ITI ପାସ୍‌ କରିଥିଲେ ତୁରନ୍ତ DRDO ରେ କରନ୍ତୁ ଆବେଦନ, ଖାଲିପଡିଛି ପଦବୀ

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO) ପକ୍ଷରୁ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ବାୟୋ ଏନର୍ଜି ରିସର୍ଚ୍ଚରେ ଅପାରଣ୍ଟିସ ପଦବୀ ଖାଲିପଡିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ apprenticeshipindia.gov.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୨୨

ମେକାନିକ : ୧
ମେକାନିକ ପାଓ୍ଵର ଇଲେକ୍ଟ୍ରୋନିକ୍ସ :୧
ମେକାନିକ ରିପେଆର ଆଣ୍ଡ ମେଣ୍ଟେନାନ୍ସ ଅଫ ଇଲେକ୍ଟ୍ରୋନିକ୍ସ ଟେଷ୍ଟ ଇକ୍ୟୁପମେଣ୍ଟ: ୧
ମେକାନିକ ଟ୍ରାକ୍ଟର: ୧
ଇଲେକ୍ଟ୍ରୋନିକ୍ସ ମେକାନିକ :୨
ଲାବ୍ରୋଟୋରୀ ଆସିଷ୍ଟାଣ୍ଟ: ୪
ହର୍ଟିକଲ୍ଚର ଆସିଷ୍ଟାଣ୍ଟ: ୩
ଫ୍ଲୋରିଷ୍ଟ ଆଣ୍ଡ ଲ୍ୟାଣ୍ଡସ୍କ୍ରାପର:୨
ଆଇଟି: ୧
କମ୍ପ୍ୟୁଟର ଅପରେଟର : ୧
ଇଲେକ୍ଟ୍ରିସିଆନ: ୧
ଫିଟର: ୧
ଆଡଭାନ୍ସ େଓ୍ଵଲଡର:୧
ଡ୍ରାଫ୍ଟସମ୍ୟାନ: ୧
ପେଣ୍ଟର: ୧

ଶିକ୍ଷାଗତ ଯୋଗ୍ୟତା :ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ପାସ୍‌ କରିଥିବା ସାର୍ଟିଫିକେର୍ଟ ଥିବା ଜରୁରୀ। ଅଧିକ ଜାଣିବା ପାଇଁ ଆବେଦନକାରୀ ନୋଟିଫିକେସନ ଚେକ୍‌ କରିପାରିବେ।

ଦରମା: ଚୟନ ହେବା ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ବାବଦରେ ମାସକୁ ୬ ହଜାର ଟଙ୍କା ଦିଆଯିବ।ଏହି ନିଯୁକ୍ତି ବର୍ଷେ ପାଇଁ ହେବ।

କେମିତି କରିବେ ଆବେଦନ :

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍‌appernticeindia.gov.in କୁ ଯାଇ ଆବେଦନ କରିପାରିବେ।
େଓ୍ଵବସାଇଟର ହୋମ୍‌ ପେଜକୁ ଯାଇ ରେଜିଷ୍ଟର କର ଏବଂ ନିଜର ଆକାଉଣ୍ଟର ତିଆରି କରନ୍ତୁ।
ଏହା ପରେ ଲଗଇନ୍‌ କରନ୍ତୁ ଏବଂ ଆବେଦନ ଫର୍ମ ଭରି ସବମିଟ୍‌ କରନ୍ତୁ।
ଆବେଦନ ପ୍ରକ୍ରିୟା ପୂରଣ ହେବା ପରେ ଏହାର ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ :

https://drdo.gov.in/sites/default/files/career-vacancy-documents/AdvDIBER08082022.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.