ଦ୍ରମନ୍ତ୍ରୀ ପିଆର କୁମାର ମଙ୍ଗଳମଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ଯା, ଜଣେ ଗିରଫ

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବଢି ଚାଲିଛି। ଏମିତି ସ୍ଥଳେ ପୁଣି ଏକ ଚମକାଇ ଦେବା ଭଳି ଘଟଣା ଘଟିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ପିଆର କୁମାର ମଙ୍ଗଳମ୍‌ଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମଙ୍କୁ ଘରେ ପଶି ହତ୍ୟା କରିଦିଆଯାଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି…

୪୦ ବର୍ଷରେ ପାଦ ଥାପିଲେ କ୍ଯାପଟେନ କୁଲ୍, ବିସିସିଆଇ ଜଣାଇଲା ଏମିତି ଶୁଭେଚ୍ଛା

୪୦ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ମାହି ଓ କ୍ୟାପେଟନ କୁଲ ଭାବେ ପରିଚିତ ଧୋନିକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ବିସିସିଆଇ ମଧ୍ୟ ଧୋନିକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ ଖେଳାଳି…

ବିନା ପରୀକ୍ଷାରେ ହୋଇପାରିବେ BSF ଅଫିସର, ଦରମା ମାସକୁ ୭୦ ହଜାରରୁ ଅଧିକ

ସୀମା ସୁରକ୍ଷା ବଳ(BSF)ରେ ଅଧିକାରୀ ହେବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ବିଏସଏଫର ସବୁ ହସପିଟାଲରେ GDMO ଏବଂ ସ୍ପେଶାଲିଷ୍ଟ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏଥିପାଇଁ BSF ର ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ…

ଆସନ୍ତା ମାସରୁ ମହଙ୍ଗା ହେବ ଟିଭି, ଫ୍ରିଜ ଏବଂ ଏସି, ୧୦-୧୨ % ବଢିଯିବ ଦାମ୍

ଯଦି ଆପଣ ଟିଭି, ଫ୍ରିଜ୍, ଏସି କିମ୍ବା ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ମାସରେ ହିଁ କିଣନ୍ତୁ କାରଣ ଆସନ୍ତା ମାସରୁ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି । କମ୍ପାନୀଗୁଡିକ କହିଛନ୍ତି ଯେ, କ୍ରମାଗତ ଭାବେ ଦ୍ରବ୍ୟ ମୂଲ୍ୟ ବଢିବା ସହ ଏବଂ ଅତ୍ୟାବଶ୍ୟକ ଉପାଦାନର ଅଭାବ…

୩୫ ହଜାର ଟଙ୍କାର Gucci ବେଲ୍ଟ ଦେଖି ଝିଅକୁ ମା ହୋଇଗଲେ ଆଶ୍ଚର୍ଯ୍ଯ, କହିଲେ…

ଆମେ ସମସ୍ତେ ବ୍ରାଣ୍ଡେଡ୍ ଜିନିଷ ନେବାକୁ ପସନ୍ଦ କରୁ । କିନ୍ତୁ ବ୍ରାଣ୍ଡେଡ୍ ସାମଗ୍ରୀର ମୂଲ୍ୟ ଅଣ ବ୍ରାଣ୍ଡେଡ୍ ଜିନିଷ ଅପେକ୍ଷା ବହୁତ ଅଧିକ । ଏହି କାରଣରୁ ଆମେ ବେଳେବେଳେ ଆମ ବାପା ମାଙ୍କ ଦ୍ୱାରା ଗାଳି ମଧ୍ୟ ଖାଇଥାଉ । ସୋସିଆଲ ମିଡିଆରେ ଏହିପରି ଗୋଟିଏ ଭିଡିଓକୁ ଲୋକେ ବହୁତ ପସନ୍ଦ…

ଟିକା ନେବାକୁ ମନା କଲେ ବ୍ଲକ ହୋଇଯିବ ସିମ୍ କାର୍ଡ, ଏହି ଦେଶର ସରକାର ଘୋଷଣା କଲେ କଠୋର ନିୟମ

ପାକିସ୍ତାନର ସିନ୍ଧ ପ୍ରାନ୍ତରେ ସରକାର କରୋନା ଟିକା ନେବାକୁ ମନା କରୁଥିବା ଲୋକଙ୍କ ପାଇଁ କଠୋର ନିୟମ ଘୋଷଣା କରିଛନ୍ତି। ଯେଉଁ ଲୋକ କରୋନା ଟିକା ନେବାକୁ ମନା କରିବେ, ସେମାନଙ୍କ ମୋବାଇଲର ସିମ୍ କାର୍ଡକୁ ବନ୍ଦ କରିଦିଆଯିବ ବୋଲି ଖବର ମିଳିଛି। ମିଳିଥିବା ଖବର ଅନୁଯାୟୀ, ସିନ୍ଧର ସୂଚନା…

WTC Final: ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବ କଡ୍ଡା ମୁକାବିଲା, ଫାଇନାଲ ମ୍ଯାଚ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ…

ଜୁନ୍‌ ୧୮ ତାରିଖରେ ସାଉଥମ୍ପଟନ୍‌ରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମୁକାବିଲା। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବ କଡ୍ଡା ମୁକାବିଲା। ଏସବୁ ମଧ୍ୟରେ ଦୁଇ ଦଳ ଫାଇନାଲ ମୁକାବିଲା ପାଇଁ ୧୫ ଜଣିଆ ଦଳ ଘୋଷଣା କରି ସାରିଛନ୍ତି। ତେବେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ…

ରିଲିଜ ହେବା ପୂର୍ବରୁ ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’

ପ୍ରଭାସଙ୍କ ଅଭିନୀତ 'ଆଦିପୁରୁଷ' ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । କୁହାଯାଉଛି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ 'ବାହୁବଲୀ ୨'ର ରେକର୍ଡ ଭାଙ୍ଗିଛି । କେବଳ ଏତିକି ନୁହେଁ, ଏହି ରେକର୍ଡ ଏପରି ଯେ ଉଭୟ ଚଳଚ୍ଚିତ୍ର ମଧ୍ୟରେ ବିବାଦ ସୃଷ୍ଟି କରିଛି । ଏହାରି…

ଦିନକୁ ଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୫ ପଇସା ବଢ଼ି ୯୭ ଟଙ୍କା ୧୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୬ ପଇସା ବଢ଼ି ୯୫ ଟଙ୍କା ୦୫ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ…