Below header

BHEL ରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି, ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ସରକାରୀ ଚାକିରୀର ସୁଯୋଗ

ଭାରତ ହେବି ଇଲେକ୍ଟ୍ରିକଲ୍ସ ଲିମିଟେଡ (BHEL) ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ ପ୍ରଥମେ ସମସ୍ତ ତଥ୍ୟ ସମ୍ପର୍କରେ ଅବଗତ ହୋଇ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ।

ଆବେଦନ ତାରିଖ:

ଆବେଦନ ପତ୍ର ଜମା କରିବା ଆରମ୍ଭ ତାରିଖ: ୧୯ ଜୁନ ୨୦୧୯

ଆବେଦନ ପତ୍ର ଜମା କରିବା ଶେଷ ତାରିଖ: ୭ ଜୁଲାଇ ୨୦୧୯

ଅନଲାଇନ ଆବେଦନର ହାର୍ଡ କପି ଜମା କରିବାର ଶେଷ ତାରିଖ: ୧୨ ଜୁଲାଇ ୨୦୧୯

ସୁଦୂର କ୍ଷେତ୍ରରେ ଆବେଦନକାରୀମାନଙ୍କ ପାଇଁ ଅନଲାଇନ ଆବେଦନର ହାର୍ଡ କପି ଜମା କରିବାର ଶେଷ

ତାରିଖ: ୧୭ ଜୁଲାଇ ୨୦୧୯

jobଆବେଦନ ଶୁଳ୍କ:

ସାମାନ୍ୟ, ଇଡବ୍ଲ୍ୟୁଏସ୍, ଓବିସି ବର୍ଗଙ୍କ ପାଇଁ-୨୫୦ ଟଙ୍କା

ଏସସି, ଏସଟି, ପିଡବ୍ଲ୍ୟୁଡି ବର୍ଗଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଏହା ସହ ପଢନ୍ତୁ: ଏୟାର ଇଣ୍ଡିଆରେ ବିମାନ କର୍ମଚାରୀ ପଦ ପାଇଁ ବାହାରିଲା ନିଯୁକ୍ତି, ଇଣ୍ଟରଭ୍ୟୁ ଆଧାରରେ ହେବ ଭର୍ତ୍ତି

ଚୟନ ପ୍ରକ୍ରିୟା:

ଇଛୁକପାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.