Below header

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଜାଜ୍‌ ଫିନସର୍ଭ ପକ୍ଷରୁ ସରଳ ୠଣ ବ୍ୟବସ୍ଥା

ଦେଶର ଅନ୍ୟତମ ଫାଇନାନ୍ସ କମ୍ପାନୀ ବଜାଜ୍‌ ଫନ୍‌ସର୍ଭ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସରଳ ୠଣ ବ୍ୟବସ୍ଥା କରିଛି । କମ୍‌ ସୁଧରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ଦେଉଛି ଏହି ସଂସ୍ଥା । ସୂଚନା ଅନୁସାରେ, କିଛି ଆବଶ୍ୟକ କାଗଜପତ୍ର ଏବଂ କିଛି ସର୍ତ୍ତ ପୂରଣ କଲେ ବ୍ୟବସାୟୀମାନଙ୍କୁୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ୠଣ ମିଳି ଯାଉଛି । ନୂଆ ବ୍ୟବସାୟ ଆରମ୍ଭ କରିବା, ଏହାର ପୁନରୁଦ୍ଧାର କିମ୍ବା ବ୍ୟବସାୟ ବଢ଼ାଇବା ପାଇଁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଏହି ଓ୍ଵାର୍କିଂ କ୍ୟାପିଟାଲ ଲୋନ୍‌ ବ୍ୟବସ୍ଥା ବେଶ୍‌ ସହାୟକ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.