Below header

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପରେ ଏବେ ଆଲ୍ଲାହାବାଦ ବ୍ୟାଙ୍କରେ ଘୋଟଲା, ୧୭ ଶହ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ

କେନ୍ୟୁଜ୍ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପରେ ଏବେ ଆଲ୍ଲାହାବାଦ ବ୍ୟାଙ୍କ ଘୋଟଲା ପଦାକୁ ଆସିଛି। ଆଲ୍ଲାହାବାଦ ବ୍ୟାଙ୍କରେ ୧୭ ଶହ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଆଲ୍ଲାହାବାଦ ବ୍ୟାଙ୍କ ତାର ବାର୍ଷିକ ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ କରିବା ସହ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଜଣାଇଛି। ତେବେ ଭୁଷଣ ପାୱାର ଆଣ୍ଡ ଲିମିଟେଡର ଜାଲିଆତି କାରଣରୁ ଏଭଳି ସ୍ଥିତି ହୋଇଥିବା ବ୍ୟାଙ୍କ ଆରବିଆଇକୁ ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.